ଭାବ ଭିଜା ମୁହୂର୍ତ୍ତ : ଗୁରୁଙ୍କୁ ପୂଜିଲେ, ହଜିଲା ଦିନକୁ ଖୋଜିଲେ

 ପୁୁରାତନ ଛାତ୍ର ସଂସଦ ପକ୍ଷରୁ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଗୁରୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୬୩ ବର୍ଷ ଅତିକ୍ରାନ୍ତ ହୋଇଥିବା  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପୁୁରାତନ ଛାତ୍ର…

ଗଜପତି ଜିଲ୍ଲା କାଶୀନଗର ବ୍ଲକରେ ଜନଶୁଣାଣୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଜନଶୁଣାଣୀ କାଶୀନଗର ପଞ୍ଚାୟତ ସମିତି ସଭାଗୃହ ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଦ୍ବାରା ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀରେ ୭୭ଗୋଟି ଦରଖାସ୍ତ ମାନଙ୍କର ଶୁଣାଣୀ ହୋଇଥିଲା। ତାହା ମଧ୍ୟରୁ ଏକକ ଦରଖାସ୍ତ ୬୧ଗୋଟି ,…

ଇକୋ ଟୁରିଜମ ବଙ୍ଗଳା କାହା ସ୍ୱାର୍ଥରେ ?

ନିର୍ମାଣ କୁ ଆଠ ବର୍ଷ ବିତିଗଲାଣି , ଅଥଚ କାମରେ ଲାଗି ପାରୁନି: ଖର୍ଚ୍ଚ ପରେ ଖର୍ଚ୍ଚ ହେଇଯାଇଛି ବରଗଡ :- ପଶ୍ଚିମ ଓଡିଶାର ପବିତ୍ର ଓ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର , ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତରେ ଅବସ୍ଥିତି । ବରଗଡ଼ ଜିଲ୍ଲାର ଜିଲ୍ଲାର ଏହି ପ୍ରସିଦ୍ଧ…

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଗସ୍ତ ଶେଷ

 ସେବାଶ୍ରମ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିଲେ  ନୂଆପଡ଼ା(ଅମିତ ପୁରୋହିତ): ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଦୁଇ ଦିନିଆ ନୂଆପଡ଼ା ଗ୍ରସ୍ତ ଶେଷ କରି ଫେରି ଯାଇଛନ୍ତି । ସଦର ବ୍ଲକ ପଞ୍ଚମପୁର, କୋମନା ବ୍ଲକର…

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା କାଚ ଫାକ୍ଟ୍ରି 

ଦିଲ୍ଲୀପ ମହାନ୍ତି/ବାରିପଦା- ବାରିପଦା ପୌରପରିଷଦ ଉପକଣ୍ଠ ମଞ୍ଚାବନ୍ଧା(ସ୍ୱରୂପଭିଲ୍ଲା)ସ୍ଥିତ "ଜୁହି ଇଣ୍ଟର୍ନେସନାଲ ପ୍ରାଇଭେଟ ଲିମିଟେଡ଼"କାଚ ଫେକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ। ଦୀର୍ଘ ୮ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୩ଟି ଟିମ ଆପ୍ରାଣ ଉଦ୍ୟମ ଜାରି ରଖିଛି।…

  ପୁଣି ଚର୍ଚ୍ଚାରେ ଆଇଏଫଏସ ଖୁସୱନ୍ତଙ୍କ ଦାଦାଗିରି !

 ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ ଅଭିଯୋଗ : ଥାନାରେ ମାମଲା ରୁଜୁ ନୂଆପଡ଼ା(ଅମିତ ପୁରୋହିତ): ଦୁଇ ବର୍ଷ ତଳେ ଟ୍ରାଫିକ ହାବିଲଦାର ଓ ତାଙ୍କ ପୁଅକୁ ନିସ୍ତୁକ ମାଡ ମାରି ଡିଏଫଓ ଖୁସବନ୍ତ ସିଂ ବିବାଦର ପରିସରକୁ ଆସିଥିଲେ । ଜଣେ ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ ଦେଇ ପୁଣି ଏବେ ବିବାଦରେ…

ଉପରେ କାଳିଆ କିସାନ ଚଉଠି : ହେଲେ ରାଜନୀତିର ନାଟକବାଜି ଭିତରେ ପେଷି ହୁଏ ଚାଷୀ ଏଠି ସେଠି ସବୁଠି

 ଧାନର ଅଭାବି ବିକ୍ରୀ, ଅସାଧୁ ବ୍ୟବସାୟୀ ଲାଭବାନ ଓଡ଼ଗାଁ, ନନ୍ଦିଘୋର, କୁରାଳ, ବାହାଡାଝୋଲା ଅଂଚଳରୁ ବେଆଇନ ଧାନ ଚାଳାଣ ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  : ବିଧାନ ସଭା ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ନେତା ଓ ପ୍ରଶାସକ ଚାଷୀକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦନ୍ତି । ହେଲେ…

ଦିପାଳୀରୁ ଲାଗିଲା ନିଆଁ , ଜଳିଗଲା  ୨ବଖରା  

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ୍ ରବିଗାଡ଼ିଆ ପଂଚାୟତ କୁରୁମବାଙ୍କତରା ହନୁମାନ ସାହିରେ ସୋମବାର ସନ୍ଧ୍ୟା ପ୍ରାୟ ୭ ପରେ ଅଗ୍ନିକାଣ୍ଡ ଯୋଗୁଁ ସନ୍ତୋଷ ସାହୁ(୩୫)ଙ୍କ ସମସ୍ତ ୨ବଖରା ଝାଟିମାଟି ନୁଆଁଣିଆ ନଡ଼ାଛପର ଘର ପୋଡିଜଳି ପାଉଁଶ ହୋଇଛି । ଘରେଥିବା ସମସ୍ତ ଆସବାବ ପତ୍ର ସହିତ…

ଟ୍ରାନ୍ସଫର୍ମରରେ ନିଆଁ     

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ପ୍ରାଥମିକ ସବଷ୍ଟେସନ୍ ଅଧିନସ୍ଥ ବାହାଡାଝୋଲା ଫିଡରର କୈବଲ୍ୟପୁର ଠାରେ ଥିବା ଏକ ଟ୍ରାନ୍ସଫର୍ମର ସଟସର୍କିଟ ଯୋଗୁଁ ଷୋମବାର  ରାତି ପ୍ରାୟ ୮ବେଳେ ଜଳିଗଲା । ସ୍ଥାନୀୟ ଲୋକେ ଏଦୃଶ୍ୟ ଦେଖି ଭୟଭୀତ  ହୋଇ ପଡିଥିଲେ । ନିଜ ଘରେଥିବା ମେନସୁଇଚକୁ ବନ୍ଦ…

ଧିକ ତାର ମା ପଣ :  ଜନ୍ମଦେଇ ରାସ୍ତାକଡ଼େ ଛାଡିଦେଲା ନିଷ୍ପାପ ଜୀବନ 

 ରାସ୍ତା କଡରୁ ଉଦ୍ଧାର ହେଲା ନବଜାତ ଶିଶୁ କନ୍ୟା , ଛାଡି ଗଲା ମାଁ  ମା ସଂସାରର ସବୁଠୁ ମହାନ ତଥା ଅମୃତମୟ ଶବ୍ଦ ଟିଏ | ଦୁନିଆର ସବୁଠୁ ମଧୁର ଉଚ୍ଚାରଣ | ସେ ସର୍ବଂସହା.. ଧୈର୍ୟ,ମମତା ଆଉ ସହନଶୀଳତାର ଅନ୍ୟ ନାଁ ମା |  ତା ଆଗରେ ପୁଅ ଝିଅ ସବୁ ସମାନ, ସନ୍ତାନ ପ୍ରସବ ବା ମାତୃତ୍ଵ ତା ପାଇଁ…