Sign in
Sign in
Recover your password.
A password will be e-mailed to you.
ଜଗତସିଂହପୁର ଠାରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ଜଗତସିଂହପୁର:(ରମେଶ ମହାନ୍ତି)-ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଗୁରୁବାର ଦିନ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ସକାଳୁ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୁବକ୍ରିଡାବିତ୍ ମାନଙ୍କୁ ସ୍ପୋର୍ଟସ୍ କିଟ୍ ପ୍ରଦାନ କରିଥିଲେ । ସମସ୍ତ…
ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ଗୁରୁମଗୁଡା, ବ୍ୟାପୁଛି ଅସନ୍ତୋଷ
କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କଲେ ସ୍ମାରକ ପତ୍ର
ରାୟଗଡ(ସରୋଜ କୁମାର ସାହୁ) ଆଜି ରାୟଗଡ ପୌର ପାଳିକା କାର୍ଯ୍ୟାଳୟ ସମ୍ମୁଖରେ ରାୟଗଡ ୱାର୍ଡ ନଂ. ୧ ଅନ୍ତର୍ଗତ ଗୁରୁମଗୁଡା ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ୪ ଦଫା ସମ୍ବଳିତ ଏକ ଦାବୀ…
ଇସ୍ପାତ ଓ ଖଣି, ପୂର୍ତ ମନ୍ତ୍ରୀଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା
କେନ୍ଦୁଝର(ଶାସକ ପ୍ରଶାସକ) ଓଡିଶାର ଇସ୍ପାତ ଓ ଖଣି ଏବଂ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଚଳିତ ଅଗଷ୍ଟ ୨୯ ତାରିଖରେ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିଭାଗୀୟ କାର୍ଯ୍ୟାବଳୀ ସମୀକ୍ଷା କରୁଛନ୍ତି । ଅଗଷ୍ଟ ୨୯ ତାରିଖ ଗୁରୁବାର ପୂର୍ବାହ୍ନରେ ସର୍କିଟ ହାଉସ୍ଠାରେ…
ଉଠାଜଳସେଚନ ନିଗମ କାର୍ଯ୍ୟର ସମୀକ୍ଷା କଲେ ଜଳ ସମ୍ପଦ ମନ୍ତ୍ରୀ
କ୍ଲଷ୍ଟର ଡିପ୍ ବୋର ୱେଲ ଖନନ କାର୍ଯ୍ୟ ଶିଘ୍ର ଶେଷ କରିବା ଉପରେ ଗୁରୁତ୍ୱ ।
ଭୁବନେଶ୍ୱର :(shasak Prashasak) : ରାଜ୍ୟରେ କୃଷିର ଅବିବୃଦ୍ଧି ଓ କୃଷକମାନଙ୍କ ସାମାଜିକ ଅର୍ଥନୈତିକ ବିକାଶରେ ଉଠା ଜଳସେଚନ ବ୍ୟବସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଛି । କୃଷି ଓ କୃଷକକୁ ସହଯୋଗ…
O BALMA CROSSES 2 MILLION+ VIEWS IN 7 DAYS
30 August, 2019: Amara Muzik's recently released video song O Balma crossed a soaring 2 Million+ Views on YouTube within 7 days of its release. The video stars the internationally acclaimed dancer Harihar Dash opposite Lipsa Mishra and is…
ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରକାଶ ଜାଭଡେକରଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡିଶାକୁ ସର୍ବାଧିକ କାମ୍ପା ଫଣ୍ଡ ସହାୟତା ରାଶି ୫୯୩୩.୯୮ କୋଟି
ଏହି ଅର୍ଥରେ ରାଜ୍ୟରେ ଅଧିକ ଗଛ ଲଗାଯାଇ ସବୁଜବଳୟକୁ ବୃଦ୍ଧି କରାଯାଇପାରିବ
ନୂଆଦିଲ୍ଲୀ/ଭୁବନେଶ୍ୱର– ବନୀକରଣ ପାଇଁ କେନ୍ଦ୍ର ସରକାର କାମ୍ପା ଫଣ୍ଡରୁ ଓଡିଶାକୁ ସର୍ବାଧିକ ୫୯୩୩.୯୮ କୋଟି ଟଙ୍କା ଆର୍ଥିକ ସହୟତାକୁ…
ଋଷ ସରକାର ଓ କମ୍ପାନୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ମୋଦିଙ୍କ ସେପ୍ଟେମ୍ବର ପ୍ରଥମ ସପ୍ତାହର ଋଷ ଗସ୍ତ ପୂର୍ବରୁ ଋଷ ସହ ଭାରତର ବିଭିନ୍ନ ବ୍ୟବସାୟିକ ସମ୍ପର୍କର ସମୀକ୍ଷା
ଶିଳ୍ପ, ବାଣିଜ୍ୟ ତଥା ଆର୍ଥିକ ଗତିବିଧି ବୃଦ୍ଧି ଉପରେ ଉଭୟ ଦେଶର ପ୍ରତିନିଧିଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ/ଭୁବନେଶ୍ୱର, – ଦୁଇ ଦିନିଆ ଋଷ ଗସ୍ତରେ ଥିବା…
.ପୁଣି କୋନାବିରା ରେ ହାତୀପଲ
ହାତୀ ଆସିଲେ ବଢୁଛି ଚାଷୀଙ୍କ ଚିନ୍ତା
କୋମନା/ଭାଗିରଥି ଭୋଇ : ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ଅଂଚଳ ରେ ତୃତୀୟ ଥର ପୁଣି ହାତୀପଳ ଦେଖିବାକୁ ମିଲିଛି ।ଏଥର ହାତୀପଳରେ ୧୦ ରୁ ୧୨ଟି ହାତୀ ଅଛନ୍ତି । କୋନାବିରା ନଦୀ ମଝିରେ ଥିବା ଏକ ଢିପ ରେ ହାତୀମାନେ ରହିଥିବା ବେଲେ ହାତୀ…
ଗଜପତି : ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନର କ୍ରୀଡ଼ା ବିଭାଗ ପକ୍ଷରୁ ଓ ରାଜ୍ୟ କ୍ରୀଡ଼ା ଓ ଯୁବ-ସେବା ବିଭାଗ ଆନୁକୁଲ୍ୟରେ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଜିଲ୍ଲା ସ୍ତରୀୟ ଜନ୍ମବାର୍ଷିକୀ ଏବଂ …
ବିଦେଶରେ ଖ୍ରୀଷ୍ଟିଆନ ଧର୍ମୀ ଲୋକଙ୍କ ମଧ୍ୟରେ ହିନ୍ଦୁ ଧର୍ମର ବହୁ ଆଦର ରହିଛି : ଶଙ୍କରାନନ୍ଦ ଗିରି
ଆନ୍ତର୍ଜାତୀୟ ଧର୍ମ ଜାଗରଣ ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସେରଙ୍ଗ ଠାରେ ଆନ୍ତର୍ଜାତୀୟ ଧର୍ମ ଜାଗରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ଭାରତୀୟ ସନ୍ଥ ସମିତି ଅଧ୍ୟକ୍ଷ ତଥା ଆନ୍ତର୍ଜାତୀୟ କ୍ରିୟା ଯୋଗି ସ୍ୱାମୀ ଶଙ୍କରା ନନ୍ଦ…