ନୟାଗଡରେ ବରିଷ୍ଠ ଜନଦିବସ : ବାର୍ଦ୍ଧକ୍ୟ ନୁହେଁ ଏକ ଆଭିଶାପ

ନୟାଗଡ(ବିଶ୍ୱଜିତ ନାୟକ) - ନୟାଗଡ ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ପାଳିତ ହୋଇଯାଇଛି ବରିଷ୍ଠ ଜନ ଦିବସ ବା ବରିଷ୍ଠ ନାଗରିକ ଦିବସ।ଏଥିରେ ଚିକିତ୍ସାଳୟର CDMO,ADM ଓ ଅନେକ ପଦାଧିକାରୀ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।ସହର ଓ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଆଶାକର୍ମୀ ଏବଂ ନୟାଗଡ ସହରର…

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ-୨୦୧୯ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ  ପାରଳାଖେମୁଣ୍ଡି ସ୍ଥିତ  ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ-୨୦୧୯ ପାଳନ ଅବସରରେ  ପାରଳା ପୌର-ପରିଷଦ ପକ୍ଷରୁ  ବିଜୁ  କଲ୍ୟାଣ ମଣ୍ଡପ ପରିସରରେ ଯୋଗ ଶିବିର କାର୍ଯ୍ୟକ୍ରମ…

୨୭ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସ୍ତରୀୟ  ପ୍ରକଳ୍ପ ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭାକକ୍ଷ ଠାରେ ୨୭ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସର ଜିଲ୍ଲା ସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।     ଜିଲ୍ଲା ଶିକ୍ଷା…

ଏମିତି ବି ମରଣ ଆସେ

କାମ କରିବାକୁ ତାମିଲନାଡୁ ଯାଉଥିଲେ, ଟ୍ରେନରେ କଟି ଯୁବକଙ୍କ ମୃତ୍ୟୁ  ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚରଦାପଲି ଗ୍ରାମପାୟତର ଗୁଣ୍ଡିଚାଡିହି ଗ୍ରାମର ପିଣ୍ଟୁ ମିର୍ଧା (25) କମକରିବା ପାଇଁ ଅନ୍ୟ 6 ଜଣଙ୍କର ସହିତ ତାମିଲନାଡୁ ଯାଉଥିବା ସମୟରେ ବିଜୟନଗରମ ନିକଟରେ ଟ୍ରେନରୁ ପଡିଯିବା…

ପାଇକମାଳର ୨୨ ପଂଚାୟତରେ ଏକାସାଙ୍ଗରେ ପାଳିତ ହେଲା ସ୍ୱଚ୍ଛତା ଅଭିଯାନ 

ବରଗଡ :- ପାଇକମାଲ ବ୍ଲକ ର ବାଇଶ ଗୋଟି ଗ୍ରାମ ପଂଚାୟତର 125 ଗୋଟି ଗ୍ରାମର ବିଭିନ୍ନ ସ୍କୁଲ , ଅଙ୍ଗନବାଡି କେନ୍ଦ୍ର , ଡାକ୍ତରଖାନା ପରିସର , ପଞ୍ଚାୟତ ଅଫିସ , ଗାଁ ଦାଣ୍ଡ ଆଦି  ସ୍ଥାନରେ ସରକାରୀ କର୍ମଚାରୀ ଓ ସମସ୍ତ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କର ଦ୍ୱାରା  ସଫେଇ…

ଗାଁ କୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ମହିଳା ନେଲେ  ଶପଥ 

ଖଣ୍ଡସିବାଞ୍ଜି ରେ ମହିଳା ମହାସଙ୍ଘ ତରଫରୁ ସ୍ୱଚ୍ଛତା ଅଭିଯାନ ପଦ୍ମପୁର: ଖଣ୍ଡସିବାଞ୍ଜି ଗ୍ରାମରେ ମହିଳା ମହାସଙ୍ଘ ଦ୍ୱାରା ଆଜି ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଯାଇଛି।ସଂଘ ସଭ୍ୟ ନେତ୍ରୀ ଶ୍ରୀମତୀ ମୁଲାବତୀ ମୁଟକିଆ ଏବଂ CRP ମିଲି ସାହୁ ଙ୍କ ଅଧ୍ୟକ୍ଷତାରେ ଆଜି ଗାଁ ସଫେଇ ହୋଇଛି। ଗାଁ କୁ…

 ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ଅଭିଯାନ

 ପଦ୍ମପୁର/ଶାସକ ପ୍ରଶାସକ :-ପଦ୍ମପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଶିକ୍ଷ୍ୟନୁଷ୍ଠାନ ର ସମସ୍ତ ଛାତ୍ରୀ ଏବଂ କର୍ମଚାରୀ ଙ୍କ ଦ୍ଵାରା…

ମାଗଣା ଚକ୍ଷୁ ଚିକିତ୍ସା ଶିବିର : ଚିକିତ୍ସିତ ହେଲେ ୧୫୦ ଲୋକ 

ଆଗଲପୁର  (ସୁଶିଲ କୁମାର ବିଶ୍ବାଲ ):- ବଲାଙ୍ଗୀର ଜିଲ୍ଲା  ଆଗଲପୁର ବ୍ଳକ ଅନ୍ତର୍ଗତ ନଅଗାଁ  (କ)କଲ୍ୟାଣ ମଣ୍ଡପଠାରେ, କୋଶଲ୍ ପରିବାର  (ସମସ୍ୟା  ସମାଧାନ ଗ୍ରୁପ )ଆଗଲପୁର ଓ ତ୍ରିଲୋଚନ ନେତ୍ରାଲୟର ମିଲିତ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ମଙ୍ଗଳବାର ଦିନ  ଅନୁଷ୍ଠିତ…

ଗୁଣପୁର ପୋୖର ପରିଷଦ କାର୍ଯ୍ୟାଳୟରେ କିଏ ଅଧିସୂଚନା ଅଧିକାରୀ 

 ଗୁଣପୁର ରୁ ସିଦ୍ଧାର୍ଥ ଦାଶ - ଗୁଣପୁର ପୋୖର ପରିଷଦ କାର୍ଯ୍ୟାଳୟ ରେ କିଏ ଅଧିସୂଚନା ଅଧିକାରୀ ଭାବେ ରହିଛନ୍ତି ଏବଂ କାହାରିକୁ ଏହାର ଦାୟିତ୍ୱ ଦିଆଯାଇଛି ଏହା ସର୍ବସାଧାରଣ ରେ ସ୍ପଷ୍ଟ ହୋଇପାରୁନାହିଁ । କାର୍ଯ୍ୟାଳୟର କୌଣସି କର୍ମକାର୍ତ୍ତା ଙ୍କ ସିଟ ନିକଟରେ ଏନେଇ କୌଣସି ସୂଚନା ରହିନି…

ଗୁଣପୁରରେ ପାଳିତ ହେଲା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ 

ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡ ଜିଲ୍ଲା ଗୁଣପୁର ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ନୂଆଁ ବସ୍ ଷ୍ଟାଣ୍ଡ ଛକ ନିକଟସ୍ଥ ମହା ମାନବ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ନିକଟରୁ ପୁରୁଣା ବସ୍ ଷ୍ଟାଣ୍ଡ ବାଘୁଆ ମନ୍ଦିର ନିକଟସ୍ତ ବିଜୁ…