Sign in
Sign in
Recover your password.
A password will be e-mailed to you.
” ମହାପୁରୁ ଆମର ମନ୍ତିରୀ ସୁଶାନ୍ତ କେ ସବୁଦିନ ଭଲସେ ରଖି ଥାଉନ । “
ଅଚାନକ ଆହାର କେନ୍ଦ୍ରରେ ପହଁଚିଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ / ସୋହେଲା :- ସକାଳୁ ସକାଳୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟିବାକୁ ଆସିଥାନ୍ତି ଏକ ବୃଦ୍ଧ ଦମ୍ପତ୍ତି | ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ଦେଖି ମନ୍ତ୍ରୀ ଶ୍ରୀ ସିଂ ତୁରନ୍ତ ଡକାଇଲେ…
ବିଧାୟକ ବାଣ୍ଟିଲେ ୩୩୦ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ
ପଦ୍ମପୁର/ଶାସକପ୍ରଶାସକ- ଆଜି ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଂଟନ କାର୍ଯ୍ୟକ୍ରମ ଅନୁସ୍ଥିତ ହୋଇଯାଇଛି । ଏଥିରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ହିତାଧିକାରୀଙ୍କୁ ଭତା ଓ…
ସରକାର ବାହାଦୁର : ଏ ଗୁଡା କଣ ଆଖିକୁ ଭଲ ଲାଗୁଛି !!!!
ଖଟିଆ ଭରାରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା
ଆଉ କେତେ ଯୁଗ ଲାଗିବ ଏମାନଙ୍କୁ ରାସ୍ତାଟେ ପାଇବା ପାଇଁ
କଳାହାଣ୍ଡି/ Aditya Mohanty :କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଠାରେ ପୁଣି ଷ୍ଟେ ଚର୍ ବୁହା ହେଲେ ଗର୍ଭବତୀ ମହିଳା ଲ ରାସ୍ତା ନଥିବାରୁ ଜଙ୍ଗଲୀ ରାସ୍ତା ଦେଇ ନାଳ…
ମାରୱାଡି ୟୁବା ମଂଚ ଓ ମହିଳା ଶାଖା ଜାଗୃତି ଆନୁକୁଲ୍ୟରେ ମାଗଣା କ୍ୟାନ୍ସର ଚିହ୍ନଟ ଶିବିର
ପଦ୍ମପୁର/ଶାସକପ୍ରଶାସକ- ବରଗଡ ଜିଲ୍ଲା ପଦ୍ମପୁରଠାରେ ଆଜି ଏକ ମାଗଣା କେନ୍ସର ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଧର୍ମଶାଳାଠାରେ ଏହା ଆୟୋଜିତ ହୋଇଥିବା ବେଲେ ପଦ୍ମପୁର ମାରୱାଡି ୟୁବା ମଂଚ ଓ ମହିଳା ଶାଖା ଜାଗୃତିର ମିଳିତ ଆନୁକୁଲ୍ୟରେ ଏହି…
ଭାଙ୍ଗିଲା କେନାଲ ହୁଡ଼ା, ଚାଷଜମି ଜଳମଗ୍ନ
ଜୁନାଗଡ/ ଆଦିତ୍ୟ ମହାନ୍ତି : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରାଗୁଡା ପଞ୍ଚାୟତର ପାଣ୍ଡରାପଲା ଠାରେ ଥିବା ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲରେ ଘାଇ । ହୁଡା ଭାଙ୍ଗି ଯିବା ଫଳରେ ପାଣି ମାଡି ଆସିଛି । କେନାଲ ସଂଲଗ୍ନ ଅନେକ ବିଲ ଜଳମଗ୍ନ । ରୁଆ ହୋଇଥିବା ଏକର ଏକର ଚାଷ ଜମିରେ ପାଣି ମାଡି…
ମନ୍ତ୍ରୀ ଅରୁଣଙ୍କ ଗ୍ରୀନ ସିଗ୍ନାଲ : ଜୋର କା ଝଟକା ଧୀରେ ସେ ଲଗା
ମନ୍ତ୍ରୀଙ୍କ ବିଶ୍ୱବିଦ୍ୟାଳୟ ଗସ୍ତର ଦିନକ ପରେ କ୍ୟାମ୍ପସ ସଫା
ଭୁବନେଶ୍ବର: ବଡ ଟେନ୍ସନ ଥିଲେ ସେମାନେ | ସେମାନେ ଶୈଖିକ ପରିବେଶକୁ ପ୍ରଦୂଷିତ କରୁଥିଲେ | ବୈଧ ଛାତ୍ରଛାତ୍ରୀ ମାନେ ବି ଅନେକାଂଶରେ ହଇରାଣ ହେଉଥିଲେ | ଆଉ କ୍ୟାମ୍ପସ ଥିଲା ଆପାତତଃ ଭଗବାଣ୍ଟା ହୋଇ ସେମାନଙ୍କ କବ୍ଜାରେ | ପଟା…
ଏଇ ହେଡ଼ସାରେ ଗଢିବେ ପିଲାଙ୍କ ଭବିଷ୍ୟତ !!!!
ମଦ ପାଉଚ ନେଇ ସ୍କୁଲ ଗଲାବେଳେ ବିଦ୍ୟାଳୟ ପରିଚାଳନା କମିଟି ହାତରେ ଧାରା ପଡିଲେ ମଦୁଆ ପ୍ରଧାନଶିକ୍ଷକ
(ଆଠମଲ୍ଲିକ ପ୍ରତିନିଧି ସନ୍ତୋଷ ମେହେରଙ୍କ ରିପୋର୍ଟ ): ମଦୁଆ ପ୍ରଧାନ ଶିକ୍ଷକ ବିଦ୍ୟାଳୟର ପରିଚାଳନା କମିଟି ହାତରେ ଧରାପଡିଛନ୍ତି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଏବେ ସାମ୍ନାକୁ…
ଆତ୍ମବିଶ୍ୱାସ ନେଇ ଫେରିଲେ ଶିବିରାର୍ଥୀ : ସରିଲା ୨୦ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ଉଡାନ-” ପ୍ରଥମ…
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବେକାର ଯୁବକ ଓ ଯୁବତୀ ମାନଙ୍କ ନିମନ୍ତେ ଗତ ୨୦ ଦିନ ଧରି ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା "ଉଡାନ" ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ ଯାପିତ୍ ହୋଇଯାଇଛି ।
ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା଼ ସ୍ଥିତ ରିଜର୍ଭ…
ଦେଶରେ ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା ବୈଠକ
ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ନୂଆ ରୋଡମ୍ୟାପ୍ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ/ଭୁବନେଶ୍ୱର – ଇସ୍ପାତର ଦ୍ରୁତ ଚାହିଦା ପରିପ୍ରକ୍ଷୀରେ ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଇସ୍ପାତ୍ ମନ୍ତ୍ରଣାଳୟର…
ରେଳ ଷ୍ଟେସନ ସମ୍ମୁଖ ହେଲା ଜବର ଦଖଲ ମୁକ୍ତ
ରାୟଗଡା (ସରୋଜ ସାହୁ)– ରାୟଗଡା ରେଳ ଷ୍ଟେସନକୁ ଜିଭିଜନର ମାନ୍ୟତା ମିଳିବା ପରେ ଏହାର ପ୍ରାଥମିକ ପର୍ଯ୍ୟାୟର କାମ ଆରମ୍ଭ ହୋଇଯାଇଛି । ଏଥି ନିମନ୍ତେ ରେଳ ବିଭାଗ ତର‘ରୁ ଜଣେ ଉଚ୍ଚପଦସ୍ଥ ଅଧିକାରୀ ସଂଜୟ ମହାପାତ୍ରଙ୍କ ନୋଡାଲ ଅ‘ିସର ଭାବେ ରାୟଗଡା ଠାରେ ଅବସ୍ଥାପିତ କରାଯାଇଛି । ଏହି…