ରାସ୍ତା ମଝିରେ ମାଟିରୁ ବାହାରୁଚି  ଧୂଆଁ

0 1

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ସମ୍ବଲପୁର ଜ଼ିଲ୍ଲା ଅଇଁଠାପାଲି ଥାନା ପାଞ୍ଚ ଗଛିଆ ଛକ ନିକଟ ରାସ୍ତା ମଝିରେ ମାଟିରୁ ଧୂଆଁ ବାହାରିବା ର ଏକ ଭିଡ଼ିଓ ରବିବାର  ଭାଇରlଲ ହୋଇଛି l ମାଟି ତଳୁ ଧୂଆଁ ବାହାରିବା ଘଟଣା ଲୋକଙ୍କୁ ଚକିତ କରିଦେଇଛି l ତେବେ ଏହି ରାସ୍ତାରେ  ଷ୍ଟ୍ରୀଟ ଲାଇଟ ଲଗାଯାଇଥିବା ବେଳେ କେବୁଲ ପୋଡି ଏହାର ଧୂଆଁ କୌଣସି ଫାଟ ରୁ ବାହାରୁଥିବା ଲୋକେ ଆଶଙ୍କା କରିଛନ୍ତି l

 

Leave A Reply

Your email address will not be published.