ମୁମ୍ବାଇରେ ନୂଆଖାଇ ଭେଟ

ମୁମ୍ବାଇ : ମୁମ୍ବାଇ ରେ ଥିବା ପଶ୍ଚିମ ଓଡିଶାର ଲୋକମାନଙ୍କୁ ନେଇ ଜୁହାର ମୁମ୍ବାଇ ନୂଆଖାଇ ଭେଟ ୨୦୧୯ ଉତ୍ସବ ସମାରୋହ  ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ ସହର ରେ ରହୁଥିବା ପ୍ରାୟ ୪୦ ପରିବାର ଏକାଠି ହୋଇ ନୂଆଖାଇ ଭେଟ ର ମହକ ଭିତରେ ଭିଜି ଯାଇଥିଲେ | ନୂଆଖାଇ ଭେଟ ପ୍ରାରମ୍ଭରେ ପଶ୍ଚିମ ଓଡିଶା ର…

ପୋଲିସ କବଜାରେ ଦୁର୍ଦାନ୍ତ ଅପରାଧୀ ଅମିତ @ ରିଣ୍ଟୁ      

ବରଗଡ଼ :-ଆଜି ବରଗଡ଼ ପୋଲିସ କୁ ମିଳିଛି ଆହୁରି ଏକ ବଡ ସଫଳତା । ଦୁର୍ଦାନ୍ତ ଡକାୟତ ଅମିତ ଓରଫ ଚିଣ୍ଟୁ ଦାସକୁ ଗିରଫ କରିଛି ଅମ୍ବାଭୋନା ପୁଲିସ । ବଲାଙ୍ଗିର ଜିଲ୍ଲା ସଦରଥାନା ଅନ୍ତର୍ଗତ ଦୁଡୁକାଶିରା ଗ୍ରାମର ଦୁର୍ଦ୍ଦାନ୍ତ ଡକାୟତ ଅମିତ ଦାସକୁ ବୁଧବାର ଅମ୍ବାଭୋନା ଥାନା  ସମରଦରହା ନିକଟରେ…

ବରମୁଣ୍ଡା ଠାରେ ଆନ୍ତଃରାଜ୍ୟ ବସ ଟର୍ମିନାଲ : ଖର୍ଚ ହେବ ୧୬୦କୋଟି 

ଭୁବନେଶ୍ୱରରେ ଆନ୍ତଃରାଜ୍ୟ ବାସ ଟର୍ମିନାଲ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି | ବରମୁଣ୍ଡା ଠାରେ ଏହି ଆନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣ ପାଇଁ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି | ଏଠି ପାଇଁ ୧୬୦କୋଟି ଟଙ୍କା ଖର୍ଚ ହେବ ବୋଲି ନଗର ଉନ୍ନୟନ, ପଞ୍ଚାୟତିରାଜ, ଆଇନ…

ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବ୍ଲକ୍ ସ୍ତରୀୟ  ପ୍ରତିଯୋଗିତା

ସ୍ଥାନୀୟ ରାଜବୋଡାସମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ,ପଦ୍ମପୁର ଠାରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଉପଲକ୍ଷେ ବ୍ଲକ୍ସ୍ତରୀୟ କୁଇଜ,ଚିତ୍ରାଙ୍କନ,ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଯାଇଛି । ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀ ତ୍ରିବିକ୍ରମ ପାଣିଗ୍ରାହୀଙ୍କ…

ବାରମ୍ବାର ଦାବି କଲେ ବି ଶୁଣିଲାନି ବିଦ୍ୟୁତ ବିଭାଗ 

ବିଜୁଳି ଖୁଣ୍ଟ ଆର୍ଥିଙ୍ଗ ତାର ରେ ଲାଗି ଗାଈ ମୃତ  ବରଗଡ :- ପଦ୍ମପୁର ଉପଖଣ୍ଡ କପିସିଲା ଗ୍ରାମ ରେ ଲଗାଯାଇଥିବା ଷ୍ଟ୍ରିଟ ଲାଇଟ ଗୁଡିକ ର ଆର୍ଥିଙ୍ଗ ଠିକ ଭାବରେ ନ ହୋଇଥିବାରୁ ଖୋଲାରେ ବିଦ୍ୟୁତ ପାସ ହେଉଛି। ଏଣୁ ଆଜି ସକାଳୁ କପିସିଲା ଗ୍ରାମର ରାଜୁ ରଣାଙ୍କ ଗାଈ ଚାରିବା ପାଇଁ ଯାଉ ଥିବା…

ରୋଗୀ କଲ୍ୟାଣ ସମିତିର ଗଭର୍ଣ୍ଣିଙ୍ଗ ବଡ଼ି ବୈଠକ

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ଆଲୋକ ଓ ଜଳ ବ୍ୟବସ୍ଥା କରାଯିବା ସହ ଡ୍ରେନେଜ ସିଷ୍ଟମ କରାଯିବା ପାଇଁ ବୈଠକରେ ଆଲୋଚନା ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ନୁଆଗଡ଼ ବ୍ଲକ ଅନ୍ତର୍ଗତ ଵି:ଖଜୁରୀପଦା ଗ୍ରାମ ସ୍ଥିତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର  ପରିସରରେ ରୋଗୀ କଲ୍ୟାଣ…

୬୫ ତମ ରାଜ୍ୟ-ସ୍ତରୀୟ ଭଲିବଲ ପ୍ରତିଯୋଗିତା-୨୦୧୯ 

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ରାଜ୍ୟ ମାଧ୍ୟମିକ ବିଦ୍ୟାଳୟ କ୍ରୀଡ଼ାସଂଘ  ସୌଜନ୍ୟତାରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ,ଗଜପତି,    ଆୟୋଜକତାରେ ଦୀର୍ଘ ଚାରି ଦିନ ଧରି ଅନୁଷ୍ଠିତ…

କଟକ ଡିଜିଏଫଟି ସ୍ଥାନାନ୍ତରଣ ନିଷ୍ପତିର ପୁର୍ନବିଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

  କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ନୂଆଦିଲ୍ଲୀ/ ଭୁବନେଶ୍ୱର – ବୈଦେଶିକ ବାଣିଜ୍ୟ ନିଦେ୍ର୍ଧଶାଳୟ(ଡିଜିଏଫ୍ଟି)ର କଟକ ସ୍ଥିତ ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କଲିକତା ସହ ମିଶାଇବା ପାଇଁ ସ୍ଥାନାନ୍ତର  ନିଷ୍ପତିର ପର୍ନବିଚାର କରିବା ପାଇଁ…

ଆଉ କେତେ ପାଇଲେ ଅଭାବ ମେଣ୍ଟିବ !!!!

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କୋଷା୍ମକ୍ଷ ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ କାମ ଦେଉ ନାହିଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ।  ଜିଲ୍ଲାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ କେତେକ ସରକାରୀ କର୍ମଚାରୀ…

ଗାଇସିଲେଟରେ ତୈଳିକ ବୈଶ୍ୟ ସାହୁ ସମାଜର ନୂଆଁଖାଇ ଭେଟଘାଟ

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ସ୍ଥାନୀୟ ସାହୁ ସମାଜ କଲ୍ୟାଣ ମଣ୍ଡପଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ କଲଙ୍ଗାପାଲି ସ୍ଥିତ ପାଟଣେଶ୍ବରୀ ମନ୍ଦିର ଠାରୁ ଏକ ଶୋଭାଯାତ୍ରା ବାହାରି…