ଅଗଣିତ ପାଠକଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଛା

0 2

କିଏ କାହାର ଦାୟିତ୍ୱ ଭୁଲିଗଲା ଭୁଲିଯାଆନ୍ତୁ, 

ହେଲେ ଆମେ ଭୁଲିନୁ ଆମ ଉତ୍ତର ଦାୟିତ୍ୱ

“ଶାସକ ପ୍ରଶାସକ” ଗଣଙ୍କର ଥିଲା

ବଞ୍ଚିଥିବା ଯାଏଁ ଥିବ ଗଣଙ୍କ ସହିତ

ଅବିରତ,ସର୍ବଦା ଜାଗ୍ରତ ।

 

କେଉଁ ସ୍ୱର ହୀନର ସ୍ୱର ସାଜିପାରିଲୁ

କେଉଁ ଅସହାୟ ମଣିଷର ଯଦି ସାହା ହୋଇପାରିଲୁ

କାହା ଆଖିରୁ ଯଦି ଲୁହ ପୋଛି ପାରିଲୁ

କାହା ମୁହଁରେ ଯଦି ହସ ଫୁଟାଇପାରିଲୁ

ସେ ଦରୋଟି ଓଠର ହସ ହେବ

ଆମପାଇଁ ଦୁର୍ମୂଲ୍ୟ କୋଟିନିଧି

ଯୋଗାଇବ ବଞ୍ଚିବାକୁ ଜୀବନ ଅମୃତ

 

ଆପଣଙ୍କ ଆଶୀର୍ବାଦ ଓ ଭଲ ପାଇବା ଆଶାରେ…..

ଟିମ ଶାସକ ପ୍ରଶାସକ

ସମସ୍ତଙ୍କୁ ଗଣତନ୍ତ୍ର ଦିବସର ହାର୍ଦିକ ଶୁଭକାମନା

Leave A Reply

Your email address will not be published.