Sign in
Sign in
Recover your password.
A password will be e-mailed to you.
ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କଲେ କୃଷିମନ୍ତ୍ରୀ ଡ଼ ଅରୁଣ
କୃଷି କ୍ଷେତ୍ରରେ ସଫଳତା ପାଇଁ ଓଡିଶାକୁ ଉତ୍କର୍ଷତା ପୁରସ୍କାର
Bhubaneswar(Shasak Prashasak)କୃଷି କ୍ଷେତ୍ରରେ ଉତ୍କର୍ଷ ପାଇଁ ଓଡ଼ିଶାକୁ "ସମୂହ ଖାଦ୍ୟଶସ୍ୟ ଉତ୍ପାଦନ" "ପ୍ରଶଂସା ପୁରସ୍କାର"ମିଳିଛି । କୃଷି କ୍ଷେତ୍ରରେ ଉତ୍କର୍ଷତା ପାଇଁ କର୍ଣ୍ଣାଟକ ତୁମ୍କର୍ରେ ଓଡିଶାକୁ…
୮ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ-୨୦୧୯ ଉଦ୍ଯାପିତ
ଦ୍ବିତୀୟ ସନ୍ଧ୍ୟାରେ "ସ୍ରଷ୍ଟା" ,ଶେଷ ରଜନୀରେ "ଭଗ୍ନାଂଶ" ଓ " ମିଟି କା ରିସ୍ତା "
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଏବଂ ମଞ୍ଚ ନାଟକର ପୁନଃରୁଦ୍ଧାର ଓ ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ପଡିଆ ଠାରେ ଜିଲ୍ଲାର…
ଡ଼ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ରାଜ୍ୟକୁ…
ଅଣସର ଘରୁ ବାହାରି ଶେଷରେ ନଗର ଭ୍ରମଣରେ ଯିବେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ !
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବ୍ୟବସ୍ଥା ସମ୍ପର୍କରେ ତଦନ୍ତ ପାଇଁ କମିଟି ଗଠନ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ
ତିନି ଦିନରେ ରିପୋର୍ଟ ଦାଖଲ କରିବାକୁ କଣ୍ଟ, ରିପୋର୍ଟ ମିଳିବା ପରେ ବାଲେଶ୍ୱର ଗସ୍ତରେ ଯିବେ
ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ସେପଟେ…
ବାରୁଣୀ ପୋଲରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ଶବ(See the video and share pls)
ବାରିପଦା (ଦିଲ୍ଲୀପ ମହାନ୍ତି)-ବାରିପଦା ସହରର ବାରୁଣୀ ଶିବମନ୍ଦିର ନିକଟରେ ଥିବା ଜରାଳୀସରାଳୀ ନଦୀ ପୋଲରେ ଝୁଲନ୍ତା ଅବସ୍ଥାରେ ଜଣେ ଅପରିଚିତ ବ୍ୟକ୍ତି ଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ଏହି ମୃତ ବ୍ୟକ୍ତି ଙ୍କ ବୟସ ଆନୁମାନିକ ୫୦ ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ପୋଲର ବାଡାରେ…
ଗୋପାଳଗାଁ କଲଚରାଲ କ୍ଲବର ବାର୍ଷିକ ଉତ୍ସବ
ବାଲେଶ୍ୱର,(ଉଜ୍ଜ୍ୱଳ କର): ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲେଶ୍ୱର ସହରର ଗୋପାଳଗାଁ କଲଚୁରାଲ କ୍ଲବର ଚତୁର୍ଦଶ ବାର୍ଷିକୋତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ମୁଖ୍ୟ ଅତିଥି ଭାବେ…
ନୂଆବର୍ଷର ପ୍ରଥମ ଦିନରେ ଉତ୍ସବର ମାହୋଲ
ବାଲେଶ୍ୱର,(ଉଜ୍ଜ୍ୱଳ କର ): ୨୦୧୯ ମସିହାକୁ ବିଦାୟ ଦେବା ସହ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷ ୨୦୨୦ ମସିହାକୁ ଧୁମଧାମରେ ପାଳନ କରାଯାଇଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ଉସôବର ମାହୋଲ ପରିଲକ୍ଷିତ ହୋଇଛି । ସବୁ ବର୍ଗର ଲୋକେ ନିଜ ନିଜ ଢଙ୍ଗରେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ବର୍ଷର…
ମୁଁ ବଂଚିଥିବା ପର୍ଯ୍ୟନ୍ତ ଗନ୍ଧମାର୍ଦନ ରେ ଖଣି ଖନନ କରାଇଦେବିନି : ପ୍ରଦୀପ ପୁରୋହିତ
ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ୩୫ ତମ ବାର୍ଷିକ ସମାବେଶ :ଗନ୍ଧମାର୍ଦନ ସୁରକ୍ଷା ପାଇଁ ବ୍ରଜ ଶପଥ
Padmapur/Paikamal(Shasak Prshasak):- ଆଜି ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ର ୩୫ତମ ବାର୍ଷିକ ସମାବେଶ ରେ ଗନ୍ଧମାର୍ଦନ ସୁରକ୍ଷା ପାଇଁ ପୁଣି ଆନ୍ଦୋଳନ କର୍ମୀ ମାନେ ବ୍ରଜ ଶପଥ…
କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଜାନୁଆରୀ ୬ ଏବଂ ୭ରେ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଚଳିତ ଜାନୁଆରି ୬ ଏବଂ ୭ ତାରିଖ ୨ ଦିନ ଧରି ମହାସମାରୋହରେ ଅନୁଷ୍ଠିତ ହେବ I ଏଥି ପାଇଁ କଦଳୀଗଡ ପଞ୍ଚାୟତ ଅଞ୍ଚଳ ଚଳ ଚଞ୍ଚଳ ହୋଇ ଉଠିଲାଣି I…
ଇଂରାଜୀ ନବବର୍ଷରେ ପଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟବାସୀଙ୍କୁ ଇଂରାଜୀ ନବବର୍ଷ ୨୦୨୦ର ଶୁଭେଚ୍ଛା ଜଣାଇଲେ
ପ୍ରଭୁଙ୍କ କୃପାରୁ ଓଡିଶା ଆହୁରି ସମୃଦ୍ଧ ହେଉ
ଲିଙ୍ଗରାଜ ମନ୍ଦିରର ଚତୁଃପାଶ୍ୱର୍ ସୌନ୍ଦର୍ଯ୍ୟକରଣକୁ ପ୍ରଶଂସା
ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଲିଙ୍ଗରାଜ ସମେତ ସବୁ ମନ୍ଦିରର ସୁରକ୍ଷା ହେବା ଉଚିତ୍…