ଫୁଲ, ଫଳ, ଧୂପ ,ଦୀପ ନୁହେଁ, ଘଣ୍ଟି ବାନ୍ଧିଲେ ପୂରେ ମନୋସ୍କାମନା 

ଆସ ବୁଲିଯିବା  ମା’ ଘଣ୍ଟେଶ୍ୱରୀ  ମାଆଙ୍କ ଦର୍ଶନ ସହ ଦେଖିବା ଝୁଲା ସଦୃଶ ପୋଲ , ଡ୍ୟାମ ଆଉ ପ୍ରାକୃତିକ ପରିବେଶ  ସମ୍ବଲପୁର/ ରେଢାଖୋଲ : ଯଶୋବନ୍ତ ନାରାୟଣ ସାହୁ  ଓଡିଶାର ବିଭିନ୍ନ ଶକ୍ତିପୀଠ ମାନଙ୍କ ମଧ୍ୟରେ ଅନନ୍ୟ ହେଉଛି ପଶ୍ଚିମ ଓଡିଶା ସମ୍ବଲପୁର ଜିଲ୍ଲାର ମା’ ଘଣ୍ଟେଶ୍ୱରୀଙ୍କ ପୀଠ…

ଯାତ୍ରୀମାନଙ୍କ ନିମନ୍ତେ ଓଏସ୍ଆର୍ଟିସି ପକ୍ଷରୁ ନିଶୁଲ୍କ ଟେଲିଫୋନ ସେବା ଆରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ୫ "ଟି' ମନ୍ତ୍ରର ଗୁରୁତ୍ୱ ଉପଲବ୍ଧି କରି ଅଧିକ  ସ୍ୱଚ୍ଛତା ରକ୍ଷା ସହ ଯାତ୍ରୀମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏକ ଟେଲିଫୋନ ସେବା ଆରମ୍ଭ କରିଛି | ଟେଲିଫୋନରେ ଯାତ୍ରୀ ମାନେ ନିଗମ ପରିଚଳିତ ବସଗୁଡ଼ିକ ସଂପର୍କରେ ତଥ୍ୟ…

ଜିଲ୍ଲା ବନ ବିଭାଗ ପକ୍ଷରୁ ୬୫ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବନ-ବିଭାଗ ପକ୍ଷରୁ ୬୫ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।    ଏହି ଅବସରରେ ବନ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଭାଯାତ୍ରାର ଆୟୋଜନ କରାଯାଇ ହାଇସ୍କୁଲ ଛକଠାରୁ ବାହାରି ଥିଲ ।…

 ୨୬ ସାର୍ବଜନୀନ ମଣ୍ଡପରେ ପୂଜା ପାଇବେ ଜଗତ୍ ଜନନୀ ମା ଦୁର୍ଗା

ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ପୁଲିସ ପକ୍ଷରୁ ପ୍ରସ୍ତୁତି ଶେଷ ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ମୋଟ ୧୭୮ ପୂଜା ମଣ୍ଡପ ସହିତ ବାରିପଦା ପୌରପରିଷଦ ମଧ୍ୟରେ ୫ଟି ପ୍ରମୁଖ ସହ ମୋଟ ୨୬ଟି ସାର୍ବଜନୀନ ଦୂଗାପୂଜା ମଣ୍ଡପ ସହ ମୋଟ ୨୯ଟି ମଣ୍ଡପରେ ପୂଜା ପାଇବେ ଜଗତ୍…

ମୁଖ୍ୟ ଚିକିତ୍ସାଳୟର ସମନ୍ୱିତ ପରୀକ୍ଷାଗାର ଡିଜିଟାଲ୍  କାର୍ଯ୍ୟକ୍ଷମ ହେଲା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀ ମାନଙ୍କ ସେବାରେ ରହିଥିବା ସମନ୍ୱିତ ପରୀକ୍ଷାଗାର ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଡିଜିଟାଲ୍ ରିପୋର୍ଟ ଦେବାର କାର୍ଯ୍ୟକ୍ଷମ ହୋଇଛି ।…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ-ଦିବସ ପାଳନ ଅବସରରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଗତ ୨୫ ତାରିଖ ଠାରୁ ଏକ ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।      ଏହି  ବିଭିନ୍ନ…

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ଜାତି ର ଜନକ ମହାତ୍ମାଗାନ୍ଧୀ ଓ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଜନସାଧାରଣଙ୍କୁ ପଲିଥିନ ଓ…

ଆଗାମୀ ଦିନରେ ଗାନ୍ଧୀ ବିଶ୍ୱ ପଥ ପ୍ରଦର୍ଶକ ଭାବେ ପୂଜା ପାଇବେ  

ବଲାଙ୍ଗିର,(ନିରୋଜ ମିଶ୍ର) -ଗାନ୍ଧିଙ୍କ ୧୫୦ତମ ବାର୍ଷିକୀକୁ ଗାନ୍ଧୀସ୍ମତି କମିଟି ପକ୍ଷରୁ ମହାସମାରୋହରେ ପାଳନ କରାଯାଇଛି । ସ୍ଥାନୀୟ ଗାନ୍ଧୀ ଭବନ ପାଶ୍ୱର୍ରେ ନୂତନ ଭାବେ ସ୍ଥାପିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇ ଏକ ପ୍ରାର୍ଥନା ସଭା କରାଯିବା ସଙ୍ଗେ ଗାନ୍ଧି ବିଚାର…

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ବରଗଡ :- ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା ଙ୍କର ନେତୃତ୍ବରେ ଆଜି ବିଜୁ ଜନତା ଦଳ ତରଫରୁ ପାଇକମାଲ ରୁ ନୃସିଂହନାଥ ପର୍ଯନ୍ତ ପଦଯାତ୍ରା ର ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ମାଧ୍ୟମରେ…

ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ମହାତ୍ମାଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ  ସକାଳ ୭ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର…