Sign in
Sign in
Recover your password.
A password will be e-mailed to you.
ଯାଜପୁର ଜିଲ୍ଲାର ସବୁ ଥାନା ଘେରାଓ କରିବା ସହ ଏତଲା ଦାଏର କଲା ବିଜେପି
ବହୁଚର୍ଚ୍ଚିତ ସ୍ମିତାରାଣୀ ହତ୍ୟା ପ୍ରସଙ୍ଗ : ନିରପେକ୍ଷ ତଦନ୍ତ ଏବଂ ଏସପିଙ୍କ ବିବାଦୀୟ ବୟାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି
ଯାଜପୁର/ବ୍ୟାସନଗର/ଧର୍ମଶାଳା/ ବରୀ/ ଭୁବନେଶ୍ୱର,(ଶାସକ ପ୍ରଶାସକ) : ଯାଜପୁର ଜିଲ୍ଲା ପୋଲିସ ଏସପି ଶ୍ରୀ ଚରଣ ସିଂ ମିନା ଯାହାଙ୍କ କାମ ହେଉଛି ସାଧାରଣ…
“ସ୍ମିତାରାଣି ହତ୍ୟା ପ୍ରସଙ୍ଗରେ ମିଛ କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା “
ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ଦିଅନ୍ତୁ: ବିଜେପି ମହିଳା ମୋର୍ଚ୍ଚା
ଆସନ୍ତା ୨୮ ତାରିଖରେ ମହିଳା କମିଶନ କାର୍ଯ୍ୟାଳୟ ଘେରାଉ କରିବା ବିଜେପି ମହିଳା ମୋର୍ଚ୍ଚା
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର…
ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ – ଧର୍ମେନ୍ଦ୍ର ପ୍ରଧାନ
୫ଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଟୋକିଓ ଠାରେ ଜିଏଫ୍ଏସ୍ଇଏସ୍ ମନ୍ତ୍ରୀସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ
ଜାପାନ/ଭୁବନେଶ୍ୱର – ଭାରତରେ ବଢୁଥିବା ଇସ୍ପାତ୍ ଚାହିଦା ଇସ୍ପାତ୍ ଶିଳ୍ପକୁ ଦ୍ରୁତ ବିକାଶ ଆଡକୁ ନେବ ବୋଲି ପାଂଚଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓ…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଲୋକର ପର୍ବ ଦୀପାବଳି ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଲୋକର ପର୍ବ ଦୀପାବଳି ଶିଶୁ ଭାଇ ଭଉଣୀଙ୍କ ସହ ମିଶି ମହାଆଡମ୍ବର ସହ ପାଳତ ହୋଇଯାଇଛି।
ପ୍ରତ୍ୟେକ ବର୍ଷ ବିଦ୍ୟାଳୟରେ କିଛି ବିଷୟବସ୍ତୁକୁ ନେଇ ପାଳନ…
ଭାବ ଆବେଗ ମିଳନ ବିଚ୍ଛେଦ ପ୍ରେମ ବିରହର ମଧୁର ସମନ୍ୱୟରେ କବି ଗୀତାଶ୍ରୀଙ୍କ “ଶ୍ୟାମଳ ଶୂନ୍ୟତା”
ଭୁବନେଶ୍ୱର(ଶାସକ ପ୍ରଶାସକ): କବି ଡ଼ ଗୀତାଶ୍ରୀ ପ୍ରିୟମ୍ବଦଙ୍କ କବିତା ସଂକଳନ" ଶ୍ୟାମଳ ଶୂନ୍ୟତା''ଲେଖାଲେଖି ପ୍ରକାଶନି ତରଫରୁ ଆର୍ଯ୍ୟ ପାଲେସ ରେ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ଡ଼ ଫନି ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସରସସ୍ଵତ…
ବାଟ ହୁଡ଼ିଛି ବିକାଶ, ହାତ ଛାଡ଼ିଛି ପ୍ରଶାସନ : ମୌଳିକ ସୁବିଧା ସାତ ସପନ
ଗୌତମପୁର,ବୁରଘାଟ ଓ ଘୋଡାଗାଡି ଗ୍ରାମବାସୀ କଣ ସରକାରଙ୍କ ସାବତ ସନ୍ତାନ !!
ଦାବି ପ୍ରତି ଦୃଷ୍ଟି ଦେବାକୁ ବିଧାୟକଙ୍କୁ ଗ୍ରାମବାସୀଙ୍କ ଅନୁରୋଧ
(ଆଠମଲ୍ଲିକ /ସନ୍ତୋଷ ମେହେର ): ଫେଲ ମାରିଛି ଆମଗାଁ, ଆମ ବିକାଶ ଯୋଜନା, ରାଜ୍ୟସରକାରଙ୍କର ଯୋଜନା ଆଉ କେତେଦୂର? ଏଭଳି ପ୍ରଶ୍ନବାଚୀ ସୃଷ୍ଟି…
ମାସିକ ସାହିତ୍ୟ ପତ୍ରିକା “ଶୁଭ ସକାଳ” ଉନ୍ମୋଚିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ ଠାରେ ଭାଗିରଥି ପାଢ଼ୀ ସ୍ମୃତି କଳା ପରିଷଦ ଆନୁକୂଲ୍ୟରେ ଓଡ଼ିଆ ସାମୟିକ ପତ୍ରିକା "ଶୁଭ ସକାଳ" ଉନ୍ମୋଚିତ ହୋଇ ଯାଇଛି ।
ଭକ୍ତି ସଙ୍ଗୀତ ସଂସଦ ପରିସରରେ ଅନୁଷ୍ଠିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସମାଜସେବୀ…
“କଦଳିଗଡ ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ହେଉ”
ଅଭିଭାବକମାନେ ଡିଇଓଙ୍କୁ ଦେଲେ ଦାବିପତ୍ର
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳିଗଡ ହାଇସ୍କୁଲ ପ୍ରଧାନ ଶିକ୍ଷକ,ବିଜ୍ଞାନ ଶିକ୍ଷକ ,ସଂସ୍କୃତ ଶିକ୍ଷକ ,କିରାଣୀ ଏବଂ ରାତ୍ରଜଗୁଆଳି ପଦବୀ ଖାଲି ପଡିଛି I ଏଥି ମଧ୍ୟାହ୍ନ ଭୋଜନ ରେ ମଧ୍ୟ…
ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା
ବରଗଡ :- ବିଜେପୁର ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ରେକର୍ଡ଼ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହିତ…
ଭଙ୍ଗା କୁଡ଼ିଆରେ କଟୁଛି ଜୀବନ : ତେବେ କାହିଁକି ଏ ଯୋଜନା, କାହାପାଇଁ ପ୍ରଶାସନ
ଧର୍ମଗଡ଼ ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ: ସରକାର ଯୋଜନା ପରେ ଯୋଜନା କରି ଚାଲିଥିବା ବେଳେ ଅନେକ କ୍ଷେତ୍ରରେ ଏହାର ଲାଭ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛିକି ନାହିଁ ସେକଥା ଦେଖିବାକୁ କାହାରି ପାଖରେ ସମୟ ନାହିଁ । ସରକାରଙ୍କ ଏକ ଜନହିତକାରୀ ଯୋଜନା ହେଉଛି…