ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏମ୍ସରେ ବି ମିଳିବ ଚିକିତ୍ସା ସେବା

ଏଆଇଆଇଏମ୍ଏସ୍ ଭୁବନେଶ୍ୱର ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତଘରୋଇ ଡାକ୍ତରଖାନାଗୁଡିକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସଂପର୍କିତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ୱର,(ଶାସକ ପ୍ରଶାସକ)-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସେବା ପ୍ରଦାନ…

ଲିଚି ହୋଇପାରେ ମାରାତ୍ମକ: ନମୁନା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର ( ଶାସକ ପ୍ରଶାସକ) : ଲିଚି ହୋଇପାରେ ଏନସେଫାଲାଇଟିସର କାରଣ | ବିହାର ସମେତ ଅନ୍ୟ କେତେକ ଅଂଚଳରେ ଉତ୍ପାଦିତ ହେଉଥିବା ଲିଚିରେ ଏନସେଫାଲାଇଟିସ ବ୍ୟାପୁଛି ବୋଲି ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ହୋଇଯାଇଛି | ତେଣୁ ମଣିଷ ଶରୀର ଉପରେ ଏହାର କୁପ୍ରଭାବକୁ ଦୃଷ୍ଟିରେ ରଖି…

ଜଗନ୍ନାଥ ସଂସ୍କୃତି ହି ବିଶ୍ବରେ ଶାନ୍ତି ପ୍ରତିଷ୍ଠା କରିବାରେ ସହାୟକ ହେବ

କିଚିଣ୍ଡାରେ ଭିଏଚପିର ଧର୍ମରକ୍ଷା ଯଜ୍ଞ ରାଜଗାଙ୍ଗପୁର/ସୁନ୍ଦରଗଡ଼(HORACHAND DEURIA) - ଆଜି ଭାରତ ତଥା ବିଶ୍ବରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅଶାନ୍ତି ଓ ବିଦ୍ବେଷରୁ ରକ୍ଷା ପାଇବାକୁ ହେଲେ ଜଗନ୍ନାଥ ସଂସ୍କୃତିକୁ ଅନୁସରଣ କରିବାର ବହୁ ଆବଶ୍ୟକତା ରହିଛି। କାରଣ ଜଗନ୍ନାଥ ସଂସ୍କୃତିରେ…

ବିଶ୍ୱ ମରୁଭୁମି ଓ ମରୁଡି ପ୍ରତିରୋଧ ଦିବସ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବନବିଭାଗ ପକ୍ଷରୁ ବିଶ୍ୱ ମରୁଭୁମି ଓ ମରୁଡି ପ୍ରତିରୋଧ ଦିବସ ୨୦୧୯ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ଅବସରରେ ବନବିଭାଗ କାର୍ଯ୍ୟାଳୟଠାରୁ  ଦେବଗିରି ରେଞ୍ଜର ଏମ.ନରସିଂହଙ୍କ ତତ୍ୱାବଧାନରେ ଏକ ବିରାଟ ସଚେତନତା…

ସାମ୍ବାଦିକଙ୍କୁ ପୁଲିସର ନାଲି ଆଖି : ଥାନା ପାଲଟିଛି “ପ୍ରୋହିବିଟେଡ ଏରିଆ”

ଏଇଟା ବୋଧେ ପୋଲିସ ମହାନିର୍ଦ୍ଦେଶକ "ପିପଲସ ପୋଲିସ"  ଆଉ ଏମିତି ବୋଧେ "ଲୋକଙ୍କ ନିକଟତର ହେଉଛି ପୋଲିସ " ଘୁ ଉଦୟଗିରି : ଯାହା ଲାଗୁଛି ପୋଲିସ ସାମ୍ବାଦିକମାନଙ୍କ ସହିତ ଟକରାଟକରି  ହେବା ପାଇଁ ଏକ ପ୍ରକାର ମନସ୍ଥ କରି ସାରିଛି ଅବା ପୋଲିସ ମୁଖ୍ୟାଳୟରୁ ଏପରି କୌଣସି ଗୋପନ ନିର୍ଦ୍ଦେଶ ଆସିଛି…

ବରିଷ୍ଠ ଅଧିକାରୀମାନଙ୍କୁ କୃଷି ମନ୍ତ୍ରୀଙ୍କ ନିର୍ଦ୍ଦେଶ : ଜିଲ୍ଲା ଗସ୍ତ କରି କୃଷି କାର୍ଯ୍ୟର ତଦାରଖ କର

ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯୋଜନା ଗୁଡ଼ିକର ସଫଳ ରୂପାୟନ କୃଷି ଓ କୃଷକ ମାନଙ୍କର ଉନ୍ନତି ଆଣିବ ଏଥିରେ ଦ୍ୱିମତ ନାହିଁ । ଏହି ଉଦ୍ଦେଶ୍ୟରେ କୃଷି ମନ୍ତ୍ରୀ  ଡଃ ଅରୁଣ କୁମାର ସାହୁ ରାଜ୍ୟ କୃଷି ଭବନରେ…

ଓଡଗାଁ ଏନଏସିର ମୂଲ୍ୟବାନ ଜମି ଜବରଦଖଲକାରୀଙ୍କ କବ୍ଜାରେ

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଏକଦା ଶ୍ରୀରଘୁନାଥଜିଉଙ୍କ ପିଠସ୍ଥଳିଭାବେ ପ୍ରସିଦ୍ଧିଲାଭ କରିଥିବା ଓଡଗାଁ ଏକ ପର୍ଯ୍ୟଟନସ୍ଥଳିର ମାନ୍ୟତା ପାଇବା ପରେ ଏଠାକାର ଜନବସତି ବୃଦ୍ଧିପାଇବାରେ ଲାଗିଲା । ବିଭିନ୍ନ ସ୍ଥାନମାନଙ୍କରୁ ଲୋକମାନେ ଏଠାକୁ ଆସି ଏହାର ସ୍ଥାୟୀ ବାସିନ୍ଦାରୁପେ ବସବାସ କଲେ ।…

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍-ବଜେଟ୍ ପରାମର୍ଶ ବୈଠକ

ଭୁବନେଶ୍ୱର: ଅର୍ଥ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ପୂର୍ବରୁ ଏକ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ ଚଳିତ ଆର୍ଥିର୍କବର୍ଷ ପାଇଁ ଏକ ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ୍ ପ୍ରସ୍ତୁତି ପାଇଁ ପୂର୍ବତନ…

ଏସୀୟ ମହିଳା ରଗବି ଚାମ୍ପିଅନସିପ: ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲି ପାଇନ୍ସର ମାନିଲାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା  ଏସୀୟ ମହିଳା ରଗବି ଚାମ୍ପିଅନସିପ ନିମନ୍ତେ ୨୬ ଜଣିଆ ଭାରତୀୟ ମହିଳା ରଗ୍ବି ଦଳ ପ୍ରତିନିଧିତ୍ୱ କରିବୋ ଦଳରେ ଓଡ଼ିଶାରୁ ୭ ଜଣ ସ୍ଥାନ ପାଇଛନ୍ତିା ମୁଞ୍ଚାଇ ଓ…

୨ୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂଙ୍କ ସ୍ନାନଯାତ୍ରା :ଗଜାନନ ବେଶରେ ମହାପ୍ରଭୂ

ରତ୍ନସିଂହାସନରୁ ଅଣସରପିଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତି ବାରିପଦା(ଦିଲ୍ଲୀପ ମହାନ୍ତି ), - ମହାପ୍ରଭୂ ଜଗନ୍ନାଥଙ୍କର ଦ୍ୱାଦଶ ପ୍ରମୁଖ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଆଦ୍ୟ ଯାତ୍ରା ଭାବେ ପ୍ରତିପାଦିତ । ଜ୍ୟେଷ୍ଠ  ପୂର୍ଣ୍ଣିମା ତିଥିରେ ପାଳନ ହେଉଥିବା ଏହି ଯାତ୍ରା ୨ୟ ଶ୍ରୀକ୍ଷେତ୍ର…