ଦିଲ୍ଲୀପ ପଣ୍ଡା ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର : ବିଜେପୁର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ସବୁ ଦଳ ଏହାକୁ ନେଇ ତତ୍ପର ହୋଇ ପଡିଛନ୍ତି । ପ୍ରାର୍ଥୀ ଚୟନ କୁ ନେଇ ବିଜେଡି ବିଜେପିରେ ତର୍ଜମା ଚାଲିଥିବା ବେଳେ ଗତ ନିର୍ବାଚନରେ ନୈରାଶ୍ୟଜନକ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଘୋଷଣାରେ ଫାଷ୍ଟ ହୋଇଯାଇଛି ।…

କଳାହାଣ୍ଡି ଜିଲ୍ଲାର ସମସ୍ତ ପୌରାଞ୍ଚଳରେ ସ୍ମାର୍ଟ ପାର୍କ ଓ ଶ୍ମଶାନ ନିର୍ମାଣ କରାଯିବ

ଜଳସଂପଦ ବିଭାଗ ସହାୟତାରେ ପୌରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଉନ୍ନତିକରଣ କରାଯିବ : ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଜେନା ଭୁବନେଶ୍ୱର(SPB) : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ପୌରପରିଷଦ ସମେତ କେସିଙ୍ଗା, ଧର୍ମଗଡ଼ ଓ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦକୁ  ଗୋଟିଏ ଲେଖାଏ  ସ୍ମାର୍ଟ ପାର୍କ…

“ମୁଁ ବି ମାନୁଛି ଟ୍ରାଫିକ ନିୟମ–ଆପଣ ମଧ୍ୟ ମାନନ୍ତୁ ଏହି ଟ୍ରାଫିକ ନିୟମ “

ନୂତନ ଟ୍ରାଫିକ ନିୟମକୁ ନେଇ ଗାଡ଼ି ଚାଳକଙ୍କୁ ସଚେତନତା ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ନୂତନ ଟ୍ରାଫିକ ନିୟମ ଗୁଡ଼ିକ ଉପରେ ଇଣ୍ଡିଆନ ୟୁଥ୍ ଆସୋସିଏସନ ଏବଂ ଗଜପତି ଜିଲ୍ଲା ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜାତୀୟ ସେବା ଯୋଜନାର ୟୁନିଟ-୧ ପକ୍ଷରୁ ସଚେତନତା ବୈଠକ 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ-୧ ଆନୁକୂଲ୍ୟରେ ଏକ ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଜାତୀୟ ସେବା ଯୋଜନା ୟୁନିଟ ଅଧିକାରୀ ଡ଼ଃ. ଭାରତୀ…

ଦମ ଦେଖାଇଲା କଳାହାଣ୍ଡି ପୋଲିସ :  ଗଣ ଦୁଷ୍କର୍ମ-ଭିଡିଓ ଭାଇରଲ ଘଟଣାର ସବୁ ଅଭିଯୁକ୍ତ ଗିରଫ 

ଗଙ୍ଗାଧରଙ୍କ ରଣନୀତି ଓ ପୋଲିସର ଉଦ୍ୟମ ଆଣିଲା ସଫଳତା ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜୁନାଗଡ଼ ଥାନା ଜରିଂ ନିକଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଭିଡ଼ିଓ ଭାଇର।ଲ ଘଟଣାରେ  କଳାହାଣ୍ଡି ପୁଲିସକୁ ମିଳିଛି  ବଡ ସଫଳତା | ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ…

କମେଣ୍ଟ ମରା ନେଲା ଦୁଇ ମୁଣ୍ଡ 

ଯୁଜୁମୁରା ରେ ଲୋମଟାଙ୍କୁରା ନୃଶଂସତା : କମେଣ୍ଟମରାରୁ ଡବଲ୍‌ ମର୍ଡର କମେଣ୍ଟମରାକୁ ନେଇ ଗାଁ ମଝିରେ ବୀଭତ୍ସକାଣ୍ଡ ୫ ଜଣଙ୍କୁ ଗୋଡ଼ାଇ ହାଣିଲେ ଗୋଡ଼ କାଟିଦେଲେ ଦୁଇ ଭାଇ ମୃତ, ଅନ୍ୟ ଜଣେ ସଙ୍କଟାପନ୍ନ ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସୀମା ଟପି ଯାଇଛି ନୃଶଂସତା।…

ରୀତା ନିଶ୍ଚିତ, ହେଲେ ଅଶାୟୀଙ୍କ କେମିତି ତୋଷିବେ ଚିତ୍ତ  

 ଆଶାୟୀ ତାଲିକାରେ ଭୀଷ୍ମ ଆଉ ପ୍ରଭାସ ବିଜେପୁର ବୈଠକ ସରିଲା, ମୁଖ୍ୟମନ୍ତ୍ରୀ କରିବେ ପ୍ରାର୍ଥୀ ନାମ ଘୋଷଣା  ଆସନ୍ତା ୩୦ ତାରିଖ ଦିନ ନାମାଙ୍କନ ଭରିବେ ବିଜେଡ଼ି ପ୍ରାର୍ଥୀ    ଭୁବନେଶ୍ୱର / ବରଗଡ଼ :- ଆଜି ନବୀନ ନିବାସରେ ବିଜେପୁର ଉପନିର୍ବାଚନକୁ ନେଇ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ…

ଘରୋଇ ଇଞ୍ଜିନିଅରିଂ କଲେଜ କର୍ତ୍ତୃପକ୍ଷ ବିରୋଧରେ ଗୁରୁତର ଅଭିଯୋଗ 

 ଛାତ୍ରମାନଙ୍କ ଅଜାଣତରେ ବ୍ୟାଙ୍କରେ ଖାତା ଖୋଲି ଷ୍ଟାଡ଼ି ଲୋନ ଓ ପିଏମଏସ ଟଙ୍କା ହଡ଼ପ !!! ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅନ୍ତର୍ଗତ ପାଟପୁରସ୍ଥିତ ଏସଏସବି ଇନଷ୍ଟିଟ୍ୟୁଟ  ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଶିକ୍ଷା ଅନୁଷ୍ଠାନ ନାମରେ ଆସିଛି ସଙ୍ଗୀନ ଅଭିଯୋଗ…

ଗୋଟିଏ ପରିବାରରେ ତିନି ଭିନ୍ନକ୍ଷମ ଶିଶୁ : ସରକାରି ସହାୟତାକୁ ଅପେକ୍ଷା 

junagarh/ Aditya mahanty : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛଞ୍ଚାଣବାହାଲି ଗ୍ରାମ ଠାରେ ଦେଖିବାକୁ ମିଳିଛି ଜଣେ ପରିବାରରେ ତିନୋଟି ବିକଳାଙ୍ଗ ଶିଶୁ ।ପିତବାସ ଭଏଁସାଲ ଙ୍କ ଦୁଇ ପୁଅ ମଧ୍ୟରୁ ବଡ ପୁଅ ବିବାହ କରିଥିବା ବେଳେ ଛୋଟ ପୁଅ ଲୋକେଶ (ବୟସ ସାତ)ବିକଳାଙ୍ଗ ହେବା ସହିତ…

ସରକାର ନାଲିଆଖି ନଦେଖାଇ ସମସ୍ୟା ସମାଧାନ କରନ୍ତୁ : ସୁର

ଦାରୁଠେଙ୍ଗ ଡମ୍ପିଂୟାର୍ଡ ସ୍ଥାନାନ୍ତର ଏବଂ ନନ୍ଦନକାନନର ପଶୁପକ୍ଷୀ ସୁରକ୍ଷା ଦାବି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ନନ୍ଦନକାନନ ମୁଖ୍ୟ ଗେଟ୍ ସମ୍ମୁଖରେ ବିକ୍ଷୋଭ ଭୁବନେଶ୍ୱର - ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଦାରୁଠେଙ୍ଗ, ପଟିଆ,…