Sign in
Sign in
Recover your password.
A password will be e-mailed to you.
ଜୟ କୋସଲ କୃଷକ ସଙ୍ଗଠନର ଆନ୍ଦୋଲନ ଜାରି
ବେଳପଡା / ବନମାଳୀ ନାୟକ) : ବେଲପଡ଼ା ବ୍ଲକ ର ୮ ଟି ପଞ୍ଚାୟତ ର ପାଖାପାଖି ୧୦ ହଜାର୍ ଚାଷୀଙ୍କୁ ନ୍ୟାୟ ଦବା ପାଇଁ ଅଣ୍ଟା ଭିଡ଼ି ବାହାରି ପଡ଼ିଛି ଜୟ କୋସଲ କୃଷକ ସଙ୍ଗଠନ | ଏଥିପାଇଁ ସଙ୍ଗଠନ ତରଫରୁ ଜୋରସୋର୍ ଉଦ୍ୟମ ଆରମ୍ଭ ହୋଇଛି | ସୁଚନା ଥାଉକି ବେଲପଡ଼ା ବ୍ଲକ ର ୮ ଟି ପଞ୍ଚାୟତ…
ପବିତ୍ର ବିଶ୍ୱକର୍ମା ପୂଜାରେ ବସ୍ତ୍ର ବଣ୍ଟନ
ବରଗଡ :- ପାଇକମାଲ ର ବିଭିନ୍ନ ସ୍ଥାନରେ ଆଜି ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଇଯାଇଛି । ମୁଖ୍ୟତ ଛୋଟ ଛୋଟ ମିଲ ବିଦୂତ ବିଭାଗର ଗ୍ରୀଡ଼ ଆଦି ସ୍ଥାନରେ ରୀତି ନୀତି ଅନୁସାରେ ପୂଜାକାର୍ୟ୍ଯ ସମାପନ ହେବା ସହିତ ପ୍ରସାଦ ବଣ୍ଟନ କରାଯାଇଥିଲା । ପାଇକମାଲ ର ସୁପର କ୍ଲାସ ଠିକାଦାର ଶ୍ରୀ ପ୍ରଶାନ୍ତ…
ସୁ-୩୦ଏମକେଆଇରୁ ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ଭୁବନେଶ୍ୱର : ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା । ଆକାଶମାର୍ଗରେ ଏହା ସଫଳତାର ସହ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିବା ସହ ଆକାଶରୁ…
ତାଳଚେର ସାର କାରଖାନା କାମ ତ୍ୱରାନ୍ୱିତ କରିବା ପାଇଁ ଚୁକ୍ତି ସ୍ୱାକ୍ଷର ସମାରୋହ
ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିବ ଏହି ପ୍ରକଳ୍ପ - ଧର୍ମେନ୍ଦ୍ର ପ୍ରଧାନ
ଚୀନର ଏମଏସ ଉହାନ ଇଞ୍ଜିନିୟରିଂ କର୍ପୋରେସନ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ
ପ୍ରକଳ୍ପରେ ୧୩ ହଜାର ୨୭୭ କୋଟି ଟଙ୍କା ନିବେଶ , ଉତ୍ପାଦନ କ୍ଷମତା ୧.୨୭ ଏମଏମଟିପିଏ
ନୂଆଦିଲ୍ଲୀ/ଭୁବନେଶ୍ୱର – ତାଳଚେର…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ତରଫରୁ ଫଳ ବଣ୍ଟନ ।
ପଦ୍ମପୁର/ଶାସକପ୍ରଶାସକ- ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ୬୯ତମ ଜନ୍ମଦିନ । ମାନ୍ୟବର ମୋଦିଜୀ ଜନ୍ମଦିନ ସମଗ୍ର ଭାରତ ବର୍ଷରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ…
କାଳିଆ ହୋଇଛି ବାଟବଣା
କିଛି ଲୋକ ସିନା ମାଗଣା ଖିଆ, ଅଧିକାରୀ-କର୍ମଚାରୀ କଣ କଣା !!!!!
ଭୁବନେଶ୍ୱର (): ସରକାର ନିର୍ବାଚନ ପୂର୍ବରୁ ଗରିବ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତିକରଣ ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦେଶ୍ୟ ନେଇ ଆରମ୍ଭ କରିଥିଲେ କାଳିଆ ଯୋଜନା | ଆଉ ଗୋଟିଏ ପରିବାରରୁ…
ଜୀବନ କଣ ଜାଣିନି, ଯନ୍ତ୍ରଣା ଭୋଗୁଛି କୁନି ଝିଅଟି : ଇଏ କି ଘୃଣ୍ୟ ପ୍ରବୃତ୍ତି
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଗୌରଜୁରୀ ଗ୍ରାମରେ ଘଟି ଯାଇଛି ଏକ ଜଘନ୍ୟ ଦୁଷ୍କର୍ମ । ଜଣେ ୧୪ ବର୍ଷର ନାବାଳକ ନିଜର ଘର ସାମନାରେ ଖେଳୁଥିବା ଗୋଟେ ୯ ବର୍ଷର ଝିଅକୁ ବାରିପଟକୁ ଡାକି ନେଇ ଝିଅଟି ସହିତ ଦୁଷ୍କର୍ମ କରିଥିଲା । ଝିଅଟି କୋଣସି ମତେ ସେଠାରୁ ସେ ରହୁଥିବା ତାର…
ରାଷ୍ଟ୍ରୀୟ ମହିଳା କମିଶନ ସଦସ୍ୟାଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଭାରତ ସରକାରଙ୍କ ମହିଳା ବିକାଶ ବିଭାଗ ଅଧିନସ୍ଥ ରାଷ୍ଟ୍ରୀୟ ମହିଳା କମିଶନ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଜିଲ୍ଲାର ମହିଳା ବିକାଶ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନ ଓ…
ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ
-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଅନୁପମ ଶାହା ଏହି ଜନ-ଅଭିଯୋଗ ଶୁଣାଣୀ…
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ ଅବସରରେ ଭାଜପା ତରଫରୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ
ନୂଆପଡା(ଅମିତ ପୁରୋହିତ) ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳନ ଅବସରରେ ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ବିଭିନ୍ନ ଜାଗାରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଆଜି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରୋଗୀ ତଥା କର୍ମଚାରୀ ଓ ମାନସିକ ଅନଗ୍ରସର…