ପଦ୍ମପୁର (ଶାସକ ପ୍ରଶାସକ):ପଦ୍ମପୁର ସହର ୱାର୍ଡ ନଂ୨ ତଥା ଲକ୍ଷ୍ମୀ ନାରାୟଣ ନଗର ସ୍ଥାୟୀ ବାସିନ୍ଦା, ନେହେରୁ ସ୍ପୋର୍ଟିଂ ସଦସ୍ୟ ଚୋଡ଼ଗଙ୍ଗ ଦେବ କୈବର୍ତ୍ତଙ୍କ ହୃଦଘାତ ଯୋଗୁଁ ମୃତ୍ୟୁ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଉଥିଲା। କୈବର୍ତ୍ତ ନିଜ କାମ ସାରି ଘରକୁ ଫେରିଥିଲେ ଓ ଛାତି ରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେ ଜଣେ ମେଳାପି ଯୁବକ ଥିଲେ। ତାଙ୍କର ଆକସ୍ମିକ ମୃତ୍ୟୁରେ ନେହେରୁ ସ୍ପୋର୍ଟିଂ ରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.