ଟ୍ରାକ୍ଟରକୁ ଧକ୍କା ଦେଲା ବସ୍; ୨ ମୃତ, ୨ ଗୁରୁତର On Jan 26, 2020 8 Share ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ୱଲପୁର ଜିଲ୍ଲା ଯୁଯୁମରା ଛକ ନିକଟରେ ଏକ ବସ୍ ଏକ ଟ୍ରାକ୍ଟରକୁ ପଛ ପଟୁ ଧକ୍କା ଦେବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତାହତଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି।p 8 Share FacebookTwitterGoogle+ReddItWhatsAppPinterestEmail