Sign in
Sign in
Recover your password.
A password will be e-mailed to you.
ଚାଷଜମିକୁ ପାଣି ଯୋଗାଣ ଦାବିରେ ଜୁନାଗଡ଼ ଏନ ଏଚ 26 ଠାରେ ରାସ୍ତା ଅବରୋଧ କଲେ ଚାଷୀ।
ପ୍ରଭାବଶାଳୀ ବ୍ୟକ୍ତି କରିଛନ୍ତି କେନାଲର ଗତିପଥକୁ ଅବରୋଧ !!
ଜୁନାଗଡ/ ଆଦିତ୍ୟ ମହାନ୍ତି : ଇନ୍ଦ୍ରାବତୀ କେନାଲରୁ ଜୁନାଗଡ଼ ବ୍ଲକ ତଲମଲା ଓ ଆଟିଗାଁ ପଂଚାୟତ ରେ ଥିବା ପାଖା ପାଖି ୭୦୦ ହେକ୍ଟର ଚାଷଜମିକୁ କେନାଲ ରୁ ପାଣି ଯୋଗାଣରେ ବ୍ୟାହତ ହେଉଥିବା ବେଳେ ଛୋରିଅl ଗଡ଼ ଠାରୁ କିଛି…
ଅବେଳାରେ ଚାଲିଗଲେ ଦେବରାଜ
ମେଲଛାମୁଣ୍ଡା, (ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବ୍ରହ୍ମଣିପଠାର ଗ୍ରାମରେ ବୁଧବାର ଦିନ ଗ୍ରାମର ଦେବରାଜ ଜାଲଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଲକୁ ତାଙ୍କୁ ୫୦ ବର୍ଷ ହେଉଥିଲା । ତାଙ୍କର ଅବେଳାରେ ମୃତ୍ୟୁକୁ ନେଇ ଅଂଚଳରେ ଶୋକର ଲହରି ଖେଲିଯାଇଛି । ସେ ଜଣେ…
ମାହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ
ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଜୁନିଅର ମହାବିଦ୍ୟାଳୟ ପରିସରରେ ମାହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ମିନକେତନ ବିଶ୍ୱାଲ, ଅଧ୍ୟାପକ ଡ.…
ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ରେଡକ୍ରସ୍ ତାଲିମ୍ ଶିବିର
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ମହାବିଦ୍ୟାଳୟରେ ଆନ୍ତଃ ଜିଲ୍ଲା ରେଡକ୍ରସ୍ ତାଲିମ୍ ଶିବିରର ଉଦ୍ଘାଟନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହାକୁ ରେଢାଖୋଲ ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ପଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ । ଏହି ତାଲିମ୍…
ବନ୍ୟପ୍ରାଣୀ ସପ୍ତାହ ପାଳନ
ନୂଆପଡ଼ା,(ଅମିତ ପୁରୋହିତ) ; ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡ ବିଭାଗ ତରଫରୁ ୬୫ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଛି । ସୁନାବେଡା ବନଖଣ୍ଡ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ଗାନ୍ଧୀଜୀ ଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳିତ
ନୂଆପଡ଼ା,(ଅମିତ ପୁରୋହିତ) ; ସଦର ବ୍ଲକ ଅନ୍ତର୍ଗତ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ଜିଲ୍ଲା ପ୍ରଶାସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ କରାଯାଇଥିଲା । ଏନେଇ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଗାନ୍ଧୀଜିଙ୍କ ପ୍ରତିମୁର୍ତ୍ତି ରେ…
ସହରାଞ୍ଚଳ ସ୍ତରୀୟ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ
ନୂଆପଡ଼ା,(ଅମିତ ପୁରୋହିତ) ସ୍ଥାନୀୟ ପୁଲିସ ପଡିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ସଦର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସହରାଞ୍ଚଳ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛି । ଏନଏସି ଇଓ ରାମଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ…
ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ: ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ପ୍ରଶାସନ ମିଳିତ ରୂପେ କଲେ ସଚେତନ
ନୂଆପଡ଼ା,(ଅମିତ ପୁରୋହିତ ): ସ୍ଥାନୀୟ ନ୍ୟାସନାଲ କଲେଜ ଠାରେ ଆଞ୍ଚଳିକ ପରିବହନ ବିଭାଗ, ପୁଲିସ ପ୍ରଶାସନ ଓ କଲେଜର ଏନଏସଏସ ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆରଟିଓ ପ୍ରଶାନ୍ତ ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଏସପି ବିନିତ ଅଗ୍ରୱାଲ ମୁଖ୍ୟ…
ମେଲଛାମୁଣ୍ଡା ଥାନା ପକ୍ଷରୁ ଟ୍ରାଫିକ ସଚେତନତା ରାଲି
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ପୋଲିସ ପକ୍ଷରୁ ବୁଧବାର ଏକ ଟ୍ରାଫିକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ବରଗଡ ଏସ.ପି ଙ୍କ ନିର୍ଦ୍ଦେଶକ୍ରମେ ମେଲଛାମୁଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ସ୍ୱପ୍ନାରାଣୀ ଗୋଛାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା…
ଦେଶର ପର୍ଯ୍ୟଟନକୁ ନୂଆ ପରିଚୟ ଦେବ “ପର୍ଯ୍ୟଟନ ପର୍ବ”-ଧର୍ମେନ୍ଦ୍ର ପ୍ରଧାନ
ଚତୁର୍ଥ “ପର୍ଯ୍ୟଟନ ପର୍ବ” ଉଦ୍ଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୦୨ „ ଦେଶର ପ୍ରତି ଜିଲ୍ଲାରେ ଭିନ୍ନ ସଂସ୍କୃତି, ପର୍ଯ୍ୟଟନଙ୍କୁ ଆକର୍ଷିତ କରିବା ପାଇଁ ପର୍ଯ୍ୟଟନ ସ୍ଥଳ ଓ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ରହିଛି । ଆଜି ଉଦ୍ଘାଦିତ ହୋଇଯାଇଥିବା ୪ର୍ଥ…