ମହାନଦୀ ଓ ଗୋଦାବରୀ ନଦୀର ପୁନଃରୁଦ୍ଧାର ଉଦ୍ଦେଶ୍ୟରେ ପ୍ରସ୍ତୁତ ହେଉଛି ଡିପିଆର୍

ଭୁବନେଶ୍ୱର:ମହାନଦୀ ଓ ଗୋଦାବରୀ ନଦୀର ପୁନରୁଦ୍ଧାର ଉଦ୍ଦେଶ୍ୟରେ ଜଙ୍ଗଲବିଭାଗ ମାଧ୍ୟମରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତି ପାଇଁ ପ୍ରାଥମିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିାଆବହମାନ କାଳରୁ ନଦୀଗୁଡ଼ିକ ଜଳଚକ୍ରରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସିଛନ୍ତିା ସମତଳ…

କାର୍ଯ୍ୟରତ ବିଦ୍ୟୁୁତ୍ କର୍ମଚାରୀଙ୍କୁ ମାଡ , ଥାନାରେ ମାମଲା

ସଂଘ ପକ୍ଷରୁ ଦୃଢ଼ କାର୍ଯାନୁଷ୍ଠାନ , ନଚେତ  କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ବାରିପଦା(ଦିଲ୍ଲୀପ ମହାନ୍ତି):  ଗତ ଜୁନ ୪ ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ କପ୍ତିପଦା ଥାନା ଅନ୍ତର୍ଗତ ବାଲେଶ୍ୱର ଗୋଲେଇସ୍ଥିତ ବିଦ୍ୟୁତ ଷ୍ଟ୍ରକଚରରେ ବିଦ୍ୟୁତ ବିଭାଗର କର୍ମଚାରୀ ମାନସ କୁମାର ଜେନା ଓ…

ନିଜ ବାଡ଼ି ପଟେ କାମ କରୁଥିଲେ , ସ୍ୱାମୀ ଓ ସ୍ତ୍ରୀଙ୍କୁ ରାମ୍ପିଦେଲା ଭାଲୁ

ନୂଆପଡା.(ଅମିତ ପୁରୋହିତ )କିଛିଦିନ ତଳେ ଥିଲା ବାଘର ଆତଙ୍କ । ୪ ବର୍ଷ ର ଶିଶୁ କୁ ମା କୋଳରୁ ଟାଣି ନେଇଥିଲା ବାଘ । ସନ୍ଧ୍ୟା ହେଲେ ହଳଦି ଗ୍ରାମରେ ପଡି ଯାଉଥିଲା ତାଟି କବାଟ ଲୋକେ ବାଘ ଭୟରେ ଘରୁ ବାହାରକୁ ବାହାରୁ ନ ଥିଲେ । ଜଙ୍ଗଲ ବିଭାଗ ତରଫରୁ ବାଘକୁ କାବୁ କରିବା ପରେ ଗାଁ ଲୋକେ ତିକେ…

ଆନ୍ତର୍ଜାତୀୟ ମହିଳା ସମ୍ମିଳନୀରେ ନୂଆପଡ଼ାର ଝିଅ

କାନାଡାରୁ ବିଶ୍ୱକୁ ସମ୍ବୋଧିତ କଲେ ସାଲିନୀଦେଲେ ବାଲ୍ୟ ବିବାହ ଉପରେ ସଚେତନତାର ବାର୍ତ୍ତା ନୂଆପଡ଼ା,(Amit Purohit): ଗୁଣ, ଦକ୍ଷତ ଥିଲେ ବିଶ୍ୱ ବିଜୟୀ ହେବାକୁ କେହି ରୋକି ପାରିବେ ନାହିଁ । ପଙ୍କରୁ ପଦ୍ମ ଫୁଟିବା ଭଳି ସଦର ବ୍ଲକ ବୁଢିପାଲି ପଞ୍ଚାୟତ ଜେଂଜରା ଭଳି ଗାଉଁଳି ଗାଁର ଚାଷୀ…

ଗାଡି ଜଳିଗଲା ,,,,,,,

 ଚଳନ୍ତା ଗାଡିରେ ନିଆଁ : ଅଳ୍ପକେ ବର୍ତିଲେ ଚାଳକ ଓଡ଼ଗାଁ : ଓଡଗାଁ ଆଦର୍ଶ ଥାନା ସାମ୍ନାରେ ଏକ ଚଳନ୍ତା ଗାଡିରେ ନିଆଁ ଲାଗିଯାଇଥିବା ବେଳେ ମରଣ ମୁହଁରୁ ଅଳ୍ପକେ ବର୍ତିଯାଇଛି ଚାଳକ । ଘଟଣାରୁ ପ୍ରକାଶ କୋମଣ୍ଡରୁ ଆସୁଥିବା ଓଆର ୦୨ଏକ୭୧୮୧ ମାରୁତି ଭ୍ୟାନ୍ସ ଓଡଗାଁ ଅତିକ୍ରମ କରୁଥିବା ସମୟରେ…

ଜଗତସିଂହପୁର ବିଜେଡିର ବିଜୟ ସମାବେଶ: ନବନିର୍ବାଚିତ ବିଧାୟକ ଓ ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା

 ଜଗତସିଂହପୁର(ରମେଶ ମହାନ୍ତି)-ଜଗତସିଂହପୁର ବ୍ଲକ ଓ ପୌରାଞ୍ଚଳ ପକ୍ଷରୁ ଜଗତସିଂହପୁର ବଜାର ସ୍ଥିତ ସାରଦା ମଣ୍ଡପ ଠାରେ ଅନୁଷ୍ଠିତ ବିଜୟ ସମାବେଶରେ ନବନିର୍ବାଚିତ ଦୁଇ ବିଧାୟକ ଓ ମନ୍ତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ନବନିର୍ବାଚିତ ଦୁଇ ବିଧାୟକ ଓ ମନ୍ତ୍ରୀ ପ୍ରଥମେ…

ବସ୍ ମାଡିଗଲା ଯୁବକଙ୍କ ଉପରେ: ଘଟଣା ସ୍ଥଳରେ ମୃତ୍ୟୁ

ଜଗତସିଂହପୁର(ରମେଶ ମହାନ୍ତି)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ ସ୍ଥିତ କଟକ-ପାରାଦ୍ବୀପ ରାସ୍ତାର ତେରେତାଙ୍ଗ ହମ୍ପସ୍ ନିକଟରେ ନିଜ ବାମ ପଟରେ ଚାଲିକରି ଯାଉଥିବା ଏକ ଯୁବକଙ୍କ ଉପରେ ପଛପଟୁ ଆସୁଥିବା ଏକ ବସ୍ ମାଡିଯିବାରୁ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା…

ବାଲିକୁଦାରେ ନବନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ସମାବେଶ

ଜଗତସିଂହପୁର(ରମେଶ ମହାନ୍ତି)-ଏରସମା-ବାଲିକୁଦା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ବିଧାୟକ ଭାବେ  ନିର୍ବାଚିତ ହୋଇଥିବା ଲୋକପ୍ରିୟ ରଘୁନନ୍ଦନ ଦାଶଂକୁ ଜନନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଜଳସମ୍ପଦ ଓ ସୂଚନା ଓ ଲୋକସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତି ଦେବା …

ପୋଖରୀ ତୁଠରେ ଦୁଇ ଯା ମଧ୍ୟରେ ଗଣ୍ଡଗୋଳ, ଜଣେ ଗୁରୁତର

 ଓଡଗାଁ, /ଶ୍ରୀକାନ୍ତ ମିଶ୍ର : ଓଡଗାଁ ଥାନା ମଦନପୁର ନିକଟସ୍ଥ କଇଥପଲ୍ଲୀ ଗାଁରେ ୨ଯା ଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଗୁରୁତର । ଦୁତୀକୃଷ୍ଣ ବେହେରାଙ୍କ ସ୍ତ୍ରୀ ଲକ୍ଷ୍ମୀ ବେହେରା ଗୁରୁତର ଅବସ୍ଥାରେ କଟକରେ  ଚିକିତ୍ସାଧିନ ଥିବାର ଜଣାଯାଇଛିା । ଚିକିତ୍ସା  ପକ୍ରୀୟା ଆରମ୍ଭ ହେବା ପରେ…

ଫ୍ରେମ ଅଫ ଦି ଉଇକ : ସିଙ୍ଗଲ ଫ୍ରେମରେ ଧର୍ମେନ୍ଦ୍ର -ତଥାଗତ

ଓଡିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଜୟନ୍ତୀରେ ପ୍ରତିମୂର୍ତିରେ ମାଲ୍ୟାର୍ପଣନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ ନୂଆପିଢି ପାଇଁ ପ୍ରେରଣା - ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର,(ଏସପି ବ୍ୟୁରୋ)– ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ…