Sign in
Sign in
Recover your password.
A password will be e-mailed to you.
ବିଜେପୁରରେ ମତଦାନ ଜାରି
Baragarh : ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆଜି ଚାଲିଛି ମତଦାନ ସକାଳୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବିଜେପୁର ନିର୍ବାଚନ ମଣ୍ଡଳୀ ର ମୋଟ 285 ଟି ଭୋଟ ଗ୍ରହଣ କେନ୍ଦ୍ର ରେ ବର୍ତ୍ତମାନ ସୁଧ୍ଯା ଶାନ୍ତି ଶୃଙ୍ଖଳା ର ସହିତ ମତଦାନ ଜାରି…
ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା ପ୍ରତିବାଦ : ବାମପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା ପ୍ରତିବାଦ ସହ ବିଭିନ୍ନ ୧୧ ଦଫା ଦାବୀ ନେଇ ଆଜି ଗଜପତି ଜିଲ୍ଲାର ବାମପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ କାର୍ଯାକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ମିଳିତ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲାର…
ରକ୍ଷକ ” ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ପୌରପରିଷଦ କାର୍ଯ୍ୟାଳୟ ଓ ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ସରକାରଙ୍କ ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ "ରକ୍ଷକ" ଅନୁଷ୍ଠିତ ହୋଇଯାଇଛି ।…
ଗୁମ୍ମାରେ ଶନିବାର ଦିନ ନୂତନ ମୋଟର ଆଇନ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସଭାଗୃହ ଠାରେ ଶନିବାର ଦିନ ନୂତନ ମୋଟର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପାରଳାଖେମୁଣ୍ଡି ମୋଟର ଯାନ ନିରୀକ୍ଷକ ବସନ୍ତ କୁମାର ମହାପାତ୍ର ଯୋଗ ଦେଇ ନୂତନ ଆଇନ ବିଷୟରେ ଲୋକଙ୍କୁ ବୁଝାଇ…
ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ "ନାଲସା" ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ…
ଫୋନ ଚୋରକୁ ଧଇଲା ପୋଲିସ
ବରଗଡ :- ଅଶୋକ ଚାନ୍ଦ ନାମକ ଜଣେ ବ୍ୟକ୍ତି କୁ ଆଜି ପାଇକମାଲ ପୋଲିସ ଗିରଫ କରିଛି । ଘଟଣାଟି ହେଲା ପାଇକମାଲ ସରକାରୀ ଡାକ୍ତରଖାନାର ଡାକ୍ତର ଶ୍ରୀଧର ପ୍ରଧାନ ଆଜି ମଧ୍ୟାହ୍ନ ରେ ନିଜ ଘରେ ଥିବା ସମୟରେ ଅଶୋକ ଗୋଟେ ରୋଗୀର ପଛେ ପଛେ ଡାକ୍ତର ଙ୍କର ଘରକୁ ଯାଇଥିଲା । ଡାକ୍ତର ରୋଗୀଟିକୁ ଦେଖିବା…
Odisha Travel Bazaar 2019 culminated with visit of Foreign Tour Operators on Heritage Walk &…
Bhubaneswar / SPB : After covering the most deepest part and exploring some of the beautiful destinations of Odisha in FAM trips, on the last day, the Foreign Tour Operators were taken on a Heritage Trail today to uncover the best kept…
ବାଃ ….ବୋହୁପରି ସଜେଇ ହେଉଛି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର
ଲାଗିଲା ବିଭିନ୍ନ ସରକାରୀ ସେବା ସୂଚନା ଫଳକ
ବହୁତ ବର୍ଷ ପରେ ମିଳିଲା ରୋଗୀଣାଙ୍କୁ ଶୁଖା ଖାଦ୍ୟ
ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : ବଦଳୁଛି ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୂପ | ଯାହା ଲୋକ ଆଶା କରିଥିଲେ ତାହା ବୋଧହୁଏ ସାକାର ହେବାକୁ ଯାଉଛି | ଆମେ ଶାସକ ପ୍ରଶାସକରେ…
ଖୋମନଖୋଲା ଠାରେ ମାଓ ପୋଷ୍ଟର
ଘୁ. ଉଦୟଗିରି/ଗଗନ ପ୍ରଧାନ :କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଧିନସ୍ଥ ଖୋମନଖୋଲ ଠାରେ କେକେବିଏନ ଡ଼ିବିସନାଲ ମାଓ କମଟି ପକ୍ଷରୁ ପୋଷ୍ଟର ଲାଗି ଥିବାର ସୂଚନା ମିଳିଛି. ଘଟଣାକୁ ନେଇ ଆମ ପ୍ରତିନିଧି ବାଲିଗୁଡା ଥାନାଧିକାରୀଙ୍କ ମତାମତ ଗ୍ରହଣ କରି ଥିଲେ | ଏହି ପ୍ରକାର ପୋଷ୍ଟର ଲାଗି ଥିବା…
ଏସପି ଚରଣସିଂହ ମୀନାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ :ବିଜେପି
ଯାଜପୁର ଏସପି ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ଏବଂ ତଦନ୍ତକୁ ପ୍ରଭାବିତ କରିବା ପ୍ରସଙ୍ଗ
ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ଭୁବନେଶ୍ୱର(ଶାସକ ପ୍ରଶାସକ): ଯାଜପୁର ଏସପି ମୃତକ ସ୍ମିତାରାଣୀଙ୍କ ଚରିତ୍ର ହନନ କରିବା ସହ ତଦନ୍ତକୁ…