Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ପୋଷ୍ଟମର୍ଟମ : ମୟୂରଭଞ୍ଜ ଜିଲ୍ଲାରେ ପରିବର୍ତ୍ତନ ସପକ୍ଷରେ ଜନମତ
ମୟୂରଭଞ୍ଜ ଲୋକସଭା ବିଜେଡ଼ି ହାତରୁ ଖସିଲା-ବିଜେଡ଼ି ଦଖଲରେ ଥିବା ଜିଲ୍ଲାର ୯ ବିଧାନସଭା ଆସନରୁ ୬ ବିଜେପି ଛଡ଼ାଇ ନେଲା-ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୮% ମଧ୍ୟରେ ଓ ଜେଏମଏମ ୨୩% ସିମୀତବିଜେଡ଼ିର ରାଜ୍ୟସଭା ସାଂସଦ ଓ ପୂର୍ବତନ ବିଧାୟକ ପରାସ୍ତସ୍ୱାଧୀନ ବିଧାୟକ ପ୍ରାର୍ଥୀ…
ପିଆରଏମ ସରକାରୀ ମେଡ଼ିକାଲ କଲେଜ : ପୁଣି ଚିକିତ୍ସାରେ ଅବହେଳାରୁ ନାବାଳିକାର ମୃତ୍ୟୁ ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାରରେ ପୁଣି ଥରେ ଚିକିତ୍ସାରେ ଅବହେଳା କାରଣରୁ ନାବାଳିକାର ମୃତ୍ ହୋଇଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ହସପିଟାଲ ପରିସରରେ ଆଜି ଉତ୍ତେଜନା ଦେଖା ଦେଇଥିଲା । ମୃତ ନାବାଳିକାର ପରିବାର…
ଯୁବତୀକୁ ଅପହରଣ ପରେ ହତ୍ୟା, ଅଭିଯୁକ୍ତ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସଦର ଥାନା ଅଧୀନ ତଥା ବାରିପଦା – ଚିତ୍ରଡ଼ା ରାସ୍ତା ପାଶ୍ୱର୍ରେ ଥିବା ଗୁଞ୍ଜୁସାହି ସଂରକ୍ଷିତ ଜଙ୍ଗଲ ପରିସରରୁ ସଦର ଥାନା ପୁଲିସ ଗତ ମାର୍ଚ୍ଚ ୨ରେ ଏକ ଯୁବତୀର ଉଦ୍ଧାର କରିବା ପରେ ଥାନାରେ ୧୫/୦୨.୦୩.୨୦୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ ।…
ଚାଷ ଜମିରେ ଓଲଟିଲା ଟ୍ରାକ୍ଟର, ଘଟଣା ସ୍ଥଳରେ ଡ୍ରାଇଭର ମୃତ୍ ;”
ଧର୍ମଗଡ ର ସୁଶାନ୍ତ ରାଉତୁ଼ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧିନସ୍ତ ଘଣ୍ଟିଗୁଡା ଠାରେ ଅଘଟଣ । ଚାଷ ଜମିରେ ନଙ୍ଗଳ କାମ କରୁଥିବା ବେଲେ ଟ୍ରାକ୍ଟର ଓଲଟି ଚାପିହୋଇ ଡ୍ରାଇଭର ମୃତ୍ । ମୃତ ବ୍ୟକ୍ତି ଜଣକ ହେଲେ ଡୁଡୁକାଠେଙ୍ଗା ପଂଚାୟତ ଅନ୍ତର୍ଗତ ଦର୍ଲିପଡା ଗ୍ରାମର ଜଗବନ୍ଧୁ ଧ. ମାଝୀଙ୍କ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଏକ ମୃତ 2 ଗୁରୁତର
ପାଇକମାଲ :- ଗତକାଲି ଦିପହର ପ୍ରାୟ 2 ଘଣ୍ଟା ସମୟରେ ପାଇକମାଲ ପଦ୍ମପୁର ମୁଖ୍ୟ ରାସ୍ତାର ତାରିଣୀ ମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ର ମୃତ୍ୟୁ ହେଇଯାଇଥିବା ବେଳେ 2 ଜଣ ଗୁରୁତର ଆହତ ହେଇଛନ୍ତି । ପାଇକମାଲ ପୋଲିସ ଦେଇଥିବା ସୁଚନା ମୁତାବକ ପାଇକମାଲ ନିକଟସ୍ଥ…
ପାଣିରେ ବୁଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ପୁତୁରାଙ୍କ ମୃତ୍ୟୁ
ନୂଆପଡା. (Amit Purohit); ସଦର ବ୍ଲକ ଅନ୍ତର୍ଗତ ସାହିପଲା ଡେମରେ ସାଙ୍ଗ ମାନଙ୍କ ସହିତ ଗାଧେଇବାକୁ ଯାଇଥିବା ସମୟରେ ପାଣିରେ ବୁଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ପୁତୁରା ପ୍ରତ୍ୟୁଷ ମାଝୀ (୧୮) ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ପ୍ରତୁ୍ୟଷ ସକାଳ ୧୦ ଟା ସମୟରେ ତାଙ୍କର ୨ ଜଣ ସାଙ୍ଗ…
ଅନ୍ଧ ବିଶ୍ୱାସର କରୁୁଣ ପରିଣତି:ପୁତୁରାକୁ ମାରି କ୍ଷେତରେ ବଳି ଦେଲା ବଡ ବାପା
କୋମନା- ନୂଆପଡା ଜିଲା କୋମନା ବ୍ଲକ ଜଡାମୁଣ୍ଡା ଗ୍ରାମରେ ଘଟିଛି ଏକ ଅମାନୁଷିକ ହତ୍ୟାକାଣ୍ଡ । ନିଜର ବଡବାପା ଅନ୍ଧ ବିଶ୍ୱାସ ର ଆଡରେ ହତ୍ୟା କରିଛି ପୁତୁରାକୁ । ସୂଚନା ଅନୁସାରେ ଆଜି ସକାଳେ ଜଡାମୁଣ୍ଡା ଗ୍ରାମର ସଗନ ମାଝୀ ଙ୍କ ପୁଅ ଧନସିଂ ମାଝୀ (୧୧) ବଡ ଭାଇ ପାଇଁ କ୍ଷେତ କୁ ଖାଇବା ଆଣି…
କାମ ଛୋଟିଆ, ହେଲେ ଅନେକଙ୍କୁ ରକ୍ତ ଦାନ ପାଇଁ ପ୍ରେରଣା ଯୋଗାଇଲେ ଐଶ୍ୱର୍ଯ୍ୟl
ଭୁବନେଶ୍ୱର :-ଗତ ୩୧ ତାରିଖ ଦିନ ଜଣେ ଗରିବଲୋକ ତାଙ୍କ ସ୍ତ୍ରୀଙ୍କୁ ନୂଆପଡ଼ା ଡାକ୍ତରଖାନାରେ ପ୍ରସଵପାଇଁ ଭର୍ତ୍ତି କରିଥିଲେ । ମହିଳା ଜଣକ ପୂର୍ବରୁ ଯକ୍ଷ୍ମା ରୋଗୀ । ପ୍ରସବ ସମୟରେ ତାଙ୍କର ଶରୀରରେ ରକ୍ତର ଅଭାବ ଦେଖାଦେବାରୁ ଡାକ୍ତର ତୁରନ୍ତ ରକ୍ତ ଦେବାପାଇଁ ପରାମର୍ଶ ଦେଇଥିଲେ । ରକ୍ତ…
ଦୁଇଜଣ ଓଡ଼ିଆଙ୍କୁ କେନ୍ଦ୍ରରେ ମନ୍ତ୍ରୀ କରିଥିବା ଯୋଗୁ ପ୍ରଧାନମନ୍ତ୍ରୀ ଓ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଲେ…
ଦୁଇ ମନ୍ତ୍ରୀ ନେଲେ କାଳିଆର ଆଶୀର୍ବାଦ,ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଇଲେ
ଭୁବନେଶ୍ୱର/ ପୁରୀ : ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ସହ ଇସ୍ପାତ ଭଳି ଗୁରୁତ୍ୱପୂର୍ଣ ମନ୍ତ୍ରଣାଳୟ ପାଇବା ପରେ କାଳିଆର…
କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ବେଳେ ଗୁଣ୍ଡାରାଜ : ଜଗା ପ୍ରଧାନଙ୍କ ନାମରେ ଥାନାରେ ଏତଲା
ଭୁବନେଶ୍ୱର (ଏସ ପି ବ୍ୟୁରୋ) : ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସମସ୍ତେ ଖୁସିରେ ଅପେକ୍ଷା କରିଥିଲେ | ମନ୍ତ୍ରୀ ଦ୍ବୟ ଆସିଲେ, ହଜାର ହଜାର ସଂଖ୍ୟାରେ କର୍ମୀ ଓ ନେତା ସ୍ୱାଗତ ଜଣାଇଥିଲେ କେନ୍ଦ୍ର ମଂତ୍ରୀମଣ୍ଡଳରେ ଲଗାତାର ମାନ୍ତ୍ରୀ ହୋଇ ଗୁରୁତ୍ୱପୁର୍ଣ ମନ୍ତ୍ରାଳୟ…