ସରକାରୀ କମ୍ପାନୀ ଦ୍ୱାରା ଖଣି କାର୍ଯ୍ୟ ନିୟମରେ ସଂଶୋଧନ କଲା ଖଣି ମନ୍ତ୍ରଣାଳୟ

ଇସ୍ପାତ ଶିଳ୍ପକୁ କଂଚାମାଲ ଯୋଗାଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଉଦ୍ୟମ  ସଂଶୋଧିତ ନିୟମନୁସାରେ ଖଣି ଲିଜକୁ  ଆଉ ଅଧିକ ଏକକାଳୀନ ୨୦ ବର୍ଷ ବଢାଇ ପାରିବେ ରାଜ୍ୟ ସରକାର ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତୀୟ ଇସ୍ପାତ୍ କ୍ଷେତ୍ରରେ କଂଚାମାଲର…

ବିଜେପୁର ଉପନିର୍ବାଚନ : ସରିଲା ଯାଞ୍ଚ, ମଇଦାନରେ ପାଞ୍ଚ

ନାକଚ ହେଲା ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର  ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଗତ କାଲି ସାତ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଆଜି ନାମାଙ୍କନ ପତ୍ର ଜାଞ୍ଚ ପାଇଁ ଦିନ ନିର୍ଦ୍ଧାରିତ ଥିଲା । ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ତନ୍ମୟ ଦରୁଆନ…

ସାତ ସନ୍ତାନର ମା ହେବା ଆଣିଲା ବିପଦ, ଅସିଦ୍ଧ ହେଲା ନିର୍ବାଚନ ଓ ପଦ

କନ୍ଧମାଳ (ଗଗନ ପ୍ରଧାନ): କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଜେଡି ବିଧାୟକ ସାଲୁଙ୍ଗା ପ୍ରଧାନଙ୍କୁ ଝଟକା ଲାଗିଛି । ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷା ଥିବା ତାଙ୍କ ପତ୍ନୀ ସୁବେନ୍ତ୍ରୀ ପ୍ରଧାନଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଜିଲା ଦୌରାଜଜ ଗୌତମ ଶର୍ମା । ଅଭିଯୋଗକାରିଣୀ ରୁଦା…

ନିର୍ମାଣ ଶ୍ରମିକ ୟୁନିଅନ ସମନ୍ବୟ କମିଟି ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଘେରାଉ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିବା ନିର୍ମାଣ ଶ୍ରମିକ ମାନଙ୍କ ପିଲା ମାନଙ୍କୁ ଶିକ୍ଷା ସହାୟତା ଦିଆ ନ ଯିବା ନିର୍ଦ୍ଦେଶନାମାର ପ୍ରତ୍ୟାହୃତ ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ପ୍ରଦାନରେ ଟାଳଟୁଳ ନିତି ବିରୁଦ୍ଧରେ ଓ ଅନ୍ୟାନ୍ୟ…

ପର୍ଯ୍ୟଟନ-ପର୍ବ ପାଳନ ଉପଲକ୍ଷେ  ଜିଲ୍ଲା ସ୍ତରୀୟ  ବକ୍ତୃତା ପ୍ରତିଯୋଗିତା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପର୍ଯ୍ୟଟନ-ପର୍ବ  ଆସନ୍ତା ଅକ୍ଟୋବର ୨ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବା ଉପଲକ୍ଷେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସଭା ଗୃହ ଠାରେ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଏକ ଜିଲ୍ଲା-ସ୍ତରୀୟ ବକ୍ତୃତା…

ଯୁବପିଢିଙ୍କ ବିନା ସହଯୋଗରେ ନୂଆ ଭାରତ କଳ୍ପନା ଅସମ୍ଭବ – ଧର୍ମେନ୍ଦ୍ର ପ୍ରଧାନ

ସୁନ୍ଦରଗଡରେ ଭାରତ ସ୍କାଉଟ ଏବଂ ଗାଇଡ୍ସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସୁନ୍ଦରଗଡ,(ହୋରଚାନ୍ଦ ଦେଉରିଆ)  –୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ୧ ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି ବୋଲି ସୋମବାର ସୁନ୍ଦରଗଡ ଠାରେ…

ଧୁମଧାମରେ ପାଳିତ ହେଲା ସାଲିହା କ୍ରାନ୍ତି ଦିବସ

ନୂଆପଡ଼ା,(ଅମିତ ପୁରୋହିତ) ସଦର ବ୍ଲକ ସାଲିହା ସହିଦ ସ୍ମୃତି ସ୍ତମ୍ଭ ନିକଟରେ ସାଲିହା କ୍ରାନ୍ତି ଦିବସ ଧୁମଧାମରେ ପାଳିତ ହୋଇ ଯାଇଛି । ବିଜେପି ବରିଷ୍ଠ  ନେତା ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ମହାସମୁନ୍ଦ ସାଂସଦ ଚୁନ୍ନିଲାଲ ସାହୁ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ,…

ଜିଲ୍ଲା ସ୍ତରୀୟ କ୍ରୀଡା  ପ୍ରତିଯୋଗୀତା ଉଦଯାପିତ

ନୂଆପଡ଼ା,(ଅମିତ ପୁରୋହିତ ): ନୂଆପଡ଼ା ଜିଲ୍ଲା ଖରିଆରରୋଡ ମିନି ଷ୍ଟାଡିୟମ ଠାରେ ଶିକ୍ଷା ବିଭାଗ ତରଫରୁ ଚାଲିଥିବା ଜିଲ୍ଲା ସ୍ତରୀୟ କ୍ରିଡା ପ୍ରତିଯୋଗୀତା ଆଜି ଅପରାହ୍ନରେ ଉଦ୍ୟାପିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ୟାପନୀ ଉସôବରେ…

ଦକ୍ଷତା ବିକାଶ କେନ୍ଦ୍ରର ସମସ୍ୟା ବୁଝିଲେ ଓ ୟୁନିଫର୍ମ ବାଣ୍ଟିଲେ ବିଧାୟକଙ୍କ ପ୍ରତିନିଧି 

ଜଗତସିଂହପୁର:(ରମେଶ ମହାନ୍ତି):- ତିର୍ତ୍ତୋଲ ବିଧାୟକ ଵିଷ୍ଣୁ ଦାସଙ୍କ ନିର୍ଦ୍ଦେଶରେ ନବନିଯୁକ୍ତ ପ୍ରତିନିଧି ରଶ୍ମି ରଂଜନ ଚୌଧୁରୀ ସୋମବାର ଦିନ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ରରେ ପହଞ୍ଚି ଦକ୍ଷତା କେନ୍ଦ୍ର ଭ୍ରମଣ କରିବା ସହିତ ବିଭିନ୍ନ ସମସ୍ୟା…

ବ୍ୟାଟେରୀ ଚୋରିରେ ସମ୍ପୃକ୍ତ ୩ ଗିରଫ : ୭ ବ୍ୟାଟେରୀ ଉଦ୍ଧାର 

ବଡ଼ବିଲ (ଶାସକ ପ୍ରଶାସକ): ବଡ଼ବିଲ ଅଞ୍ଚଳରେ କ୍ରମାଗତ ଭାବେ ଗାଡିରୁ ବ୍ୟାଟେରୀ ଚୋରି ଅଭିଯୋଗ ପୋଲିସ ନିମନ୍ତେ ମୁଣ୍ଡ ବଥାର କାରଣ ହୋଇଥିବା ବେଳେ ଆଜି ପୋଲିସକୁ ସଫଳତା ମିଳିଛି। ଘଟଣାରୁ ପ୍ରକାଶ ଯେ ଗତ ୨୭ ତାରିଖ ରାତିରେ ପିଏଚଡି ଅଞ୍ଚଳରେ ଥିବା ଏକ ଦୋକାନରୁ ଏକ ଇନଭେର୍ଟର ବ୍ୟାଟେରୀ ସହ…