ବଡ଼ବିଲ : ଅଜଣା ଗାଡି ଧକ୍କାରେ ଦୁଇ ମୃତ

ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ଯୋଡ଼ା ଖଣି ଅଞ୍ଚଳରେ ଦୈନିକ ଦୁର୍ଘଟଣା ଚିନ୍ତାର ବିଷୟ ପାଲଟିଛି। ଗତକାଲି ମଧ୍ୟରାତ୍ରୀରେ ଏକ ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଅରୋହୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ସୁନ୍ଦରଗଡ଼ କେ.ବଲାଙ୍ଗ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି…

ଭୋଟ ଗଣତି ପାଇଁ ତାଲିମ ପ୍ରସ୍ତୁତି କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ଦୁଇଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମୋହନା ଏବଂ ପାରଳାଖେମୁଣ୍ଡି ରହିଛି । ଜିଲ୍ଲାରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗତ ଏପ୍ରିଲ ମାସ ୧୧ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ମତଦାନ ବେଳେ ଦୁଇଗୋଟି ବିଧାନ…

ଲୋକଙ୍କ ମୁଡ଼ : ହେଟ୍ରିକ କରିବେ ମନ୍ତ୍ରୀ ସୁଶାନ୍ତ, ଖାଲି ଔପଚାରିକତାକୁ ଅପେକ୍ଷା  

ବରଗଡ : ରାଜନେତା ଭାବେ ନୁହେ, ଭଟଲି ଅଂଚଳରେ ନିଜର ସହଯୋଗ ଓ ସେବା ମାନସିକତା ପାଇଁ ପରିଚିତ ଯୁବନେତା ତଥା ରାଜ୍ୟ ସରକାରଙ୍କ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିପକ୍ଷଙ୍କୁ ବ୍ୟୁହଭେଦ କରି ଏଥର ହ୍ୟାଟ୍ରିକ ମାରିବା ନିଶ୍ଚିତ ବୋଲି ସ୍ଥାନୀୟ ଲୋକଙ୍କ ମୁଡ଼ରୁ ପ୍ରତିଫଳିତ ହେଉଛି | କେବଳ ଭଟଲି…

ଫନିର ୧୭ଦିନ ପରେ ବି ସରକାରୀ ବାବୁଙ୍କ ଦେଖା ନାହିଁ: ସାହାଯ୍ୟ ଅପେକ୍ଷାରେ ବାତ୍ୟା ପ୍ରଭାବିତ 

ବାଙ୍କୀ (ଆଶିଷ କୁମାର ମହାପାତ୍ର) ଚଳିତ ମାସ ୩ତାରିଖରେ ଓଡ଼ିଶା ପ୍ରଳୟଙ୍କାରୀ ବାତ୍ୟା  ଫନି ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜନଜୀବନ ପ୍ରଭାବିତ ହୋଇଥିଲା । ବାତ୍ୟା ପ୍ରଭାବରେ ଅନେକ ଅଞ୍ଚଳ…

ତୁ ଗୁହାରି କରିବୁ ଯାହାକୁ, ମୁ ଘଇତା କରିଛି ତାହାକୁ ·

ଛି ଛି ...ବାତ୍ୟା ଚାଉଳ ବି ଚୋରା ଚାଲାଣ  ବାଙ୍କୀ, (ଆଶିଷ କୁମାର ମହାପାତ୍ର) ଗତ ଦୁଇ ଦିନ ତଳେ ବାଙ୍କୀ ଡମପଡ଼ା ବ୍ଲକ୍ ଅନ୍ତର୍ଗତ ବିଲିପଡ଼ା ପଞ୍ଚାୟତରେ ବାତ୍ୟା ପ୍ରଭାବିତଙ୍କ ପାଇଁ ଆସିଥିବା ରିଲିଫ୍ ଚାଉଳ ହଡ଼ପ କରି ଚୋରାଚାଲାଣ ହେଉଥିବା ଅଭିଯୋଗ ଆସିବା ପରେ ବାଙ୍କୀ ପୋଲିସ୍ ପକ୍ଷରୁ…

ବଜ୍ରପାତରେ ଜଳିଗଲା ନଡିଆଗଛ   

ଓଡଗାଁ,(ଶ୍ରୀକାନ୍ତ ମିଶ୍ର)  : ଆଜି ଅପରାହ୍ନ ୪ଟାବେଳେ ଓଡଗାଁ ସିନେମାହଲ ଛକ ଠାରେ ବଜ୍ରଘାତରେ ଏକ ନଡିଆଗଛ ଜଳିଗଲା । କାଳବୈଶାଖି ଯୋଗୁଁ ସ୍ଥାନୀୟ ଅଂଚଳରେ ବର୍ଷା ପବନ ଓ କରକା ପାତ ହେଉଥିବା ବେଳେ ବାରମ୍ବାର ଘଡଘଡି ବିଜୁଳି ମାରୁଥିଲା । ଏହି ସମୟରେ ସିନେମା ହଲ ଛକରେ ଥିବା ରାମପ୍ରସାଦ…

ରଙ୍ଗଣୀପାଟଣା ଗ୍ରାମରେ ୯କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

କଳସ ଯାତ୍ରାରେ ଭାଗନେଲେ ୫ଶହ ମହିଳା  ଓଡଗାଁ,(ଶ୍ରୀକାନ୍ତ ମିଶ୍ର)  : ଗାୟତ୍ରୀ ମନ୍ତ୍ର ଜପ ଓ ଯଜ୍ଞମୟ ଜିବନ ଯାପନ ଦ୍ୱାରା ମନୁଷ୍ୟର ଅନ୍ତଃ କରଣରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ  ଗାୟତ୍ରୀ ପରିବାର ଟ୍ରଷ୍ଟ ଓଡଗାଁ ତରଫରୁ ସ୍ଥାନୀୟ ରଙ୍ଗଣିପାଟଣା ଗ୍ରାମରେ ୯ କୁଣ୍ଡୀୟ…

କମେଂଟମରାକୁ କେନ୍ଦ୍ରକରି ୨ପରିବାର ମଧ୍ୟରେ ଗଣ୍ଡଗୋଳ, ୧ଗିରଫ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡଗାଁଥାନା ଗିରିଡିପଲ୍ଲୀ ଅନ୍ତର୍ଗତ ଡହଙ୍ଗି ଗ୍ରାମରେ କମେଂଟମରାକୁ କେନ୍ଦ୍ରକରି ୨ପରିବାର ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଓଡଗାଁ ଥାନାରେ ୨ଟି ମାମଲା ରୁଜୁ ହୋଇଛି । ଗୋଟିଏ ପକ୍ଷର ସତ୍ୟ ସୁନ୍ଦର ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ  କରିଥିଲା ବେଳେ…

ଫନି କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କୁ ମିଳିବ 10000 ଟଙ୍କା ଲେଖାଏଁ ସହାୟତା

ଭୁବନେଶ୍ୱର : ଫନି ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ୧୧ଟି ପୌରାଞ୍ଚଳରେ ଜୀବିକା ହରାଇଥିବା ୩୦ ହଜାର ଉଠା ଦୋକାନୀଙ୍କୁ ୧୦,୦୦୦/- ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

ଏକଜିଟ ପୋଲ ରିପୋର୍ଟ ସତ୍ତ୍ୱେ ବାଙ୍ଗିରିପୋଷି ଉପରେ ସମସ୍ତଙ୍କ ନଜର

କାକା-ପୁତୁରା ଲଢେ଼ଇରେ ହାରଜିତକୁ ନେଇ ଚାଲିଛି ଅଙ୍କକଷା ବାରିପଦା(୦୪/୦୪)-  ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା, କୁଳିଅଣା ଓ ବାଙ୍ଗିରିପୋଷି ବ୍ଲକକୁ ନେଇ ଗଠିତ ହୋଇଥିବା ଓଡ଼ିଶା ବିଧାନସଭାର ୨୯ ନମ୍ବର ବାଙ୍ଗ୍ରିପୋଷି(ସଂ) ବିଧାନସଭା କ୍ଷେତ୍ର ଉପରେ ରହିଛି ମୟୂରଭଞ୍ଜବାସୀଙ୍କ ନଜର । ଗତ…