ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟରେ ୩୮ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଉଦଯାପିତ ।

ବାରିପଦା/ଦିଲ୍ଲୀପ ମହାନ୍ତି --ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟରେ ଦୁଇ ଦିବସୀୟ ( ୧୪/୧୫ ଡିସେମ୍ବର ତାରିଖ )୩୮ ତମ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଶନିବାର ପ୍ରଥମ ଦିନ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ…

ସ୍ତ୍ରୀଙ୍କ ମୃତଦେହ ୧୫ କି.ମି ଟ୍ରଲିରେ ବୋହିନେଲେ ସ୍ୱାମୀ

ବାରିପଦା(ଦିଲ୍ଲୀପ ମହାନ୍ତି)-: ସ୍ତ୍ରୀର ମୃତଦେହକୁ  ଟ୍ରଲିରେ ୧୫ କିଲୋମିଟରରୁ ଅଧିକ ରାସ୍ତା ବୋହିଲା ସ୍ୱାମୀ । ନିଜ ସମ୍ପର୍କୀୟଙ୍କ ଘରେ ଶବ ଦାହ କରିବାକୁ ଯାଇଥିଲେ ସ୍ୱାମୀ । କିନ୍ତୁ ସେମାନେ ମନା କରିଦେବା ପରେ ବାଧ୍ୟ ହୋଇ ଟ୍ରଲିରେ ସ୍ତ୍ରୀଙ୍କ ମୃତଦେହ ନେଇ ନିଜ ଗାଁକୁ ଆସିଥିଲେ…

ବିନା ଚେକରେ 10 ଲକ୍ଷ ଟଙ୍କା ଗାଏବ ମାମଲା : ପୋଲିସ କହିଲା ବାଉଳିରେ ହୋଇଯାଇଥିଲା ଭୁଲ

ଷ୍ଟେଟ ବ୍ୟାଙ୍କର ସଫେଇ : ୟେ ବାତ କୁଛ ହଜମ ନହିଁ ହୁଇ ବାରିପଦା,(ଦିଲ୍ଲୀପ ମହାନ୍ତି ): ସମାନ ନାମ ଏବଂ ସମାନ ଠିକଣା ପାଇଁ ହଇରାଣ ହେଲେ ଜଣେ ଅବସରପ୍ରାପ୍ତ ମହିଳା ସରକାରୀ କର୍ମଚାରୀ। ବ୍ୟାଙ୍କ୍‌ରୁ ମଗାଇଥିବା ‌ଚେକ୍‌ବୁକ ନିଜ ପାଖକୁ ନଆସି ସମାନ ନାମଧାରୀ ଆଉ ଜଣେ ମହିଳାଙ୍କ ପାଖକୁ…

ପୁଣି ଅଲୋଡା ହେଲା ଶିଶୁକନ୍ୟା

ବାରିପଦା / ଦିଲ୍ଲୀପ ମହାନ୍ତି :- ପୁଣି ଅଲୋଡା ହେଲା ଶିଶୁକନ୍ୟା । ଏପରି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ । ଆଜି ସ୍ପଷ୍ଟ ଦିବାଲୋକରେ କେହି ଜଣେ ୧୦/୧୫ ଦିନର ଶିଶୁକନ୍ୟା ଟିକୁ ବେତନଟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଛାଡି ଚାଲିଯାଇଛନ୍ତି ।…

ନବୀନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଦାବିପତ୍ର ଦେଲା ନବନିର୍ମାଣ କୃଷକ ସଙ୍ଗଠନ

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ  ବିରୋଧରେ ମାମଲା ରୁଜୁ ନିମନ୍ତେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବିପତ୍ର ପ୍ରଦାନ ବାରିପଦା(ଦିଲ୍ଲୀପ ମହାନ୍ତି)- ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ମାଧ୍ୟମରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ…

ଟ୍ରାକ୍ଟର ଉପରୁ ତଳେ ପଡି ନାବାଳକ ମୃତ

ପଦ୍ମପୁର/ ଶାସକ ପ୍ରଶାସକ:- ପଦ୍ମପୁର ବ୍କକ  ଅନ୍ତର୍ଗତ ସର୍ଗବାହାଲ ପଞ୍ଚାୟତ ଅଧିନସ୍ଥ ପଞ୍ଚାୟତ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ହରିଜନ ପଡାର କିଶୋର କୁମ୍ଭାରଙ୍କ ପୁଅ ଆନନ୍ଦ କୁମ୍ଭାର(୧୨) ଟାକ୍ଟର ଉପରୁ ତଳେ ପଡି ମୃତ୍ୟୁ ଘଟିଛି। କିଶୋର କୁମ୍ଭାର ଜଣେ ଅତି ଗରିବ ଲୋକ…

ଘେସଁର ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଶୀତକାଳୀନ ସାହିତ୍ୟ ଉତ୍ସବ ଓସ୍

ବରଗଡ଼/ଶାସକ ପ୍ରଶାସକ : ବରଗଡ ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ଓ ସାରସ୍ବତ ପୀଠ ଘେସଁର ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଶୀତକାଳୀନ ସାହିତ୍ୟ ଉତ୍ସବ ଓସ୍ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ କବି ଅଶୋକ କୁମାର ପୂଜାହାରୀଙ୍କର କବିତା ସଙ୍କଳନ ଉକିଆ ଆଡକେ ପାହାଟେ ଏବଂ ଡ. ସୁବାଷ ମେହେରଙ୍କ ର…

ବାଫଲିମାଳୀ ଖଣି ଅଂଚଳରେ ପରିବେଶ ଓ ଖଣିଜ ସଚେତନତା କାର୍ଯ୍ୟକ୍ରମ

 ରାୟଗଡ(ସରୋଜ ସାହୁ) :  ଆଂଚଳିକ ପରିବେଶ ଓ ଖଣିଜ ସ୍ୱତନ୍ତ୍ରତା କାର୍ଯ୍ୟକ୍ରମ ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫଲିମାଳୀ ଖଣି ଅଂଚଳରେ ବହୁତ ଉତ୍ସାହ ସହ ପାଳିତ ହୋଇଯାଇଛି । ଭୂବନେଶ୍ୱର ସ୍ଥିତ ସୋସାଇଟି ଅଫ ଜିଓ ସାଇନଟିଷ୍ଟ ଅଫ ଆଲାଏଡ ଟେକ୍ନୋଲୋଜିଷ୍ଟଙ୍କ ତତ୍ୱାବଧାନରେ…

୯ ହତ୍ୟା ଅଭିଯୁକ୍ତଙ୍କୁ ରାୟଗଡ ଜିଲ୍ଲା ଦୌରାଜଜ୍  ଦେଲେ ସଶ୍ରମ ଆଜୀବନ କାରାଦଣ୍ଡ

ରାୟଗଡ (ସରୋଜ ସାହୁ): ରାୟଗଡ ଜିଲ୍ଲା ଦୌରାଜଜ୍ ଶ୍ରୀ ସୋମ ଶୋଖର ଜେନା ଏକ ହତ୍ୟାକାଣ୍ଡ ମାମଲାରେ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ପାରିପାଶ୍ୱିର୍କ ପରିସ୍ଥିତିର ବିଚାର କରି ଉକ୍ତ ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ସଶ୍ରମ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରାପ୍ତ ଘଟଣାରୁ ପ୍ରକାଶ ଯେ,…

ରାୟଗଡ ଜିଲ୍ଲାରେ ମାତ୍ର ୫୦ ଜଣ କୁଷ୍ଠ ରୋଗୀ 

ରାୟଗଡ(ସରୋଜ ସାହୁ) : ରାୟଗଡ ଜିଲ୍ଲାରେ ଡେଙ୍ଗୁ ଓ କଲେରାରେ ଆକ୍ରାନ୍ତ ହୋଇ ଅନେକ ଲୋକ ଜୀବନ ହରାଇଥିବାର ଚର୍ଚ୍ଚା ହେଉଥିବା ବେଳେ ଏବେ ଏକ ରୋଗ ଏହି ତାଲିକାରେ ଯୋଡି ହୋଇଯାଇଛି । ଜିଲ୍ଲାର ଗ୍ରାମାଂଚଳରେ ୫୦ ଜଣ କୁଷ୍ଠ ରୋଗିଙ୍କୁ ସଂପ୍ରତି ଚିହ୍ନଟ କରାଯାଇଥିବା ଜଣାପଡିଛି । ଜାତୀୟ କୁଷ୍ଠ…