ରେଢାଖୋଲରେ ଯୋଗଦେଲେ ନୂତନ ଉପ ଜିଲ୍ଲାପାଳ

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ରେ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଉପ ଜିଲ୍ଲାପାଳ ଭାବରେ ଶ୍ରୀ ଡୋଳାମଣୀ ପଟେଲ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି I ପୂର୍ବରୁ ଥିବା ଉପ ଜିଲ୍ଲାପାଳ ବିଶିକେସନ ଦେହୁରୀ ତାଙ୍କର ଭୂବନେଶ୍ୱର କୁ ପ୍ରମୋସନ ହେବା…

ବିଭାଗସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି,ଓଡିଶା ପକ୍ଷରୁ  ୧୯ ଓ ୨୦ ତାରିଖ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପରିଚାଳିତ ଶିଶୁ ମନ୍ଦିର ମାନଙ୍କର ପ୍ରଧାନ ଆଚାର୍ଯ୍ୟ ମାନଙ୍କ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଯାଇଛି।    …

ବିଶ୍ବ  ଆୟୋଡିନ୍  ଅଭାବ ଜନିତ ଅସୁସ୍ଥତା ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ ୟୁନିଟ କେନ୍ଦ୍ରରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ  "ବିଶ୍ବ ଆୟୋଡିନ୍ ଅଭାବ ଜନିତ…

ଗଜପତି ପୋଲିସ ପ୍ରଶାସନ ପକ୍ଷରୁ ୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ବେତାଗୁଡା଼ ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ  ସୋମବାର ଦିନ ଗଜପତି  ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୬୦ ତମ ଶହୀଦ ସ୍ମୃତି-ରକ୍ଷା ଦିବସ ପ୍ୟାରେଡ଼-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।     ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ…

ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ  :  ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗଜପତି ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।      ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଶିବିର…

 “ରକ୍ଷକ” ସଡ଼କ ସୁରକ୍ଷା ସମ୍ପର୍କିତ ସୁରକ୍ଷା ଶିବିର

ପାରଳାଖେମୁଣ୍ଡି  / ବାଳକୃଷ୍ଣ  ପାଣିଗ୍ରାହୀ : ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ   ସହରରେ ସଡ଼କ ସୁରକ୍ଷା ଦିଗରେ ସରକାରଙ୍କ ନୂତନ ମୋଟର-ଯାନ ଚଳାଚଳ ନୀତି-ନିୟମ ଉପରେ ଜନ-ସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ଏକ "ସଡ଼କ ସୁରକ୍ଷା ଓ ନିୟମ ସମ୍ବନ୍ଧୀୟ ସଚେତନତା ଅଭିଯାନ--ରକ୍ଷକ"…

ବିଭିନ୍ନ ଦାବୀ ନେଇ ଡିୱାଇଏଫଆଇର ଯୁବ-ପଦଯାତ୍ରା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :   ବିଭିନ୍ନ ଦାବୀ ଗୁଡିକୁ ନେଇ ଗଜପତି ଜିଲ୍ଲା କମିଟିର"ଭାରତର ଗଣତାନ୍ତ୍ରିକ ଯୁବ ଫେଡ଼େରେସନ(ଡିୱାଇଏଫଆଇ) ପକ୍ଷରୁ ଜିଲ୍ଲା ଆଦିବାସୀ ଅଧିକାର ମଞ୍ଚ ସହଯୋଗରେ ଜିଲ୍ଲାର କାଶୀନଗର ବ୍ଲକର ଅଲଡା ଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ  ଯୁବ-ପଦଯାତ୍ରା…

ଲୁକ୍କାୟିତ ପ୍ରତିଭା ଖୋଜି ବାହାର କରିବାର ଅନନ୍ୟ ପ୍ରଚେଷ୍ଟା “ସୁରଭି”

କୁଚେଇତାରେ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ  ସୁନ୍ଦରଗଡ଼/horachand deuria - ଦେଶରେ ପ୍ରତିଭାର ଅଭାବ ନାହିଁ । ଅନେକ ପ୍ରତିଭା ପରିଚୟ ପାଇବା ଆଗରୁ ଆଉ ପ୍ରୋତ୍ସାହନ ଅଭାବରୁ  ବନମଲ୍ଲି ପରି ବଣରେ ଝରି ଯାଆନ୍ତି । ହେଲେ ପ୍ରତିଭା ସମ୍ପନ ଅନେକ ବଣର ମଲ୍ଲୀକୁ ସମାଜ ସମ୍ମୁଖରେ ପ୍ରଦର୍ଶିତ…

2000 ବ୍ୟାଚ ଦଶମ ଶ୍ରେଣୀ ସାଙ୍ଗମାନଙ୍କ ବନ୍ଧୁମିଳନ

ସିନାପାଲି/ନିରାକାର ମେହେର -ଆଜି ବହୁ ପୁରାତନ ସାଙ୍ଗ ମାନଙ୍କ ବନ୍ଧୁ ମିଳନ ହେଇଛି ନୂଆପଡା ଜିଲ୍ଲା ସିନାପାଲି ଗ୍ରାମ ରେ ଯେଉଁମାନେ ପ୍ରଥମେ ସିନାପାଲି ବାଳିକା ଉ. ପ୍ରା ବିଦ୍ୟାଳୟ ପରେ ମଧ୍ୟ ଉ. ପ୍ରା ବିଦ୍ୟାଳୟ ଓ ତାପରେ ସିନାପାଲି ଉଚ୍ଚ ବିଦ୍ୟାଳୟ ରେ ଏକତ୍ର ହୋଇ ପାଠ ପଢି ଆସୁଥିଲେ…

ବରିଷ୍ଠ ଖେଳାଳି ମାନଙ୍କୁ ନେଇ ପ୍ରଦର୍ଶନୀ ଭେଟେରାନ ଫୁଟବଲ ପ୍ରତିଯୋଗିତା

ଜୁନାଗଡ/ ଶାସକ ପ୍ରଶାସକ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହାଦୂର ଷ୍ଟାଡିଅମ ଠାରେ ଆଜି ଜିଲ୍ଲାର ବରିଷ୍ଠ ଖେଳାଳି ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଭେଟେରାନ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଦ୍ବିତୀୟ ଭବାନୀପାଟଣା ସୁପର ଲିଗ…