Sign in
Sign in
Recover your password.
A password will be e-mailed to you.
ସୁନ୍ଦରଗଡରେ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
ସୁନ୍ଦରଗଡ଼( ହୋରାଚାନ୍ଦ ଦେହୁରୀଆ) : ସୁନ୍ଦରଗଡ଼ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହୋଇଛି ସହିତ ଦିବସ | ଏହି ଅବସରରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପ୍ରଥମେ ରିଜର୍ଭ ପୋଲିସ ମାନେ ପାରେଡ଼ କରିଥିଲେ| ତାପରେ ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ର ଦେଶରେ ତଥା…
ସିନାପାଲି ମହାବିଦ୍ୟାଳୟରେ ଓଡିଶା ସାହିତ୍ୟ ଏକାଡେମୀ ଓ ପାଠ ଉତ୍ସବ
ସିନାପାଲି(ନିରାକାର ମେହେର) ସିନାପାଲି କଲେଜ ର ସଭା ଗୃହ ରେ ଓଡିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ସାହିତ୍ୟ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ର ମିଳିତ ଅନୁକୂଲ୍ୟରେ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ! ଉକ୍ତ କାର୍ଯ୍ୟକ୍ରମର ଉଦଘାଟନି ଅଧିବେଶନ ରେ ଓଡିଶା ସାହିତ୍ୟ ଏକାଡେମୀ…
ମୃତ୍ୟୁ ଆସେ ଏମିତି : କାହାପାଇଁ ଥିଲା, କାହାର ପ୍ରାଣ ଗଲା !!!
ନୟାଗଡ (ବିଶ୍ୱଜିତ ନାୟକ) - ବାରହା ଶିକାର କରିବାପାଇଁ ବିଦ୍ୟୁତ ତାର ଲଗାଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ଏଭଳି ଏକ ଘଟଣା ଘଟିଛି ଖଣ୍ଡପଡ଼ା ଥାନା ଦତପୋଖରୀ ଗ୍ରାମରେ । ବେଣାଗାଡ଼ିଆ ପଞ୍ଚାୟତ ବରକୋଳି ଗ୍ରାମର ଆଲୋକ ଖଟୁଆ ଭୋରୁ ବିଲକୁ କାମକରିବାକୁ ଯାଇଥିଲେ | …
ବାସିବ ଅବଢ଼ା, ହସିବ ଶ୍ରୀକ୍ଷେତ୍ର :୩ ବର୍ଷରେ ଖର୍ଚ ହେବ ୩୨୦୮କୋଟି
ସ୍ୱାଧୀନ ହେଲା ଗୋବର୍ଧନ ପୀଠ
୭ଟି ବ୍ଲକକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ
ଆୟ, ଜାତିଗତ ପ୍ରମାଣ ପତ୍ର ଲାଗିବନି ଫି
ଭୁବନେଶ୍ବର : ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୩୨୦୮ କୋଟି ଟଙ୍କା । ଆଉ ଏହି ଯୋଜନା ଖର୍ଚ ହେବ ଅବଢା ଯୋଜନା ଅନ୍ତର୍ଗତ | ଆସନ୍ତା ୩…
ବାବୁ ପଢୁଛନ୍ତି ଓଡ଼ିଆ ଭାଷା, କରିବେ ଓଡ଼ିଆରେ ଫାଇଲ କାମ
ଭୁବନେଶ୍ୱର : ସରକାରୀ ବାବୁମାନେ ପାଠ ପଢ଼ିବେ ଓଡ଼ିଆ ଭାଷାରୋ ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଏବଂ ରାଜ୍ୟର ସାଧାରଣ ଲୋକଙ୍କୁ ବୁଝାଇପାରୁଥିବା ଓଡ଼ିଆ ଭାଷାରେ ସେମାନଙ୍କ ଜ୍ଞାନ ରହିବା ଜରୁରୀା ଏହି ମର୍ମରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ…
ସରିଲା ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କର ଭାଗ୍ୟ
78.96%ମତଦାନ, 24ରେ ହେବ ମତ ଗଣନା
ବରଗଡ :- ବିଜେପୁର ଉପନିର୍ବାଚନ କୁ ନେଇ କେବଳ ବିଜେପୁର ନୁହେଁ ସାରା ରାଜ୍ୟରେ ଥିଲା ଉତ୍କଣ୍ଠା । ତେବେ ବର୍ତ୍ତମାନ ସାରିଯାଇଛି ମତଦାନ । ଆଜି ସକାଳ 7 ଘଣ୍ଟା ସମୟରୁ ଆରମ୍ଭ ହେଇଥିଲା ମତଦାନ ପ୍ରକ୍ରିୟା । ଏହି ଉପନିର୍ବାଚନ ରେ ଆଜି ବହୁ ସଂଖ୍ୟାରେ…
ଯାଜପୁର ଜିଲ୍ଲାରେ ବିଜେପିର ୧୨ ଘଂଟିଆ ଜିଲ୍ଲା ବନ୍ଦ
ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ୟନୁଷ୍ଠାନ ନିଆଯାଉ:ବିଜେପି
ଯାଜପୁର/ଭୁବନେଶ୍ୱର(ଶାସକ ପ୍ରଶାସକ): ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ବିଜେଡି…
୬୦ ତମ ପୋଲିସ ସହିଦ ଦିବସ ପାଳିତ
ନୂଆପଡା.(ଅମିତ ପୁରୋହିତ) ; ନୂଆପଡା ପୋଲିସ ତରଫରୁ ଆଜି ସିଲଦା ଗ୍ରାମ ନିକଟସ୍ଥ ରିଜର୍ଭ ପୋଲିସ ପଡିଆରେ ୬୦ ତମ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ନୂଆପଡା ଏସ୍.ପି ବିନିତ କୁମାର ଅଗ୍ରୱାଲ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଦିବସ ପାଳନ ଅବସରରେ ସକାଳ ୬…
ଭାରତ-ଆମେରିକା ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍ କରିଛି ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର ପ୍ରଧାନ
ୟୁଏସ୍ଆଇଏସପିଏଫ୍ ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକା ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତାଳାପ
୨୦୧୪ ପରେ ଭାରତ ଓ ଆମେରିକା ମଧ୍ୟରେ ପାରସ୍ପରିକ ବାଣିଜି୍ୟକ ବ୍ୟବସାୟ କ୍ରମାଗତ ବୃଦ୍ଧି
୨୦୧୮-୧୯ରେ ଆମେରିକା ଠାରୁ ଭାରତ ୩.୫୮ ବିଲିୟନର ଅଶୋଧିତ ତୈଳ ଆମଦାନୀ କରିଛି…
ଭୋଟର ତାଲିକା ସଂଶୋଧନ ନିମନ୍ତେ ସମୟସୀମା ବୃଦ୍ଧି
ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ସମୟସୀମା ବୃଦ୍ଧି ସମ୍ପର୍କୀୟ ଏକ ବୈଠକ ରାଜନୈତିକ ଦଳମାନଙ୍କର ପ୍ରତିନିଧି ମାନଙ୍କ ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର…