Sign in
Sign in
Recover your password.
A password will be e-mailed to you.
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୈଦାନ ପ୍ରସ୍ତୁତି ସାରି ଫେରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ସରିଲା ଦୁଇଦିନିଆ ଋଷ ଗସ୍ତ,ଋଷ ସରକାର ଓ କମ୍ପାନୀ ମାନଙ୍କ ସହ କଲେ ମାରାଥନ ଆଲୋଚନା
" ଉର୍ଜା ଏବଂ ଇସ୍ପାତ କ୍ଷେତ୍ରରେ ଭାଗିଦାରୀ ପାଇଁ ଉଭୟ ଦେଶ ପ୍ରତିଶ୍ରୁତିବଦ୍ଧ"
ନୂଆଦିଲ୍ଲୀ/ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ଲାଡିଭୋଷ୍ଟୋକ ଗସ୍ତର ଏକ ସପ୍ତାହ ପୂର୍ବରୁ ରୁଷିଆ…
ବସ ଚଢ଼ିଗଲା, ଚାଲିଗଲା ପ୍ରାଣ
ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ଗଡ଼ ବ୍ଲକ ଏନ ଏଚ ଛବିଶ ମଥୁରା ନିକଟରେ କପିଳାସ ନାମକ ଏକ ଘରୋଇ ବସ ଜୟ ପାଟନା ରୁ ବଲାଙ୍ଗିର ଅଭିମୁଖେ ଯାଉ ଥିବା ବେଳେ ସେହି ଗ୍ରାମ ର ବିଶି କେତନ ବଗର୍ତ୍ତୀ ଙ୍କ ପୁଅ ଧର୍ମାନନ୍ଦ ବଗର୍ତ୍ତୀ (13)ଚଢି ଯିବାଫଳରେ ଘଟଣା ସ୍ଥଳରେ ହିଁ…
ଘୁ. ଉଦୟଗିରିକୁ ଉପ-ଖଣ୍ଡ ମାନ୍ୟତାପାଇଁ ଉଠିଲା ଦାବି
ଘୁ. ଉଦୟଗିରି(ଗଗନ କୁମାର ପ୍ରଧାନ ) :କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳର ବିକାଶର ଦିନକୁ ଦିନ ଠପ ହେଉ ଥିବା ମତପ୍ରକାଶ ପାଇଛି | ଘୁ. ଉଦୟଗିରି ନେତା ବିହୀନ ଅଞ୍ଚଳ ହୋଇ ଗଲା କି ବୋଲି ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି | କିଛି ବର୍ଷ ପୂର୍ବେ ଘୁ.…
ଗଣ ପର୍ବ ନୂଆଁଖାଇ ପାଇଁ ଉତ୍ସବ ମୁଖର ନୂଆପଡ଼ା ଜିଲ୍ଲା
ଘରେ ଘରେ ଚାଲିଛି ପିଠାମଡା ର ଆସର
କୋମନା(ଭାଗିରଥି ଭୋଇ)- ଆଉ ଦିନକ ପରେ ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ଏଥି ପାଇଁ ଉତ୍ସବ ମୁଖର ନୂଆପଡା ଜିଲ୍ଲା । ଘରେ ଘରେ ଚାଲିଛି ପ୍ରସ୍ତୁତି । ବନ୍ଧୁବାନ୍ଧବଙ୍କ ଘରେ ଭିଡ ଜମୁଥିବା ବେଲେ କିଣାବିକାରେ ସମସ୍ତେ ବ୍ୟସ୍ତ । ଘର ଲିପା ପୋଛା କରିବା…
ରାୟଗଡା ପୌରପାଳିକା କାର୍ଯ୍ୟାଳୟରେ ସ୍ୱାୟତ ଶାସନ ଦିବସ ପାଳିତ
ରାୟଗଡା /ସରୋଜ କୁମାର ସାହୁ – ପୌରପାଳିକା ଆନୁକୁଲ୍ୟରେ ସ୍ଥାନୀୟ ପୌରପାଳିକା କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଅଛି । ପତାକା ଉତ୍ସବ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଏହି…
ମାରୱାଡି ମହିଳା ସମିତି ତରଫରୁ ଅଙ୍ଗଦାନ ମହତ ଦାନ, ସଚେତନତାର ବାର୍ତା ବାଂଟିଲେ ମହିଳା
ରାୟଗଡା (ସରୋଜ ସାହୁ ) – ଅଙ୍ଗ ଦାନ ମହତ ଦାନ ଏହି ବାର୍ତା ନେଇ ଆଜି ରାୟଗଡା ମାରୱାଡି ମହିଳା ସମିତି ତରଫରୁ ଏକ ସଚେତନତା ରାଲି ଆୟୋଜନ ହୋଇଥିଲା । ରାୟଗଡା ରେଳ ଷ୍ଟେସନ ଠାରୁ କପିଲାସ ଛକ ପର୍ଯ୍ୟନ୍ତ ଶତାଧିକ ମହିଳା ହାତରେ ପ୍ଲା କାର୍ଡ ଧରି ସଚେତନା ରାଲି ରେ ବାହାରି ଥିଲେ । ବିଭିନ୍ନ…
ଜଗତସିଂହପୁର ଠାରେ ୱାନ୍ ଷ୍ଟପ୍ ସେଣ୍ଟର(ସଖି)ଉଦଘାଟନ,ପୀଡିତା ମହିଳାଙ୍କୁ ନ୍ୟାୟ ପାଇଁ ମିଳିବ ସହାୟତା
ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାରେ ହେଉଥିବା ସମସ୍ଥ ପ୍ରକାର ମହିଳା ହିଂସାରେ ପୀଡିତା ମାନେ ୱାନଷ୍ଟପ୍ ସେଣ୍ଟର "ସଖି" ରେ ତ୍ୱରିତ ସହାୟତା,ପୋଲିସ ସହାୟତା, ଡାକ୍ତରୀ ଚିକିତ୍ସା ଓ ପରିକ୍ଷା, ମନସ୍ତାତ୍ୱୀକ-ସାମାଜିକ ପରାମର୍ଶ ଆଇନ ସହାୟତା, ସ୍ୱଳ୍ପକାଳୀନ ରହଣୀ ଇତ୍ୟାଦି ସୁବିଧା…
ତିନି ଆଇପିଏସ ଅଧିକାରୀ ପାଇଲେ ଡିଜି ପାହ୍ୟାକୁ ପଦୋନ୍ନତି
ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତି, ମନୋଜ ଛାବ୍ରା ଓ ସୁରେନ୍ଦ୍ର ପନୱାରଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି | ଆଜି ଏ ମର୍ମରେ ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି | ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଶ୍ରୀ ମହାନ୍ତି ଓ ଶ୍ରୀ…
ଜୁନାଗଡ ରେ ସ୍ଵାୟତ ଶାସନ ଦିବସ ପାଳିତ
ଜୁନାଗଡ଼/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସରରେ ସ୍ଵାୟତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି. ମୁଖ୍ୟ ଅତିଥି ଜୁନାଗଡ ବିଡିଓ ମୁଖ୍ୟ ବକ୍ତା ଭାବେ ପୂର୍ବ ତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଶ୍ଵର ପୁଝାରୀ. ପୂର୍ବ ତନ ନଗର୍ ପାଲ୍…
ମଦୁଆ ଚାଳକ ସାବଧାନ
ପୋଲିସ ଡ଼ିଜିଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଚିଠି,
ଭୁବନେଶ୍ୱର : ମଦ୍ୟପ ଗାଡି ଚାଲକ ସାବଧାନ ହୋଇ ଯାଆନ୍ତୁ । ମଦ ପିଇ ଗାଡି ଚଲାଉଥିଲା ଡ୍ରାଇଭର ମାନଙ୍କ ପାଇଁ କଡା କଡ଼ି ଆଇନ କାଲିଠାରୁ ଲାଗୁ କରିବା ପାଇଁ ପୋଲିସ ମହା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ…