Sign in
Sign in
Recover your password.
A password will be e-mailed to you.
ଚୋରି ବା ଦୁର୍ନୀତି ନକରିବାକୁ ନେଲେ ଶପଥ
ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗର ଦୁର୍ନୀତି ନିର୍ବାରଣ ଉପଲକ୍ଷେ ଶପଥ ପାଠ ଗ୍ରହଣ
ଭୁବନେଶ୍ୱର(ଶାସକ ପ୍ରଶାସକ): ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଖାରବେଳ ଭବନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଦୁର୍ନୀତି ନିର୍ବାଣ ସପ୍ତାହ ପାଳନ ଅବସରରେ ଏକ ଶପଥ ପାଠ ଆୟୋଜିତ…
ଶ୍ରୀ ଶ୍ରୀ ଗିରିଗୋବର୍ଧନ ପୂଜା ପାଇଁ କଳସ ଯାତ୍ରା
ସିନାପାଲିରୁ ନିରାକାର ମେହେର -ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡା ଯାଦବ ଗାଁ ରେ ପ୍ରଭୁ ଶ୍ରୀ ଶ୍ରୀ ଗିରିଗୋବର୍ଧନ ପୂଜା ର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ପ୍ରଭୁ ଶ୍ରୀ ଗିରିଗୋବର୍ଧନ ପୂଜା 16ତମ ପୂଜାରେ କଳସ ଯାତ୍ରା ଯାଦବ ଝରଣରୁ ପାଣି ଉଠାଇ କଳସ ଯାତ୍ରା ଆରମ୍ଭ…
ଆହାରକେନ୍ଦ୍ରରେ ଭୋଜନ କଲେ, ମାନ ଓ ପରିଚ୍ଛନ୍ନତା ଯାଞ୍ଚ କଲେ (ଭିଡିଓ ଦେଖନ୍ତୁ)
ବରଗଡ :- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଓ ଅଧିକାରୀ ମାନେ ଗସ୍ତ ସମୟରେ ସ୍କୁଲ, ଆହାର କେନ୍ଦ୍ର କିମ୍ବା ସରକାରଙ୍କର ଦ୍ୱାରା ପରିଚାଳିତ ଆଶ୍ରମ ଗୁଡିକରେ ଭୋଜନ କରିବେ । ଯାହାଫଳରେ କି ସେହି ସବୁ ସ୍ଥାନ ମାନଙ୍କରେ ଖାଦ୍ୟର ମାନ ଠିକ ରହିବ। ଆଜି ରାଜ୍ୟ…
ଗ୍ରାମ୍ୟଉନ୍ନୟନ ବିଭାଗରେ ଠିକାଦାର-ଯନ୍ତ୍ରୀ ଗହନ ପୀରତି
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣରେ ହେଉଛି ନଂଘା ଦୁର୍ନୀତି
ବାରିପଦା(ଦିଲ୍ଲୀପ ମହାନ୍ତି)- ଯେତେ ମୋ ସରକାର ଭେଳିକି ଦେଖା ବା ୫-ଟି, ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ପୂର୍ଣ୍ଣଚ୍ଛେଦ ଖୋଦ ବ୍ରହ୍ମା ବି ଆସିଲେ ପକାଇ ପାରିବେନି | କାରଣ ସେତ ଧରା ବନ୍ଧା ପାଠ ଉପରୁ ତଳ…
ଗଙ୍ଗା ତୁଳସୀ ଜୀବନ ଦୃଷ୍ଟିହୀନ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ
କୁଚିଣ୍ଡା (ଅଜୟ କୁମାର ବାଘ) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ଦୃଷ୍ଟିହୀନଙ୍କ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହୋ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦୃଷ୍ଟି ବାଧିତ କଳାକାର ମାନେ ମନଛୁଆଁ ଭଜନ ପରିବେଷଣ କରିଥିଲେ | କୁଚିଣ୍ଡା ବାସି ତାଙ୍କର ଗୀତ ଶୁଣି ତାଙ୍କର…
ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ
କୁଚିଣ୍ଡା (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଯୋଗଦେଇ ଥିଲେ l…
ଯାଦବ ସମାଜର ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ ଓ ନୂଆଖାଇ ଭେଟଘାଟ
ନୂଆପଡା(ଅମିତ ପୁରୋହିତ); ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଯାଦବ ସମାଜ ତରଫରୁ ଜିଲ୍ଲା ସ୍ତରୀୟ ବନ୍ଧୁ ମିଳନ ଓ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ନୂଆପଡାସ୍ଥିତ ଯାଦବ ସମାଜର ସଭାଗୃହରୁ ଏକ ସଭାଯାତ୍ରା ବାହାରି ବାଜାଗାଜା ସହନଗର ପରିକ୍ରମା କରି…
ଦୀପାବଳିର ପୂର୍ବ ସନ୍ଧ୍ୟାରେ ରାଜୁ ଭାଇ ଦେଲେ ଫଟକା ମିଠା ଓ ବହି ଖାତା
ନୂଆପଡ଼ା:- ନୂଆପଡା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ , ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ନୂଆପଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ) ଗତ କାଲି ଦୀପାବଳି ର ପୂର୍ବ ସନ୍ଧ୍ୟାରେ ଖରିଆର ରୋଡ଼ ସ୍ଥିତ ଅନ୍ୱେସା ଛାତ୍ରାବାସ ତଥା ଗୋପବନ୍ଧୁ ହାଇସ୍କୁଲର…
ଦୀପାବଳି ଉପଲକ୍ଷେ ଧର୍ମେନ୍ଦ୍ର ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର(ଶାସକ ପ୍ରଶାସକ) – ଆଲୋକର ପର୍ବ ପବିତ୍ର ଦୀପାବଳି ଉପଲକ୍ଷେ ଦେଶ ତଥା ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ…