Sign in
Sign in
Recover your password.
A password will be e-mailed to you.
ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଯୁବକ
(ଆଠମଲ୍ଲିକ /ସନ୍ତୋଷ ମେହେର ): ଜନ୍ମଦିନ ସମସ୍ତେ ପାଳନ୍ତି | ପିଠାପଣା, କେକ କଟା ସେଲିବ୍ରେନ ଆଉ କେହି କେହି ଅନାଥାଶ୍ରମ ବା ଵୃଦ୍ଧାଶ୍ରମ ହାଇ ପାଳନ୍ତି ଜନ୍ମଦିନ | ଆଉ କେହି କେହି ନିଜର ବା ନିଜ ସମ୍ପର୍କୀୟଙ୍କ ଜନ୍ମ ଦିନରେ ନିଜେ ରକ୍ତ ଦେଇ ଥାନ୍ତି | ହେଲେ ନିଜ ଜନ୍ମଦିବସ ଅବସରେ…
ହିଂସାତ୍ମକ ଆଚରଣକୁ ପରିହାର କଲେ ସୁସ୍ଥ ସମାଜ ଗଠନ ହୋଇପାରିବ -ଜିଲ୍ଲାପାଳ
ଜଗତସିଂହପୁର ଠାରେ ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ
ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଓଡିଶା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିର ଅଦାଲତରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡଃ ମିନତୀ ବେହେରା ଯୋଗଦେଇ…
ହେଇ ଦେଖନି….. ଏ ନାନୀ ବି କରୁଥିଲେ !!!
ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରୁ ଦଲାଲ ଗିରଫ
ଜଗତସିଂହପୁର:(ରମେଶ ମହାନ୍ତି):- ଜଗତସିଂହପୁର ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଜଣେ ମହିଳା ଦଲାଲକୁ ଆଜି ଜଗତସିଂହପୁର ପୋଲିସ୍ ଗିରଫ କରିବା ସହ ତାଙ୍କ ନାମରେ ୩୧୫/୧୯ -ନଂ ରେ ଏକ କେସ୍ ରୁଜୁ କରିବା ସହିତ…
ଝଙ୍କଡ଼ ଶାରଳା ପୀଠ ଓ ଗୋରଖନାଥ ପୀଠ ପରିଦର୍ଶନ କଲେ ଦେବୋତ୍ତର କମିଶନର
ଗତସିଂହପୁର:(ରମେଶ ମହାନ୍ତି):- ଦେବୋତ୍ତର ବିଭାଗ କମିଶନର ଚିତରଂଜନ ମହାପାତ୍ର ଗୁରୁବାର ଦିନ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଝଙ୍କଡ଼ ସ୍ଥିତ ମା'ଶାରଳାଙ୍କ ପୀଠ ପରିଦର୍ଶନ କରିବା ସହିତ ରଘୁନାଥପୁର ବ୍ଲକ୍ କେରେକେରାସ୍ଥିତ ବିଭୁତି କ୍ଷେତ୍ର ପ୍ରଭୁ ଗୋରଖନାଥ ପୀଠ ପରିଦର୍ଶନ କରିଥିଲେ। ଗୋରଖନାଥ…
ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ
ଜଗତସିଂହପୁର:(ରମେଶ ମହାନ୍ତି):-କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ ଗୁରୁବାର ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କରିଥିଲେ।ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କେନ୍ଦ୍ରାଞ୍ଚଳ…
ଝର ଉଚ୍ଚ ବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା
ମେଲଛାମୁଣ୍ଡା,(ମନୋଜ ଭୋଇ)- ବରଗଡ ଜିଲ୍ଳା ଝରସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ଅପରାହ୍ନରେ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ପଧାନ ଏବଂ ଖେଳ ଶିକ୍ଷକ ଲକ୍ଷ୍ମିକାନ୍ତ ସାହୁଙ୍କୁ…
ଓଡ଼ିଶା ପାଇଲା ତିନୋଟି ସ୍କଚ୍ ଆଓ୍ୱାର୍ଡ : “ଓଡ଼ିଶା ମିଲେଟ୍ ମିଶନ’ ଓ “ମୁଖ୍ୟମନ୍ତ୍ରୀ ଅଭିନବ…
ଭୁବନେଶ୍ୱର: କୃଷି କ୍ଷେତ୍ରରେ ଓଡ଼ିଶାକୁ ତିନୋଟି ସ୍କଚ୍ ଆଓ୍ୱାର୍ଡ ମିଳିଛି | ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ଅଧୀନରେ ହେଉଥିବା କୃଷି ଉତ୍ପାଦନ କ୍ଲଷ୍ଟର ପ୍ରକଳ୍ପ ଓ ଏହାର କାର୍ଯ୍ୟକାରିତାରେ ଉତ୍କର୍ଷ ନିମନ୍ତେ ୨୦୧୯ ବର୍ଷ ପାଇଁ…
ବିଜେପି ପ୍ରାର୍ଥୀ ଘୋଷଣା କରିନି, ପ୍ରାର୍ଥୀପତ୍ର ନେଲେ ଗଡତିଆ : ନିରାଶ ହୋଇ ପାରନ୍ତି ପ୍ରଦୀପ ଓ ଅନ୍ୟ ଆଶାୟୀ
ବରଗଡ :- ବିଜେଡି ପ୍ରାର୍ଥୀ ଘୋଷଣା କରିନି । ବିଜେପି ପ୍ରାର୍ଥୀ ଘୋଷଣା କରିନି । କଂଗ୍ରେସ କରିଛି ତାର ପ୍ରାର୍ଥୀ ଘୋଷଣା । ଆଉ ନାଁ ଘୋଷଣା ପରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଆଜି କିଣିଛନ୍ତି ପ୍ରାର୍ଥୀ ପତ୍ର । ଆଉ ସବୁଠାରୁ ମଜା କଥା ହେଉଛି ବିଜେପି ପ୍ରାର୍ଥୀ ଘୋଷଣା କରି ନଥିଲେ ବି…
ବିଜେପୁର ପାଇଁ ଗାଇସିଲେଟ ରେ ପ୍ରସ୍ତୁତି ବୈଠକ
ବରଗଡ :- ଏକ ପ୍ରକାର ଦେଖିବାକୁ ଗଲେ ବିଜେପୁର ମହାସଂଗ୍ରାମ (ଉପନିର୍ବାଚନ) ପାଇଁ ରାଜନୈତିକ ଦଳ ତଥା ପ୍ରଶାସନିକ ସ୍ତରରେ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯାୟ ରେ । ଏହି କ୍ରମରେ ଆଜି ବିଜୁ ଜନତା ଦଳ ତରଫରୁ ଏକ ସାଙ୍ଗଠନିକ ବୈଠକ ନିର୍ବାଚନ ମଣ୍ଡଳୀ ର ଗାଇସିଲେଟ ଠାରେ ଆୟୋଜନ…
ଦଲାଲ ମୁକ୍ତ ହେବ ବଡ଼ବିଲ ଏଆରଟିଓ ଅଫିସ : ଦୁଇ ଦଲାଲ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ):ରାଜ୍ୟରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡିକୁ ୧୫ ଦିନ ମଧ୍ୟରେ ଦଲାଲ ମୁକ୍ତ କରାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦେଶ ଦେଇଛନ୍ତି। ଏହି କ୍ରମରେ ବଡ଼ବିଲ ପୋଲିସ ଶୁକ୍ରବାର ବଡ଼ବିଲ ସ୍ଥିତ ଏଆରଟିଓ କାର୍ଯ୍ୟାଳୟ ପରିସରରେ ଚଢ଼ାଉ କରି ଦୁଇ ଜଣ…