Sign in
Sign in
Recover your password.
A password will be e-mailed to you.
ସିଡ଼ିଏମଓ ଅଫିସର ଭିତିରି କଥା ; ଗାଡି ମରାମତି ଆଳରେ ଏକଲକ୍ଷ ୪୮ହଜାର ଟଙ୍କା ଲୁଟ !!!
ସୁନ୍ଦରଗଡ଼/ horachand deuria, - ଗୋଟିଏ ପଟେ ରାଜ୍ୟ ସରକାର ରାଜ୍ୟକୁ ଦୁର୍ନୀତି ମୁକ୍ତ କରାଯାଇଥିବା କଥା କହୁଥିବା ବେଳେ ଅନ୍ୟପଟେ "ମୋ ସରକାର" ଯୋଜନାର ଶୁଭାରମ୍ଭ କରି ଦୁର୍ନୀତି ଓ ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଡ଼ିଡ଼ିମ୍ବ ପିଟୁଛନ୍ତି | ହେଲେ ରାଜ୍ୟର ଶେଷ ସୀମାରେ…
ରାଜ୍ୟ ସ୍ତରୀୟ ସ୍କୁଲ ବ୍ଯାଣ୍ତ ପ୍ରତିଯୋଗିତା ରେ ବାଳିକା ବିଭାଗ : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ
ପଦ୍ମପୁର-ଭୁବନେଶ୍ବର ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସ୍କୁଲ ବ୍ଯାଣ୍ତ ପ୍ରତିଯୋଗିତା ରେ ବାଳିକା ବିଭାଗରୁ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ର ପୂର୍ବାଞ୍ଚଳ ଜୋନ ସ୍ତରକୁ ଉନ୍ନୀତ ହୋଇଛି। ଶିକ୍ଷକ ଗୋପାଳ ଜୀ ପ୍ରସାଦ ପାଣିଗ୍ରାହୀଙ୍କ ପରିଚାଳନା ରେ…
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଲେ ଅମୀନ
ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୁରଭଞ୍ଜ ସରକାରି କର୍ମଚାରୀଙ୍କ ଉପରେ 5ଟି ଓ ମୋ ସରକାରର ପ୍ରଭାବ ପଡିଲା ପରି ଲାଗୁନି । ଅର୍ଥାତ କର୍ମଚାରୀ ଓ ଅଧିକାରୀଙ୍କ ଭୟ ରହିବା ପରି ଓ ମାନସିକତାରେ ପରିବର୍ତ୍ତନ ହେବାପରି ଅନୁଭବ ହେଉନି । ସେ ଥାନା ବାବୁ ହୁଅନ୍ତୁ କି ଆଜିର ଧରା ପଡିଥିବା ଅମିନ…
ଖୁଣ୍ଟରେ ବାନ୍ଧିଲେ, ନିସ୍ତୁକ ଛେଚିଲେ
ମୋବାଇଲ୍ ଚୋରୀ ସନ୍ଦେହରେ ବିଜୁଳି ଖୁଣ୍ଟରେ ବନ୍ଧା ହୋଇ ନିସ୍ତୁକ ଛେଚା ଖାଇଲା ମଦୁଆ ଡ୍ରାଇଭର
ବାରିପଦା,(ଦିଲ୍ଲୀପ ମହାନ୍ତି): - ମୋବାଇଲ୍ ଚୋର ସନ୍ଦେହରେ ଆଜି ଜଣେ ମଦୁଆ ଡ୍ରାଇଭର ବିଜୁଳି ଖୁଣ୍ଟରେ ବନ୍ଧା ହୋଇ ସ୍ଥାନୀୟ ଲୋକଙ୍କ ପାଖରୁ ନିସ୍ତୁକ ଛେଚା ଖାଇଥିବାର ଘଟଣା ଘଟିଛି…
ଦ୍ୱିତୀୟ ଦିନରେ ବୁଲ୍ ବୁଲ୍ କ୍ଷୟକ୍ଷତିର ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍
ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ବାତ୍ୟା ବୁଲ୍ ବୁଲ୍ ଭଦ୍ରକ ଜିଲ୍ଲାରେ ଘଟାଇଥିବା କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତକାଲି ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଧାମରା ଅଞ୍ଚଳରେ ବିଭିନ୍ନ ପଞ୍ଚାୟତକୁ ଯାଇ ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ଆଜି ଧାମରା…
୨ ଆନ୍ତଃ ଜିଲ୍ଲା ଲୁଟେରା ଗିରଫ: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ବାଇକ ଜବତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ପୋଲିସ ଏକ ଆନ୍ତଃ ଜିଲ୍ଲା ଛିନତାଇ ଗୃପ ର ଦୁଇ ଜଣ ଲୁଟେରାଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସ୍ୱର୍ଣ୍ଣ ଅଳଙ୍କାର ଜବତ କରିଛି। ମୟୂରଭଞ୍ଜ ଏସପି ସ୍ମିଥ ପି ପରମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା…
ଗଜପତି ଜିଲ୍ଲା ରକ୍ତଦାତା ସ୍ବେଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା-ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଗଜପତି ଜିଲ୍ଲା ରକ୍ତଦାତା ସ୍ବେଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଜପତି…
କେଲେଣ୍ଡା ସ୍କୁଲରେ ପୋଷାକ ବିତରଣ ଉତ୍ସବ: ଯୋଗଦେଳେ ପଦ୍ମଶ୍ରୀ ହଲଧର
ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ କେଲେଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ତରଫରୁ ପୋଷାକ ବଂଟନ କରାଯାଇଛି । ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତି ପଣ୍ଡାଙ୍କ ସଭାପତୀତ୍ୱ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟ ଅତିଥି,…
ରାୟଗଡ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା କରିବାକୁ ଉଦ୍ୟମ : ବାଲ୍ୟ ବିବାହକୁ କିଶୋର ଓ କିଶୋରୀଙ୍କ “ନା”
ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଏକ କର୍ମଶାଳା : କିଶୋର ଓ କିଶୋରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ସଂଗଠନ ଗଠନ
ରାୟଗଡ/Saroj Sahu : ରାୟଗଡ ଜିଲ୍ଲା ପ୍ରଶାସନ, ଆକସନ ଏଡ ଓ ୟୁନିସେଫ ଓଡିଶାର ମିଳିତ ଉଦ୍ୟମରେ ରାୟଗଡ ମିଶନ ଶକ୍ତି ସଭା ଗୃହରେ ରାୟଗଡ ଜିଲ୍ଲାର ୫ ଟି ବ୍ଲକର କିଶୋର ଓ…
ଜିଲ୍ଲାସ୍ତରୀୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତା-୨୦୧୯
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରସାଶନର ମିଳିତରେ ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତା-୨୦୧୯ କାର୍ଯ୍ୟକ୍ରମ…