Sign in
Sign in
Recover your password.
A password will be e-mailed to you.
ଛୋଟ କଥା : ହେଲେ ଆଖିକୁ ଖଟକା ଲାଗିଲା, କାହିଁକି ନା… ସାର ମାନ୍ୟବର ମନ୍ତ୍ରୀ ପା !!!
ଭୁବନେଶ୍ୱର : ଅବଶ୍ୟ କିଛି ବଡ କଥା ନୁହେଁ କି ଗୁରୁଚଣ୍ଡାଲ ଦୋଷ ନୁହେଁ | କେହି ସାଧାରଣ ଲୋକ କରିଥିଲେ କେହି ଧରି ନଥାନ୍ତେ | ହେଲେ ସାର ମାନ୍ୟବର ମନ୍ତ୍ରୀ ଯେହେତୁ, ସେ କରିଛନ୍ତି ବୋଲି ଟିକେ ଆଖିକୁ ଖଟକା ଲାଗିଲା | କ୍ୟାମେରା ଆଗରେ ଛୋଟିଆ କଥାଟେ ଆଖିକୁ ଆସିଲା ବୋଲି ଲେଖୁଛୁ |ରାଜଭବନରେ…
ବନ୍ଧା ହେଲେ ଶିକ୍ଷକ
ବାଲେଶ୍ୱର,(ଉଜ୍ଜ୍ୱଳ କର): ଫୌଜଦାରୀ ମୋକଦ୍ଧମାରେ ଜଡିତ ହୋଇ ରେମୁଣା ବ୍ଲକ ତାଳପଦା ପଞ୍ଚାୟତର ତିଳୋତ୍ତମା ନୋଡାଲ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ଦାସ ଗତ ୧୭ ତାରିଖରେ ଖନ୍ତାପଡା ପୋଲିସ ଦ୍ୱାରା ଗରିରଫ ହୋଇ କୋର୍ଟ ହୋଇଥିବାର ଜଣାପଡିଛି । ଜମିଜମାକୁ କେନ୍ଦ୍ର କରି ଦୁଇ ପକ୍ଷ ଗଣ୍ଡୋଗଳ,…
ତେଜୁଛି ଉତ୍ତର ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି
ବାର ଆସୋସିଏସନ ପକ୍ଷରୁ ୩ ଦିନିକିଆ କୋର୍ଟ ବନ୍ଦ
ବାଲେଶ୍ୱର,(ଉଜ୍ଜ୍ୱଳ କର): ଉତ୍ତରାଞ୍ଚଳରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ପୁଣି ସକ୍ରିୟ ହୋଇ ଉଠିଛି ବାଲେଶ୍ୱର ଜିଲ୍ଳା ବାର ଆସୋସିଏସନ । ବାରମ୍ବାର ଦାବି ପରେ ବି ସରକାରଙ୍କ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ ନହେବା…
ଦୁର୍ବଳ ନଦୀବନ୍ଧ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିଲେ ସଦର ବିଧାୟକ
ବାଲେଶ୍ୱର,(ଉଜ୍ଜ୍ୱଳ କର): ବାଲେଶ୍ୱର ସଦର ବିଧାୟକ ଶ୍ରୀ ମଦନ ମୋହନ ଦତ୍ତ ବନ୍ୟା ପ୍ରପୀଡିତ ଅଞ୍ଚଳର ଦୁର୍ବଳ ନଦୀବନ୍ଧ ଗୁଡିକର ପରିଦର୍ଶନ କରି ସ୍ଥାନେ ସ୍ଥାନେ ହୋଇଥିବା ଖାଇର ସ୍ଥିତି ସମୀକ୍ଷା କରିଥିଲେ । ଆଗାମୀ ବର୍ଷା ଋତୁରେ ବନ୍ୟା ସାମ୍ଭାବ୍ୟ ସ୍ଥାନ ଯଥା ବୁଆଁଳ, ନଗ୍ରମ, ସିନ୍ଧିଆ,…
ରାଣୀପାଟଣା ନୂତନ ପମ୍ପହାଉସର ଶୁଭ ଦେଲେ ସଦର ବିଧାୟକ
ବାଲେଶ୍ୱର,(ଉଜ୍ଜ୍ୱଳ କର): ବାଲେଶ୍ୱର ସହର ଅନ୍ତର୍ଗତ ରାଣୀପାଟଣା ଅଞ୍ଚଳରେ ସଦର ବିଧାୟକ ମଦନ ମୋହନ ଦତ୍ତ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ ନାୟକଙ୍କ ଉପସ୍ଥିତିରେ ପାନୀୟ ଜଳ ପ୍ରକଳ୍ପ ନୂତନ ପମ୍ପହାଉସ୍ ପାଇଁ ଶୁଭ ଦେଇଛନ୍ତି । ଏହି ପ୍ରକଳ୍ପ ସଂପୃକ୍ତ ଅଞ୍ଚଳ ସହ…
୧୦ ଦଫା ଦାବି ନେଇ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଓ କଲେ ଭଞ୍ଜସେନା
ବାରିପଦା( ଦିଲ୍ଲୀପ ମହାନ୍ତି) ମୟୂରଭଞ୍ଜ ଜିଲ୍ଲା ପ୍ରତି ନେସ୍କୋର କ୍ରମାଗତ ଅବହେଳା ପ୍ରଦର୍ଶନ ସହ ବାରମ୍ବାର ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦୁ୍ୟତ୍କାଟ , ଉପଭୂକ୍ତାମାନଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ଆସିଛି । ଫଳରେ ଜନସାଧାରଣ ସ୍ୱାର୍ଥ ରକ୍ଷା ନିମନ୍ତେ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ…
ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ
ବାରିପଦା(ଦିଲ୍ଲୀପ ମହାନ୍ତି)- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ପବିତ୍ର ଘୋଷଯାତ୍ରା ଜୁଲାଇ ୪ରୁ ଆରମ୍ଭ ହେଉଥିବାରୁ ବାରିପଦା ସହରରେ ଲକ୍ଷାଧିକ ଜନସାଧାରଣଙ୍କ ଗହଳିକୁ ଦୃଷ୍ଟିରେ ରଖି ଏବଂ ଗାଡ଼ି ମୋଟର ଚଳାଚଳ ଆଦିର ସୁବ୍ୟବସ୍ଥା ନିମନ୍ତେ…
“ମାନବ ସେବାରୁ ଯେଉଁ ଆନନ୍ଦ ମିଳେ ତାହାର ବିକଳ୍ପ ନାହିଁ”
ଓଡିଶା ରେଡ଼କ୍ରସ୍ ପକ୍ଷରୁ ବାର୍ଷିକ ପୁରଷ୍କାର ବିତରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର(Shasak Prashasak)– ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ତରଫରୁ ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରାଜଭବନ ସ୍ଥିତ ଅଭିଷେକ ପ୍ରକୋଷ୍ଠରେ ପାଳିତ ହୋଇଯାଇଅଛି । ଏହି…
ଜାମୁକୋଳି ଗୋଟାଇବାକୁ ଯାଇ ପ୍ରାଣ ହରାଇଲା ନିଷ୍ପାପ ଶିଶୁ
ବଜ୍ରପାତ ଘଟି ଜଣେ ମୃତ ଜଣେ ଗୁରୁତର
ନୂଆପଡା, (ଅମିତ ପୁରୋହିତ) : ଅଦିନିଆ ବର୍ଷା ପବନ ଯୋଗୁଁ ଜିଲ୍ଲାର କୋମନା ବ୍ଲକରେ ବଜ୍ରପାତରେ ଜଣକର ମୃତୁ୍ୟ ଘଟିଥିବା ବେଳେ ପବନ ଯୋଗୁଁ ଗଛ ଡାଳ ପଡି ଜଣେ ୫ ବର୍ଷ ଶିଶୁର ମୃତ୍ୟୁ ଘଟିବା ଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ମୁତାବକ ନୂଆପଡା ଜିଲ୍ଲା…
ଅଚିହ୍ନା ନାବାଳକ ଉଦ୍ଧାର
ବାଲେଶ୍ୱର,(ଉଜ୍ଜ୍ୱଳ କର): ପୁଲିସ ଲାଇନ୍ ଛକରୁ ଉଦ୍ଧାର ଜଣେ ଅଚିହ୍ନା ନାବାଳକକୁ ପୁଲିସ ଆଜି ସଂଧ୍ୟାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି । ଅପରାହ୍ନ ପ୍ରାୟ ୨ଟା ସମୟରେ ୫/୬ ବର୍ଷର ଏହି ଶିଶୁଟି ପୁଲିସଲାଇନ୍ ଛକରେ ଛିଡ଼ା ହୋଇ କାନ୍ଦୁଥିବା ନେଇ ସ୍ଥାନୀୟ ଦୋକାନୀଙ୍କଠାରୁ…