Sign in
Sign in
Recover your password.
A password will be e-mailed to you.
ବିଧାୟକ ସଫା କଲେ ଅଳିଆ…!
ଗୁଣପୁର ରୁ ସିଦ୍ଧାର୍ଥ ଦାଶ :ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ବିଧାୟକ ରଘୁନାଥ ଗାମଙ୍ଗ ତାଙ୍କ ସମର୍ଥକ ଙ୍କୁ ନେଇ ଗୁଣପୁର ନୂତନ ବସ ଷ୍ଟାଣ୍ଡ ଠାରେ ରହିଥିବା ଅଳିଆ ସଫା କରିଵା ନିମନ୍ତେ ଅଣ୍ଟା ଭିଡି ଆଗେଇ ଆସିଥିିଲେ । ପୋୖର ପରିଷଦ ଏବଂ ନୂତନ ବସଷ୍ଟାଣ୍ଡ ପରିସରର ରେ…
ନିଶା ବେପାରୀ ଡାଲେ ଡାଲେ ଗଲେ ପୋଲିସ ପତରେ ପତରେ
ପଦ୍ମପୁର :- ପଦ୍ମପୁର ପୋଲିସର କଡା ପଦକ୍ଷେପ ପରେ ବି ଅଞ୍ଚଳ ରେ ଲୁଚା ଛପାରେ ଚାଲିଛି । ହେଲେ ନିଶା ବେପାରୀ ଡାଲେ ଡାଲେ ଗଲେ ପୋଲିସ ପତରେ ପତରେ। ଦୁଇ ଚାରି ଦିନ ଅନ୍ତରରେ ଉପଖଣ୍ଡ ର କୋଣସି ନା କୋଣସି ସ୍ଥାନରେ ପୋଲିସ ହାତରେ ଧରା ପଡୁଛନ୍ତି ଯୁବସମାଜକୁ ନିଶା ମୁଖକୁ ଠେଲି ଦେଉଥିବା ନିଶା…
ଜଗଦଲପୁର ଥାନା ଓ ସିଆରପିଏଫ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ଟ୍ରାଫିକ ସଚେତନତା
ବରଗଡ :- ବରଗଡ଼ ଜିଲ୍ଲା ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ଲଳିତା ଲିଲିମା ବାର୍ଳା ଙ୍କର ନେତୃତ୍ୱରେ ଆଜି ସ୍କୁଲ ଛାତ୍ରଛାତ୍ରୀ ଓ ଜଗଦଲପୁର ଠାରେ ମୁତୟନ ହେଇଥିବା CRPF ଯବାନ ମାନଙ୍କୁ ନେଇ ଏକ ଟ୍ରାଫିକ ସଚେତନତା ରାଲି ଠନରୁ ବାହାରି ଜଗଦଲପୁର ଗ୍ରାମ ପରିକ୍ରମା କରି ଥାନା ପର୍ଯନ୍ତ…
ପଦ୍ମପୁର ଏନଏସିରେ ସ୍ୱଚ୍ଛ ଭାରତ ଅଭିଯାନ
ବରଗଡ :- ମହାତ୍ମା ଗାନ୍ଧିଜୀଙ୍କର 150 ତମ ଜୟନ୍ତୀ ଅବସରରେ ପଦ୍ମପୁର ବିଜ୍ଞପିତ ଅଞ୍ଚଳ ପରିଷଦର ସମସ୍ତ କର୍ମକର୍ତ୍ତା ମାନେ ଆଜି କାର୍ଯନିର୍ବାହୀ ଅଧିକାରୀ ତଥା ପଦ୍ମପୁର ତହସିଲଦାର ସରୋଜିନୀ ପ୍ରସନ୍ନ କୁଲୁଙ୍କର ନେତୃତ୍ୱରେ ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ଅଭିଯାନ ଅନ୍ତର୍ଗତ ସଫେଇ…
ପଦ୍ମପୁରରେ ମା ଶ୍ୟାମା କାଳୀ ପୁଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ପଦ୍ମପୁର/ଶାସକପ୍ରଶାସକ- ସ୍ଥାନୀୟ ହନୁମାନ ପଡା କାଳୀ ମଣ୍ଡପଠାରେ ଆସନ୍ତା 27 ରୁ 30 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଁ ଶ୍ୟାମା କାଳୀଙ୍କ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସାର୍ବଜନୀନ କାଳୀ ପୂଜା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୈଠକରେ ଗତ ବର୍ଷର ଆୟବ୍ୟୟ…
ହେଲମେଟ ପିନ୍ଧିଥିବା ଚାଳକଙ୍କୁ ଏସପିଙ୍କ “ରୋଜି ଥ୍ୟାଙ୍କସ”
ଟ୍ରାଫିକ ସଚେତନତା ପାଇଁ ରାଜରାସ୍ତାରେ ଏସପି
ହେଲମେଟ ପିନ୍ଧିଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ପ୍ରସଂଶା କଲେ
ସୋହେଲାରେ ସଚେତନତା ରାଲି
ବରଗଡ/ସୋହେଲା :- ଆଜି ମହାତ୍ମା ଗାନ୍ଧୀ ଙ୍କର 150ତମ ଜୟନ୍ତୀ ଅବସରରେ ରେ ବରଗଡ ପୋଲିସ ତରଫରୁ ଟ୍ରାଫିକ ସଚେତନତା ପାଇଁ ବିଭିନ୍ନ କାର୍ଯକ୍ରମ…
ଗାନ୍ଧୀ ଜୟନ୍ତୀ ଅବସରରେ ପଦ୍ମପୁର ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା ରାଲି ।
ପଦ୍ମପୁର/ଶାସକପ୍ରଶାସକ- ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ପବିତ୍ର ଜନ୍ମ ଦିବସ ତଥା ଜୟନ୍ତୀ ଅବସରରେ ପଦ୍ମପୁର ପୋଲିସ ତରଫରୁ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି ।ପଦ୍ମପୁର ଥାନା ଅଧିକାରୀ ମାନସ ରଞ୍ଜନ ପ୍ରଧାନଙ୍କ ନେତୄତ୍ବରେ ଏକ ସଚେତନତା ରାଲି ଆୟୋଜିତ କରାଯାଇଥିଲା ।ଏହି…
ଗଜାଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ
ରେଢାଖୋଲ /ଯଶୋବନ୍ତ ନାରାୟଣ ସାହୁ :ରେଢାଖୋଲ ମହାଲକ୍ଷ୍ମୀ ଯୁବକ ସଂଘ ଗୋଧିଢିପ ଆନୁକୁଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ଅବସରରେ ସଂଘର ସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ କ୍ଲବ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର…
ପୋଲିସ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ସାଲେପଲି ଗ୍ରାମ ପଦ୍ମପୁର ପାଇକମାଲ ରାସ୍ତାରେ ଆଜି ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପାଇକମାଲ ପୋଲିସ ଦ୍ୱାରା ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ରାସ୍ତା ରେ ଯିବା ଆସିବା ଗାଡି ଚାଳକ ମାନଙ୍କୁ…
ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର
ରେଢାଖୋଲ/ ଯଶୋବନ୍ତ ନାରାୟଣ ସାହୁ : ରେଢାଖୋଲ ଗୌରଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ରେଢାଖୋଲ ବ୍ଲକ୍ ର ୧୫ ଜଣ ପ୍ରତିଯୋଗୀ ଏହିି ଆଲୋଚନା ଚକ୍ରରେ ଭାଗନେଇଥିଲେ ଗୌରଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା…