ଝାଉଁଳି ଗଲେଣି ଭୂମିଜ ସହଚରୀ-ମୁରଲୀଙ୍କୁ ଝୁରି ଝୁରି , ପ୍ରଶାସନର ପ୍ରତାରଣା ସାଜିଛି ବଇରୀ

ଉଚ୍ଛନ୍ନ ହୋଇଯାଇଛି ସେମାନଙ୍କ ସଂସାର : ନ୍ୟାୟ ଟିକେ ବି ଦେଇ ପାରିଲେନି "ମୋ ସରକାର " !!!! ସୁନ୍ଦରଗଡ଼(ହୋରାଚାନ୍ଦ  ଦେଉରିଆ) - ସେମାନଙ୍କ ସଂସାର ଉଚ୍ଛନ୍ନ ହୋଇଯାଇଛି | ଆଖିର ପିତୁଳା ଚାଲିଯାଇଛି | ସେମାନେ ନିର୍ବାକ ହୋଇଯାଇଛନ୍ତି | ଚାରିଦିଗ ସେମାନଙ୍କ ପାଇଁ ଅନ୍ଧାର | ମାଟି ମଂଥକୁ…

ମେଟ୍ରୋନଙ୍କୁ କାର୍ଯ୍ୟରୁ ନିଲମ୍ବନ ପ୍ରତିବାଦରେ ସଂଘ ପକ୍ଷରୁ ଧାରଣା

 ବାରିପଦା(ଦିଲ୍ଲୀପ ମହାନ୍ତି )-ବିନା କାରଣ ଦର୍ଶାଅ ନୋଟିସରେ ଜଣେ ମେଟ୍ରୋନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ପ୍ରତିବାଦରେ  ମେଟ୍ରନ ସଂଘ ପକ୍ଷରୁ ସୋମବାର ମୟୁରଭଞ୍ଜ  ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ।ତେବେ କିଛି ମାସ ପୂର୍ବରୁ ଖୁଣ୍ଟା ବ୍ଲକ ଅଧିନ ଏସଏସବି…

“ମୋ ସରକାର”ରେ ପୁଣି ଏକ୍ସପାଇରୀ ସାଲାଇନ ରୋଗୀଙ୍କୁ !!!

ଏକ୍ସପାଇରୀ ସାଲାଇନକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ବାରିପଦା(ଦିଲ୍ଲୀପ ମହାନ୍ତି )-   ମୟୂରଭଞ୍ଜ ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ବିବାଦ ଥମିବାର  ନାଁ ଧରୁନାହିଁ  । ପୁଣି ଏକ ଅସହାୟ ରୋଗୀକୁ ଡାକ୍ତର ଦେଲେ ଏକ୍ସପେରି ସାଲାଇନ। ଚିକିତ୍ସା ନାମରେ ରୋଗୀର ଜୀବନ ସହ…

କନ୍ୟାଶ୍ରମ ବୁଲିଲେ ମନ୍ତ୍ରୀ : ଝିଅମାନଙ୍କୁ କହିଲେ “ଆମେ ତମ ଗ୍ରିଭାନ୍ସ ଶୁଣିବୁ, ଆମର ବି କଥା ତମେ…

ଦିନିକିଆ କଳାହାଣ୍ଡି ଗ୍ରସ୍ତ ରେ ଆଦିବାସୀ  କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା  ଜୁନାଗଡ (ଆଦିତ୍ୟ ମହାନ୍ତି) ଓଡିଶା ସରକାରଙ୍କ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜୁନାଗଡ ବ୍ଲକର ଗୋଲାମୁଣ୍ଡା. ଜୁନାଗଡ ଓ କୁରୁଗୁଡା ଆବାସିକ ବିଦ୍ୟାଳୟ ପରିଦର୍ଶନ…

ସିଆଲଟିରେ  ବୁଢାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ : “ସର୍ବଧର୍ମ”କୁ ହରାଇ କୁଳିଆପାତର ବିଜୟୀ 

ସିନାପାଲି ରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗ୍ରାମ ପଂଚାୟତ ଅନ୍ତର୍ଗତ ସିଆଲଟି ଗ୍ରାମରେ ବୁଢାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ! ଫାଇନାଲ ମ୍ୟାଚରେ ସିନାପାଲିର  ସର୍ବଧର୍ମ ଟିମକୁ ହରାଇ କୁଳିଆପାତର ଚାମ୍ପିୟନ ହୋଇଛି  !…

ବଡ଼ବିଲ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ବିଦ୍ୟାଳୟ ପରିସରରେ  ଉଦଘାଟିତ ହୋଇଛି। ଏହି କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ  ଅବସର ପ୍ରାପ୍ତ ଶିକ୍ଷକ ପ୍ରସନ୍ନ ମହାନ୍ତ ଯୋଗ ଦେଇ କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ। ଏହି ଉତ୍ସବରେ ସମ୍ମାନିତ…

ବାଦୀକଟା ଠାରେ ବିଲାତି ବାଇଗଣ ଚାଷୀଙ୍କ ସମାବେଶ 

ପଦ୍ମପର-ବରଗଡ ଜିଲ୍ଲାର ଅଧିବାସୀ ଚାଷ ଉପରେ ନିର୍ଭର କରି କରିଥାନ୍ତି  । ପଦ୍ମପୁର ଉପଖଣ୍ଡ ଏକ ମରୁଡି ପ୍ରପୀଡ଼ିତ ଅଂଚଳ ହୋଇଥିବା ହେଲେ ସବୁ ସମୟରେ ଧାନ ଅମଳର ପରିମାଣ କମିଯାଇଥାଏ  । କମ ପାଣିରେ ପନିପରିବା ଚାଷ କରି ପଦ୍ମପୁର ଉପଖଣ୍ଡର ଚାଷି ଲାଭାନ୍ୱିତ ହେବା ପାଇଁ ଚ୍ୟହେଷ୍ଟ କରିଥାନ୍ତି …

ଶିଳ୍ପ ବିପ୍ଲବ ୪.୦ରେ ମାଲିକ ହେବେ ଭାରତୀୟ – ଧର୍ମେନ୍ଦ୍ର ପ୍ରଧାନ

ଭାରତ କେମିକାଲ ଇଞ୍ଜିନିୟରିଂ କଂଗ୍ରେସର କେମକନ୍ ୨୦୧୯ର ଉଦ୍ଘାଟନ ସମାରୋହରେ କେନ୍ଦ୍ରମନ୍ତ୍ରୀ  ଦେଶର ଅର୍ଥନୀତିର ବିକାଶରେ ରସାୟନ ବିଜ୍ଞାନ ବିଭାଗର ରହିବ ଗୁରୁତ୍ୱପୂର୍ଣ୍ଣ ଭୂମିକା  ପଲିସି ନିର୍ମାତା, ଅନୁଷ୍ଠାନ  ଏବଂ ଶିଳ୍ପର ତାଳମେଳ ହିଁ ସବୁ ଆହ୍ୱାନକୁ ସାମ୍ନା କରିପାରିବ…

ଉନ୍ନତ ଧାନ ବିକ୍ରି କରି ମିର୍ଲସଙ୍କଠୁ ସମ୍ମାନିତ ହେଲେ ଚାଷୀ  ।

ବରଗଡ(ଶାସକ ପ୍ରଶାସକ)-ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲା । ଚାଷ ଏବଂ ଚାଷିକୁ ହିଁ ନେଇ ବରଗଡ ଜିଲ୍ଲାର ରିଚୟ ହେଉଥିବା ବେଳେ ଏହାର ପଦ୍ମପୁର ଉପଖଣ୍ଡ ଏକ ମରୁଡି ଅଂଚଳ । ତାପରେ ମଧ୍ୟ ଚାଷି ପ୍ରତି ବର୍ଷ ପରିଶ୍ରମ କରି ଯଥା ଶକ୍ତି ଉପାର୍ଜନ କରନ୍ତି ସୁନର ଫସଲ । ହେଲେ ବିକିବା ବେଳେ କଟନି…

ପ୍ରଭାରୀ ଅରୁଣ ସିଂଙ୍କ ପ୍ରଥମ ଓଡିଶା ଗସ୍ତ :ଭୁବନେଶ୍ୱରରେ ରାଜ୍ୟ ବିଜେପି ତରଫରୁ ବ୍ୟାପକ ସ୍ୱାଗତ 

 ନାଗରିକତା ସଂଶୋଧନ ଆଇନ ପାଇଁ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅଭିନନ୍ଦନ   ଡିସେମ୍ବର ମାସ ସୁଦ୍ଧା ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ  ଭୁବନେଶ୍ୱର, (ଶାସକ ପ୍ରଶାସକ) ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ରାଜ୍ୟ ବିଜେପିର ପ୍ରଭାରି…