ଅଭିରାମଙ୍କ ମୁହଁରେ ଫୁଟିଲା ହସ : ପାଇଲେ ଭତ୍ତା, ଖୁବ ଶୀଘ୍ର ମିଳିବ ଆବାସ 

 ତୁରେକେଲା/ ସୁରେନ୍ଦ୍ର ତାଣ୍ଡି : ଆଜି ଅଭିରାମଙ୍କ ମୁହଁରେ ଆନନ୍ଦର ଛାପ | ମିଳିଛି କିଛିଟା ଆଶ୍ବସ୍ତି | ଆଜି ଏତେଦିନ ପରେ ଭତ୍ତା ମିଳିଲା, ଆଉ ମିଳିଛି ଘର ଖଣ୍ଡେ ମିଳିବାର ପ୍ରତିଶ୍ରୁତି | ପ୍ରଶାସନ ଆଉ ହିତାଧିକାରୀଙ୍କ ଭିତରେ ସେତୁ ହେବାର ଉଦ୍ୟମ ମାରିଥିଲା  "ଶାସକ ପ୍ରଶାସକ" |…

ପାରଳାଖେମୁଣ୍ଡିରେ ବିଶ୍ବ ପର୍ଯ୍ୟଟନ ଦିବସ  ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି  ଠାରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ  ଜିଲ୍ଲା ସ୍ତରୀୟ  ବିଶ୍ବ ପର୍ଯ୍ୟଟନ ଦିବସ ପାଳିତ ହୋଇ ଯାଇଛି ।ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଅନୁପମ ଶାହା ସବୁଜ ପତାକା ଦେଖାଇ…

“ସାମିୟାନା ମେଳା ଅଭିଯାନ”  ଅକ୍ଟୋବର ୪ ତାରିଖରେ

ପାରଳାଖେମୁଣ୍ଡି /ବାଳକୃଷ୍ଣ  ପାଣିଗ୍ରାହୀ :  ଆସନ୍ତା  ଅକ୍ଟୋବର ମାସ ୪ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ (ଆନ୍ଧ୍ର-ବ୍ୟାଙ୍କ) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ "ସାମିୟାନା ମେଳା ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଏଥିପାଇଁ …

ନୂଆଁଖାଇ ଭେଟଘାଟ ଓ ବିଶାଳ ମହିଳା ସମାବେଶ

ବରଗଡ :- ଆଜି ବରଗଡ଼ ଜିଲ୍ଲା ବିଜେପୁର ଠାରେ ମହିଳାମାନଙ୍କର ନୂଆଖାଇ ଭେଟଘାଟ ଓ ଏକ ବିରାଟ ସମାବେଶ ଆୟୋଜନ କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ,ହସ୍ତତନ୍ତ ଓ ବୟନ ମନ୍ତ୍ରୀ ପଦ୍ମିନୀ ଦିଆନ,…

ଜିଲ୍ଲା ସ୍ତରୀୟ ପରାମର୍ଶ  ଏନଆରଏଲଏମ ଓ ରୄଣଜମା ଅନୁପାତ କମିଟି ବୈଠକ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ରବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ବ୍ୟାଙ୍କ ସମୂହ ମାନଙ୍କ ଜିଲ୍ଲା ସ୍ତରୀୟ ପରାମର୍ଶ ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ  କମିଟି  ସମେତ ରୄଣଜମା ଅନୁପାତ ସମ୍ପର୍କିତ ସ୍ବତନ୍ତ୍ର…

୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର  ଶାଳ କାଠ ଜବତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଦେବଗିରି ଫରେଷ୍ଟ ରେଞ୍ଜ ପକ୍ଷରୁ ଗତକାଲି ଅପରାହ୍ନରେ  ଗୁମ୍ମା-ଗାଇବା ରାସ୍ତାରେ  ଚୋରା-ଚାଲାଣ ହେଉଥିବା ଏକ ଶାଳ କାଠ ବୋଝେଇ ମେକ୍ସ-ପିକ୍ପ  ଜବତ କରିବା ସହ  ଏ ସଂକ୍ରାନ୍ତରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରି  କୋର୍ଟ…

ବୁଲିଲା ବବିଙ୍କ ଅଦୃଶ୍ୟ ଖଣ୍ଡା !!

  ଦଳବିରୋଧୀ କାମ ଅଭିଯୋଗରେ  ସମ୍ପାଦକ ନିଲମ୍ବିତ  ଭୁବନେଶ୍ୱର : ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ମୟୁରଭଞ୍ଜ ଜିଲ୍ଲା ବିଜୁ ଜନତା ଦଳର ସମ୍ପାଦକ ସୁଜିତ ମହାନ୍ତି ନିଲମ୍ବିତ ହୋଇଛନ୍ତି | ଶ୍ରୀ ମହାନ୍ତିଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଥିବା ଦଳର ସାଧାରଣ…

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ “ସ୍ୱଚ୍ଛ ଭାରତ ମିଶନ” କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :    ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲା ଶିକ୍ଷାରେ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ "ସ୍ୱଚ୍ଛ ଭାରତ ମିଶନ" ଓ ସ୍ୱଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।…

ଜାମ୍ମୁ-କାଶ୍ମିର ଓ ଲଦାଖର ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ – ଧର୍ମେନ୍ଦ୍ର

ରାଜସ୍ଥାନରେ ବିଜେପିର ଜନଜାଗରଣ ସଭାରେ କେନ୍ଦ୍ରମନ୍ତ୍ରୀ ରାଜସ୍ଥାନ/ଭୁବନେଶ୍ୱର – ଜାମ୍ମୁ-କାଶ୍ମିର ଓ ଲଦାଖର ବିକାଶ ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି ଗୁରୁବାର ଜାମ୍ମୁ କାଶ୍ମିରରୁ ଧାରା ୩୭୦ ଓ ୩୫(କ) ଉଚ୍ଛେଦ ହେବା ପରିପ୍ରେକ୍ଷୀରେ ରାଜସ୍ଥାନର ଭରତପୁର ଠାରେ ଆୟୋଜିତ ବିଜେପିର…

ବିଜେପୁର ଆସନ : ଆଶା ବି ଛାଡି ନାହାନ୍ତି ପ୍ରସନ୍ନ  !

ବରଗଡ :- ଆସନ୍ତା ଅକ୍ଟୋବର 21 ରେ ବିଜେପୁର ରେ ହେବ  ଉପନିର୍ବାଚନ ମହାସଂଗ୍ରାମ । ଏଥିପାଇଁ ପ୍ରସ୍ତୁତି ର ଶେଷ ପର୍ଯ୍ୟାୟରେ ସମସ୍ତ ରାଜନୈତିକ ଦଳ । କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଦୁଇ ମୁଖ୍ୟ ରାଜନୈତିକ ଦଳ ବିଜେଡି ଓ ବିଜେପି ଏପର୍ୟ୍ଯନ୍ତ ପ୍ରାର୍ଥୀ ଘୋଷଣା କରି…