ଜିଲ୍ଲାପାଳଙ୍କର ପ୍ରଥମ ପାଇକମାଲ ଗସ୍ତ

ମହାପ୍ରଭୁ ନୃସିଂହନାଥଙ୍କର ଦର୍ଶନ ପରେ ସମ୍ଭାଳିଲେ ଆୟୁର୍ବେଦ କଲେଜ ର ସଭାପତି ପଦ ବରଗଡ :- ଆଜି ବରଗଡ଼ ଜିଲ୍ଲା ର ଜିଲ୍ଲାପାଳ ଶ୍ରୀ ଜ୍ୟୋତିରଞ୍ଜନ ପ୍ରଧାନ ପାଇକମାଲ ଆସି ପ୍ରଥମେ ନୃସିଂହନାଥ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ । ଶ୍ରୀ ଶ୍ରୀ ନୃସିଂହନାଥ ପରିସରରେ ପଦ୍ମପୁର ନିର୍ବାଚନ…

ବିକାଶ ଲାଗି ଅର୍ଥର ଅଭାବ ରହିବ ନାହିଁ : ଡ଼ ଅରୁଣ 

ଓଡଗାଁରେ ସ୍ୱାୟତ ଶାସନ ଦିବସ ପାଳିତ ଓଡଗାଁ,(ଶ୍ରୀକାନ୍ତ ମିଶ୍ର)  : ସ୍ଥାନୀୟ  ଇନଣ୍ଡୋର ଷ୍ଟାଡିୟମ୍ ଠାରେ ବିଜ୍ଞାପିତ ଅଂଚଳ ଓଡଗାଁର ପକ୍ଷରୁ ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ସମାରୋହ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି । ଏହି ଅବସରରେ ପ୍ରାତଃକାଳରେ ରାମଧୁନ୍,…

ଛାତ୍ରୀଙ୍କ ଅକାଳ ବିୟୋଗ

ଓଡଗାଁ(ଶ୍ରୀକାନ୍ତ ମିଶ୍ର ) : ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଓଡଗାଁର ନବମ ଶ୍ରେଣୀର ଛାତ୍ରୀ ନିକିତା ସାମଲ ଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ଵାସ ରୋଗ ଯାଗୁଁ ଅସୁସ୍ଥ ନିକିତାର ସ୍ଥାନୀୟ ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଯାଉଥିଲା । ଗୁରୁତର…

ସିନାପାଲିରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ     

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ଥାନା ରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି ! ଆଜି ସିନାପାଲି ପୋଲିସ ର ସହାୟତା ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ପଲିଥିନ ମୁକ୍ତ କରିବା ସହିତ ପରିବେଶ ସୁରକ୍ଷା କରିବା ତଥା ପରିବେଶ ସନ୍ତୁଲନ ରଖିବା ପାଇଁ ଜଣେ…

ମତ୍ସସମ୍ପଦ ନିଗମ ଅଧ୍ୟକ୍ଷ ଅସୀତ ପଟ୍ଟନାୟକଙ୍କୁ  ଭଦ୍ରକ ବିଜେଡି ସମର୍ଥକଙ୍କ ଦ୍ବାରା ସ୍ଵାଗତ ।

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) ; ଭଦ୍ରକର ପୂର୍ବତନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁତ୍ର ତଥା ରାଜନୈତିକ ଦାବିଦାର ଭାବେ ବିଜେଡି ରାଜନୀତିରେ ସକ୍ରୀୟ ଥିବା ଅସୀତ ପଟ୍ଟନାୟକ (ବୁଲୁ) ନୂଆ ଦାୟିତ୍ବ ପାଇଲା ପରେ ଭଦ୍ରକ ଫେରିଛନ୍ତି ।  ଆଜି ଏକ ମୋଟର ସାଇକେଲ ରାଲିରେ ତାଙ୍କ ସମର୍ଥକଙ୍କ…

5 ରାଜ୍ୟରେ ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ : ୫ ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବରିଷ୍ଠ ବିଜେପି ନେତା ବି  ଦତ୍ତାତ୍ରୟଙ୍କୁ  ହିମାଚଳପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଲିଥୁବା ବେଳେ କଲରାଜ ମିଶ୍ରଙ୍କୁ  ରାଜସ୍ଥାନ ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିଛି  ।…

ଖୋଲିଲା ଓ୍ୱାନ୍ ଷ୍ଟପ୍ ସେଣ୍ଟର- “ସଖୀ’

ବଲାଙ୍ଗୀରରେ  ଉଦ୍ଘାଟନ କଲେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ  ନିର୍ଯାତିତା ମହିଳାଙ୍କୁ ସମନ୍ୱିତ ସହାୟତା ପ୍ରଦାନ ନିମନ୍ତେ ନିର୍ଭରଯୋଗ୍ୟ ମାଧ୍ୟମ ବଲାଙ୍ଗୀର (ଶାସକ ପ୍ରଶାସକ): ନିର୍ଯାତନାର ଶିକାର ହୋଇଥିବା ମହିଳା ଓ ବାଳିକାମାନଙ୍କୁ ଗୋଟିଏ ଛାତ ତଳେ ଶାରୀରିକ ଓ ମାନସିକ…

ଜଳ ବିଭାଜିକା ପ୍ରକଳ୍ପ ମାଧ୍ୟମରେ ଗଛିତ ପାଣିର ଉପଯୋଗ କରି ମିଳୁଛି ସୁଫଳ 

"ଭୂତଳ ଜଳସ୍ତର ହ୍ରାସ ପାଇବା ବଡ଼ ଉଦବେଗର ବିଷୟ" ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୂତଳ ଜଳସ୍ତର ଦିନକୁ ଦିନ କମିବାରେ ଲାଗିଛି ଯାହାକି  ଏବେ ତାହା ଏକ ବଡ଼ ଉଦବେଗର ବିଷୟ ପାଲଟିଛି । ଏହି ସମସ୍ୟାକୁ ଦୁର କରିବା ପାଈଁ କେନ୍ଦ୍ର-ସରକାରଙ୍କ ପକ୍ଷରୁ ଚଳିତ ବର୍ଷକୁ ଜଳ-ସଂରକ୍ଷଣ…

ଗଜପତି ଜିଲ୍ଲା ଆଇନ ସେବା ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହ ଠାରେ ଜିଲ୍ଲା ଆଇନ-ସେବା ପ୍ରାଧିକରଣ ପକ୍ଷରୁ  ଜିଲା ସ୍ତରୀୟ ପ୍ରତିଯୋଗିତା କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ।     ଏହି  କାର୍ୟ୍ଯକ୍ରମକୁ ପ୍ରାଧିକରଣର ଅଧ୍ୟକ୍ଷା ତଥା…

ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ର/ଛାତ୍ରୀଙ୍କୁ ପୋଷାକ ବଣ୍ଟନ 

   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ର/ଛାତ୍ରୀ ମାନଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ ପୋଷାକ  ଓ ଜୋତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…