ମାଁ ପନ୍ଥେଇଙ୍କ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ  କୁଶବଣିଆ ମାଁପନ୍ଥେଇଙ୍କ ପୀଠରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁଥିବା ଅଷ୍ଟପ୍ରହରୀ ନାମ ଯଜ୍ଞର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ନିଷ୍ପତି ଅନୁସାରେ ଚଳିତ ବର୍ଷ ଅନୁଷ୍ଠିତ ନାମଯଜ୍ଞରେ ମାର୍ଗ ଦର୍ଶକ ଭାବରେ…

ବିଜୁଳି ବିଲ : ୨୫ ହଜାର ଟଙ୍କାରୁ ଉର୍ଧ୍ଵ  ବାକିଆ ପଡିଥିବା ଉପଭୋକ୍ତାମାନଙ୍କୁ ନୋଟିସ ଦିଆଯାଉ-କ୍ୟାପଟେନ ମିଶ୍ର  

ଶକ୍ତି ବିଭାଗର ୫"ଟି' ସଂପର୍କିତ ସମୀକ୍ଷା ବୈଠକ ଭୁବନେଶ୍ୱର, (ଶାସକ ପ୍ରଶାସକ):  ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟ ଶଙ୍କର ମିଶ୍ର ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା…

ଭାଲୁଖାଇ ଗାଁରେ  ଭାଲୁ ଆକ୍ରମଣ : ବୃଦ୍ଧ ଗୁରୁତର

ବଲାଙ୍ଗିର: (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )-ବେଲପଡା ଥାନା ସରମୁହାଣ ଗ୍ରାପ ଅନ୍ତର୍ଗତ ଭାଲୁଖାଇଗ୍ରାମରେ ଭାଲୁ  ଆକ୍ରମଣରେ ଜଣେ ବୃଦ୍ଧ ଟଙ୍କଧର ସାହୁ (୬୦) ଗୁରୁତର ହୋଇଛନ୍ତି । ନିଜ କପା କିଆରିରେ ଦିନ ୧୨ଟା ସମୟରେ ଟଙ୍କ କପା ତୋଲୁଥିବା ସମୟରେ ଏକ ଭାଲୁ ବାହାରି ଆକ୍ରମଣ…

ମର୍ମନ୍ତୁଦ ସଡକ  ଦୁର୍ଘଟଣା -୧ମୃତ ୧ ଗୁରୁତର: କ୍ଷତିପୁରଣ ଦାବୀରେ ରାସ୍ତାରୋକ

ତହସିଲଦାର /ଏବିଡିଓ ବେଲପଡାଙ୍କ ହସ୍ତେକ୍ଷପ ପରେ ରାସ୍ତାରୋକ ହଟିଲା ଠିକାଦାରଙ୍କ ମନମାନୀ ଯୋଗୁ ଚାଲିଗଲା ନିରୀହ ଜୀବନ । ବଲାଙ୍ଗିର: (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସୋମବାର ବିଳମ୍ବିତ ରାତ୍ରୀରେ ଯୁବାଗ୍ରାମର ଭରଦ୍ୱାଜ ଆଶ୍ରମ ନିକଟ…

ବ୍ୟସ୍ତ ଜୀବନ ଭିତରୁ ଫର୍ଚ୍ଚାରେ କେତୋଟି ମୁହୂର୍ତ୍ତ 

 ପ୍ରେସ ୟୁନିୟନ ରାୟଗଡ ଓ ଉତ୍କଳ ସମ୍ବାଦିକ ସଙ୍ଘ ରାୟଗଡ ଶାଖା ପକ୍ଷରୁ ବଣଭୋଜି ଆଉ ବନ୍ଧୁ ମିଳନ  ରାୟଗଡ(ସରୋଜ ସାହୁ) :  ସ୍ଥାନୀୟ ସଙ୍କେଶ ମନ୍ଦିର ନିକଟସ୍ଥ ସୌନ୍ଦର୍ଯ୍ୟ ପୂର୍ଣ୍ଣ ପ୍ରାକୃତିକ ପରିବେଶରେ ଥିବା ବଣଭୋଜି କରାଯାଉଥିବା ସ୍ଥାନରେ ପ୍ରେସ ୟୁନିୟନ ରାୟଗଡ ଓ ଉତ୍କଳ ସାମ୍ବାଦିକ…

  କଂସ ପ୍ରତାପରେ ଥରିବ ମଥୁରା ଓ ଗୋପ ନଗରୀ : ଦିନ କେଇଟା ବାକି, ଚାଲିଛି ଆଖଡ଼ା( PLS SEE VIDEO)

ବରଗଡ :- ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବ ବିଶ୍ୱର ସର୍ବ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଏହି ଧନୁଯାତ୍ରା  ସମୟରେ ଦୀର୍ଘ ଏଗାର ଦିନ ବରଗଡ଼ ମଥୁରା ନଗରୀରେ ଓ ଅମାପାଳି ଗୋପପୁର ରେ ପରିଣତ ହେଇଯାଏ ।  ବରଗଡ଼ ଓ ଅମ୍ବାପାଲି ମଝିରେ ବହି ଯାଇଥିବା ଜୀରାନଦୀ…

କମିରା ପରମାନନ୍ଦ ବାଳ ଅନାଥ ଶ୍ରମରେ ରକ୍ତଦାନ ଶିବିର :୪୦  ୟୁନିଟ୍ ରକ୍ତ ସଂଗ୍ରହ 

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର କମିରା ପରମାନନ୍ଦ ବାଳ ଅନାଥାଶ୍ରମରେ ଆଜି ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସମାଜସେବୀ ରାମ ପ୍ରସାଦ  କଂନ୍ ଓ  ସମ୍ମାନୀୟ ଅତିଥି ସମାଜସେବୀ ଶତ୍ରୁଘନ ମେହେର…

ତୃତୀୟ ମହଲା ସ୍କାନରରେ ମନ୍ତ୍ରୀ ଟୁକୁନି ସାହୁଙ୍କ ବିଭାଗ 

ମୋ ସରକାରରେ ସାମିଲ ହେଲା ମହିଳା ଶିଶୁ କଲ୍ୟାଣ ବିଭାଗ ଓ ମିଶନ ଶକ୍ତି  ଭୁବନେଶ୍ୱର : ଭାୟା ମିଡିଆ ଛାଡି ତୃତୀୟ ମହଲାର ସ୍କାନରକୁ  ସିଧାସଳଖ ଆସୁଛି ଗୋଟିଏ ପରେ ଗୋଟିଏ ବିଭାଗ । ସ୍ୱାସ୍ଥ୍ୟ, ଘରୋଇ, ପଞ୍ଚାୟତିରାଜ ନଗର ଉନ୍ନୟନ , କୃଷି , ଉଚ୍ଚଶିକ୍ଷା, ଆଦି ବିଭାଗ ମୋ ସରକାରରେ ସାମିଲ…

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଭୟରେ ଜନତା :ମୁଖ୍ୟମନ୍ତ୍ରୀ ଅଚିନ୍ତା -ପ୍ରଦିପ୍ତ ନାଏକ

  ଆନ୍ଧ୍ରରେ ୭୨, ତାମିଲନାଡୁ ୬୯, ପଶ୍ଚିମବଙ୍ଗରେ ୮୮  ଓ ମହାରାଷ୍ଟ୍ରରେ  ଅଛି୧୦୦ଟି ଫାଷ୍ଟଟ୍ରାକ କୋର୍ଟ    ଓଡ଼ିଶାରେ ମହିଳା ବିରୋଧୀ ହିଂସାର ବିଚାର ପାଇଁ ନାହିଁ ଗୋଟିଏ ବି ଫାଷ୍ଟଟ୍ରାକ କୋର୍ଟ    ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମହିଳା ଥାନା ନାହିଁ କାହିଁକି  ଭୁବନେଶ୍ୱର,(ଶାସକ…

କୁଶ ପାଣି ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ସୋନପୁରକୁ ହରାଇ ପାନସିଆଲି ଚାମ୍ପିୟନ ।

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମଲପୁର ଠାରେ ଚାଲିଥିବା ୧୧ ତମ କୁଶପାଣି ସାହୁ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ୧୨ -୧୨,୫-୫ ଓ ସୁପର -୨ ଓଭର ବିଶିଷ୍ଟ ଫର୍ମାଟରେ ଖେଳିଯାଇଥିଲା । ସୋନପୁର ଦଳ…