Sign in
Sign in
Recover your password.
A password will be e-mailed to you.
ପ୍ରଶାସନ ଯେତେବେଳେ ଉଦାସୀନ, ସେଠି ଅରକ୍ଷିତଙ୍କୁ ଦଇବ ସାହା
ତାଳ ବରଡା ତଳେ ବିତୁଛି ଜୀବନ, ଫାଇଲ ଗଦା ଚାପରେ ଚେପା ଦବି ଯାଇଛି ଅରକ୍ଷିତଙ୍କ ଭାଗ୍ୟ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ
ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହାର ରହିବା ପାଇଁ ବାସଗୃହ ନାହିଁ ସେମାନଙ୍କ…
୧୪୪୦ ଜଣଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂହ ବାଣ୍ଟିଲେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ କାର୍ଯ୍ୟାଦେଶ
ସୋହେଲା(ଶାସକପ୍ରଶାସକ)-ସୋହେଲା ବ୍ଲକ ଅଫିସଠାରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ମୁଖ୍ୟ ଅତିଥିଭାବରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଯୋଗଦେଇ ଏହାକୁ ବଂଟନ କରିଥିଲେ । ସମ୍ମାନୀତ ଅତିଥିଭାବରେ ଜିଲା…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ମାତାଲ କର୍ମଚାରୀଙ୍କ ଉତ୍ପାତ
ନାଲି ପାଣି ପ୍ରଭାବରେ ଖାଲି ଶ୍ଳୋକ ଉଡିଲା, ଜିଲ୍ଲାପାଳ ଅଫିସ ହୁଲସ୍ତୁଲ
ଜିଲ୍ଲାପାଳ ଦେଲେ ଏତଲା, ଆଣିଲେ ଗୁରୁତର ଅଭିଯୋଗ
ଭୁବନେଶ୍ୱର-ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ବାରିପଦା କିଲଟରିରେ | ଦୁଇ ମାତାଲ କର୍ମଚାରୀଙ୍କ ଉତ୍ପାତିଆ କାନ୍ଦ କିଛି ସମୟ ପାଇଁ ଅସ୍ଵାଭାବିକ କରିଦେଇଥିଲା…
ସମାଜସେବୀ ଦୂର୍ଗା ପ୍ରସାଦ ନାଇକଙ୍କ ଦ୍ୱାରା ପୋଷାକ ବଣ୍ଟନ.
ଜୁନାଗଡ/ ଆଦିତ୍ୟ ମହାନ୍ତି :କଳାହାଣ୍ଡି ଜିଲ୍ଲା କଲମ ପୁର୍ ବ୍ଲକ ବଡ଼କୁଟୁରୁ ଅରବିନ୍ଦ୍ ପ୍ରାଥମିକ ବିଦ୍ୟାଳୟ ସପ୍ତପୁରୀ ଅମାବାସ୍ୟା ପାଳିତ ହୋଇ ଯାଇଛି। ଏହି ଅବସରରେ ବିଶିଷ୍ଟ ସମାଜସେବି ଦୂର୍ଗା ପ୍ରସାଦ ନାଇକ ଙ୍କ ଦ୍ଵରା ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ କରାଯାଇ ଥିବା…
ପ୍ରଦୀପ ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ଶାସନ ସଚିବ ପଦ ସହ ଏସଆରସି ଦାୟିତ୍ୱ
ସଂଜୀବ ଚୋପ୍ରାଙ୍କୁ ଗୃହ, ବିଷ୍ଣୁପଦଙ୍କୁ ଶକ୍ତି
ମୋନାଙ୍କୁ ଜଙ୍ଗଲ ପରିବେଶ, ଚିତ୍ରାଙ୍କୁ ସ୍କୁଲ ଗଣଶିକ୍ଷା
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପ୍ରଶାସନିକ ସ୍ତରରେ କରିଛନ୍ତି ଅଦଳବଦଳ । 9 ଜଣ ଆଇଏଏସ ଅଫିସରଙ୍କ ହୋଇଛି ପରିବର୍ତ୍ତନ । ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବରିଷ୍ଠ…
ଜଗତସିଂହପୁର ଏକ ସାହିତ୍ୟ କଳା ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଜିଲ୍ଲା :ମନ୍ତ୍ରୀ ଶ୍ରୀ ଜେନା
ଜଗତସିଂହପୁର:ସ୍ୱାୟତଶାସନ ଦିବସ ଉପଲକ୍ଷେ ବିଭିନ୍ନ କାର୍ଯ୍ୟର ଶୁଭ ଉଦଘାଟନ
ଜଗତସିଂହପୁର:(ରମେଶ ମହାନ୍ତି)-:ଜଗତସିଂହପୁର ପୈାର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ -୨୦୧୯ ପାଳନ ଅବସରରେ ସ୍ଥାନୀୟ ଟାଉନହଲ ଠାରେ ପୌରାଞ୍ଚଳର ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ,ବିଧବା ଭତ୍ତା ଓ…
ମୁକେଶ ଅଗ୍ରୱାଲ ଜୁନାଗଡ ବ୍ଲକପାଇଁ ସାଂସଦଙ୍କ ପ୍ରତିନିଧି ମନୋନୀତ
ଜୁନାଗଡ଼/ ଆଦିତ୍ୟ ମହାନ୍ତି : କଲାହାଣ୍ଡି ଲୋକ ସଭା ସଂସାଦ ବସନ୍ତ କୁମାର ପଣ୍ଡା ଜୁନାଗଡ ବ୍ଲକ ପ୍ରତିନିଧି ଭାବେ ଭାଜପାର ଯୁବ ନେତା ମୁକେଶ ଅଗ୍ରୱାଲଙ୍କୁ ମନୋନୀତ କରିଛନ୍ତି | ଏହି ଅବସରରେ ଜୁନାଗଡ ବ୍ଲକ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ୍ କରାଯାଇଥିଲା |
କୋର ଏରିଆ ଓ ହାତୀ କୋରିଡର ହେବା ରାସ୍ତା ସଂପ୍ରସାରଣରେ ସାଜିଛି ବାଧକ : ଘଟୁଛି ଦୁର୍ଘଟଣା
ବାଙ୍ଗିରିପୋଷି ଦୁଆରଶୁଣୀ ଘାଟୀ ରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା : ଜଣେ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତକାଲି ବିଳମ୍ବିତ ରାତ୍ରି ରେ ବାଙ୍ଗିରିପୋଷି ଥାନା ଅନତି ଦୂରରେ ଥିବା ଦୁଆରଶୁଣୀ ଘାଟୀ ରେ ମର୍ମନ୍ତୁକ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…
ମଦ ଦୋକାନ ନ ଖୋଲିବା ପାଇଁ ୧୮ ନଂ ୱାର୍ଡବାସୀଙ୍କ ତୀବ୍ର ବିରୋଧ
ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଲଟେରୀ ଉଠାଣ ବନ୍ଦ କଲେ ଜିଲ୍ଲାପାଳ
ରାୟଗଡା (ସରୋଜ କୁମାର ସାହୁ) – ରାୟଗଡା ସହର ସ୍ଥିତ ୧୮ ନଂ ୱାର୍ଡରେ ଏକ ବିଦେଶୀ ଠିପି ମଦ ଦୋକାନ ଖୋଲିବା ନିମନ୍ତେ ବି ଜ୍ଞପ୍ତି ପ୍ରକାଶ ପାଇଥିଲା । ଆଜି ପୂର୍ବାହ୍ନ ୧୦ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ…
ଅଭିଯୋଗକାରୀ ଏଥର ବିନା ଆଶଙ୍କାରେ ଯିବେ ଥାନା, ପୋଲିସ ବାବୁଙ୍କୁ ଅଭଦ୍ର ଆଚରଣ ଦେଖାଇବା ମନା
ଭୁବନେଶ୍ୱର : ଥାନାକୁ ଅଭିଯୋଗ କରିବାକୁ ଯାଉଛନ୍ତି କି !!! ନିଃସଂକୋଚରେ ଯାନ୍ତୁ | ଆଉ ଆଗଭଳି ପୋଲିସ ହୁମିଲିଏସନ ବା ପୋଲିସ ଅଭାଦ୍ରାମୀ ଆଚରଣ( ଯାହା ପ୍ରାୟତଃ ଜାଗାରେ ଦେଖିବାକୁ ମିଳେ) ଆଉ ଆପଣଙ୍କୁ ସାହୁକୁ କରିବାକୁ ପଡ଼ିବନି | ଏଥର ପୁରା ପିପୁଲସ ପୋଲିସ | ମାନେ ପୋଲିସ ଲୋକଙ୍କର, ତେଣୁ…