ବିଜେପୁରରେ ପୁଣି ବିଜେଡି ଉଡାଇବ ବିଜୟ ବାନା :- ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼ :-ବିଜେପୁର ଉପନିର୍ବାଚନ ସରିଛି । ଗୋଟିଏ ଦିନ ପରେ ମତ ଗଣନା ହେବ । ନିର୍ବାଚନ ଜିତିବା ନେଇ ସମସ୍ତ ପ୍ରାର୍ଥୀ ଆଶ୍ୱସ୍ତ ଥିବା ସମସ୍ତେ ପ୍ରକାଶ କରିଛନ୍ତି ।  ବିଜେପୁର ଜିତିବା ନେଇ ପୁରାପୁରି ଆଶ୍ୱସ୍ତ ଶାସକ ଦଳ ଓ ଦଳର ନେତା ଓ ମନ୍ତ୍ରୀ । ସ୍ୱୟଂ ପ୍ରାର୍ଥୀନୀ ଶ୍ରୀମତୀ ରୀତା ସାହୁ…

ଗୁଣିଗାରେଣି ଓ ଅନ୍ଧବିଶ୍ବାସ  ବିରୋଧ ରେ ସଚେତନତା କାର୍ଯ୍ୟକ୍ରମ

  ସିନାପାଲିରୁ ନିରାକାର ମେହେର -ଦିନ କୁ ଦିନ ଅନ୍ଧବିଶ୍ୱାସ ର ବଂଶବର୍ତ୍ତୀ ବିଭିନ୍ନ ଘଟଣା ଘଟି ଯାଉଥିବା ବେଳେ ଏ ଭଳି ଏକ ଅନ୍ଧ ବିସ୍ଵାଶ କୁ ରୋକିବା ପାଇଁ ଆଜି ନୂଆପଡା ଜିଲ୍ଲା ସିନାପାଲି ଯୁଗେନପଦର ଠାରେ ଅଖିଳ ଭାରତୀୟ ଗଣ୍ଡୱନା ଗଣ୍ଡ ମହାସଭା ଓ ସିନାପାଲି ପୁଲିସ ଅନୁକୂଲ୍ୟରେ…

ବ୍ଲକ ଅଧକ୍ଷା -ବିଡ଼ିଓ ତୁ..ତୁ..ମେ..ମେ (SEE VIDEO)

 ବ୍ଲକ କର୍ମଚାରୀଙ୍କୁ ଅଧକ୍ଷାଙ୍କ ସ୍ୱାମୀ ଖରାପ ବ୍ୟବହାର ଦେଖାଉଛନ୍ତି  : ବିଡ଼ିଓ  ବ୍ଲକ କର୍ମଚାରୀ ମୋତେ ଅଣଦେଖା କରୁଛନ୍ତି -ଅଧକ୍ଷା  ଘୁ. ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଠାରେ ପୁଣି କିଛି ଦିନ ବ୍ୟବଧାନରେ ଗୋଷ୍ଠୀ ଉନୟନ ଅଧିକାରୀ(ବିଡ଼ିଓ) ଏବଂ ଅଧକ୍ଷାଙ୍କ ମଧ୍ୟରେ ତୁ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କାଉଣ୍ଟର

ଜଗତସିଂହପୁର:(ଶାସକ ପ୍ରଶାସକ )-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ହେଲପ୍ ଡେସ୍କ କାଉଣ୍ଟର ଠାରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କ୍ୟାମ୍ପ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦଘାଟନ କରିଛନ୍ତି।ଏହି କ୍ୟାମ୍ପରେ ଅନ୍ ଲାଇନ୍ ଲର୍ଣ୍ଣସ ଲାଇସେନସ୍ ପାଇଁ ଆବେଦନ କରାଯିବ।ଜିଲ୍ଲାପାଳ ଏହି କ୍ୟାମ୍ପ…

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ : ବିଶ୍ୱ ଆୟୋଡିନ ଅଭାବ,କୁପରିଣାମ ପ୍ରତିହତ ଦିବସ ପାଳିତ

ଜଗତସିଂହପୁର:(ଶାସକ ପ୍ରଶାସକ ):- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ଆୟୋଡିନ ଅଭାବ, କୁପରିଣାମ ପ୍ରତିହତ ଦିବସ ରବିବାର ଦିନ ପାଳିତ ହୋଇଯାଇଛି ।ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଗୁଞ୍ଜର ଚରଣ ମହନ୍ତ ଯୋଗଦେଇ ପ୍ରଦୀପ ଉଜ୍ଜଳନ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ, ୮ଟି ଅଭିଯୋଗ ତତ୍କାଳ ଫଇସଲା

ଜଗତସିଂହପୁର(ଶାସକ ପ୍ରଶାସକ ):-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ସୋମବାର ଦିନ ଯୁଗ୍ମଜନ ଅଭିଯୋଗ ଶୁଶାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ।ଏହି…

ଗୋଦରା କୋଡେ ଯେତେ ମାଡ଼େ ସେତେ : ଲୌହ ଦାନବ ଉଜାଡୁଛି ରାସ୍ତା, ନିରବ ପ୍ରଶାସନ

ବରଗଡ଼ :- ବରଗଡ ଜିଲ୍ଲା ବିଭିନ୍ନ ଗ୍ରାମରେ ସରକାର ଗମନାଗମନ ସୁବିଧା ପାଇଁ ବହୁ ରାସ୍ତା ତିଆରି କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ନିର୍ମାଣର କିଛି ସମୟ ଭିତରେ ରାସ୍ତା ବର୍ବାଦ ହେଇ ମରଣଯନ୍ତାରେ ପରିଣତ ହେଇଯାଇଛି । ବହୁ ଦାବି ପରେ ରାସ୍ତାଟିଏ ପାଇଥିବା ଗ୍ରାମବାସୀ ମାନେ ରାସ୍ତାଟି…

 ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ ପ୍ରସଙ୍ଗରେ ତାତିଲେ ଜନତା 

 ଜଳସେଚନ ପ୍ରକଳ୍ପକୁ ପୂର୍ଣ୍ଣକାର୍ଯ୍ୟକ୍ଷମ କରିବା ଦାବିରେ ବ୍ଲକ ଅଫିସ ସମ୍ମୁଖରେ ଅହୋରାତ୍ର ଗଣଧାରଣା  କିଶୋରନଗର /ସୁଶାନ୍ତ ମହାନନ୍ଦିଆ: ଦୀର୍ଘ ଦିନରୁ ଉପେକ୍ଷିତ ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ କରି ପ୍ରକଳ୍ପକୁ ପୁର୍ନକାର୍ଯ୍ୟକ୍ଷମ କରିବା ଦାବିରେ ଜୀବନ ଜୀବିକା ଓ କୃଷି ଜମି…

ହାତୀ ଉଜାଡିଲେ  ଧାନ ଫସଲ

କିଶୋରନଗର /ସୁଶାନ୍ତ ମହାନନ୍ଦିଆ): କିଶୋରନଗର ବ୍ଲକ ଓସ୍କାପାଲି ପଂଚାୟତ ଚଟିଆ ମାଳ ଗ୍ରାମର ପୁରୀ ବେହେରା ଓ ଭାସ୍କର ବେହେରା ଙ୍କର ବିଲରେ ଗତ ୧୯ ତାରିଖ ଶନିବାର ଦିନ ରାତିରେ ପ୍ରାୟ ୩/୪ଟି ଵିଲରେ ହାତୀ ଧାନ ଫସଲ ଖାଇବା ସହିତ ନଷ୍ଟ କରିଛନ୍ତି। ଏନେଇ  କିଶୋରନଗର ବନଅଧିକାରୀ ମାନସ୍ମିତା…

ରେଢାଖୋଲ ଡିଏଫ୍ଓଙ୍କ ଦ୍ୱାରା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦ :  ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ…

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଏକ ହାତୀ ମୃତ୍ୟୁବରଣ କରିଥିବା ସଂବାଦ ସଂଗ୍ରହ ପାଇଁ ।ଇଥିବା ବେଳେ ରେଢାଖୋଲ ଡିଏଫ୍ଓ ସାମ୍ବାଦିକ ମାନଙ୍କୁ ଦୁଃବ୍ୟବହାର କରିବା ପ୍ରତିବାଦରେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ  ଏକ ଦାବୀ ପତ୍ର ରେଢାଖୋଲ ସାମ୍ବାଦିକ…