ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ବର୍ବରୋଚିତ  ଆକ୍ରମଣ ଘଟଣା : କ୍ଷୁବ୍ଧ  ଓଡିଶା ବିପିୟୁଟି ଛାତ୍ର ସଂଘ କଲା ଦୃଢ…

ଭୁବନେଶ୍ୱର(ଶାସକ ପ୍ରଶାସକ) : ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ବର୍ବରୋଚିତ  ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କରିଛି ଓଡିଶା ବିପିୟୁଟି ଛାତ୍ରସଂଘ | ସଂଘ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ବିପିୟୁଟିର ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଏହାର ତୀବ୍ର ପ୍ରତିବାଦ…

ମା ଢ଼ୋକରି ବୁଢ଼ୀ ଫୁଟବଲ ଟୁର୍ଣାମେଣ୍ଟ ଉଦଯାପିତ

ସିନାପାଲି/ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଂଚାୟତ ଆନୁକୂଲ୍ୟରେ ଗତ  5 ତାରିଖ ଠାରୁ ମା ଢ଼ୋକରି ବୁଢ଼ୀ ନକ ଆଉଟ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍ଜାଯାପିତ ହେଇଛି !ଆଜି ଦ୍ଵିତୀୟ ଦିନ ଖେଳ ରେ ସୋନପୁର ଓ ରାଇପୁର ମଧ୍ୟ ରେ ଅନୁଷ୍ଠିତ…

ଉତ୍ତର ଓଡିଶା ବିଶ୍ବ ବିଦ୍ୟାଳୟରେ ଛାତ୍ର ବିଜେଡି ପକ୍ଷରୁ କେଣ୍ଡେଲ ଶୋଭାଯାତ୍ରା

http://www.youtube.com/watch?v=WaiREoN7_Tg ବାରିପଦା(ବାରିପଦା)-  ନୂଆଦିଲ୍ଲୀ ସ୍ଥିତ ଜେଏନୟୁ  ବିଶ୍ବବିଦ୍ୟାଳୟ ହଷ୍ଟେଲରେ ହୋଇଥିବା ହିଂସା ଓ ଆକ୍ରମଣ  ପ୍ରତିବାଦରେ ଆଜି ବାରିପଦା ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟ ଏବଂ ଏମପିସି ଜୁନିୟର କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ…

ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ୧୭ତମ ଡବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

ପଦ୍ମପୁର(ଶାସକ ପ୍ରଶାସକ)- ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ବଡ଼ପଡାସ୍ଥିତ ସ୍ବପ୍ନେଶ୍ବର କଲ୍ୟାଣ ମଣ୍ଡପ ଠାରେ ୧୭ତମ ଡବଲ କ୍ୟାରେମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରର ସମଗ୍ର ୩୫ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ମ୍ୟାଚ…

ପ୍ରଶାସନର ଜନ ଅଭିଯୋଗ ଶୁଣାଣି, ୧୦୨ ଅଭିଯୋଗ ଦାଖଲ 

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ): ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ  ହୋଇଥିଲା । ଏଥିରେ ଜିଲ୍ଲାପାଳ ଜ୍ଞାନ ଦାସ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୂଦନ ଦାସ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ଚନ୍ଦ୍ର ପରିଡ଼ା, ଅତିରିକ୍ତ ଜିଲ୍ଲା…

ପୋଲିସ ଡାଳେ ଡାଳେ ଗଲେ ନିଶା ବେପାରୀ ପତରେ ପତରେ 

ପୋଲିସର କାର୍ଯ୍ୟାନୁଷ୍ଠାନ ପରେ କମିଛି, ହେଲେ ଥମିନି କଫ ସିରପ ନିଶା ଚୋରା ବେପାର   ୧୬୦ ବୋତଲ କଫ ସିରପ ଜବତ,୫ ଗିରଫ  ନୂଆପଡ଼ା(ଅମିତ ପୁରୋହିତ) : ନୂଆପଡ଼ା ସହରରେ ଦିନ କୁ ଦିନ ବେଆଇନ କଫ ସିରପ କାରବାର ବଢିବାରେ ଲାଗିଛି । ସହରର ଯୁବଗୋଷ୍ଠୀ  କପ ସିରପକୁ ନିଶା ଭାବେ ଗ୍ରହଣ କରି…

ଜେଏନୟୁ ଘଟଣାକୁ ବିଜେଡିର ତୀବ୍ର ନିନ୍ଦା 

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ : ନବୀନ  ଭୁବନେଶ୍ବର: ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରେ ରକ୍ତପାତ ଘଟଣାକୁ ନେଇ  ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେ ଏଥିଲାଗି ଟ୍ୱିଟ୍ କରି ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ…

କୁଳିଆଡୁଙ୍ଗୁରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଲଟିଛି ଭୁତକୋଠି 

ସିନାପାଲିରୁ ନିରାକାର ମେହେର : ଆଜିକୁ ପ୍ରାୟ ଦୀର୍ଘ ବର୍ଷ ହେଲା ଲକ୍ଷାଧିକ  ଟଙ୍କାରେ ନିର୍ମିତ କୁଳିଆଡୁଙ୍ଗରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ପାଲଟିଛି ଭୁତ କୋଠି ! ସ୍ୱାସ୍ଥ୍ୟ କର୍ମୀପାଇଁ  ରହିବା ପାଇଁ ସବୁପ୍ରକାର ସୁବିଧା ଥିବାବେଳେ କେହି ସ୍ୱାସ୍ଥ୍ୟ କର୍ମୀ ରହୁ ନଥିବାରୁ ସ୍ଥାନୀୟ ଲୋକଙ୍କ…