Sign in
Sign in
Recover your password.
A password will be e-mailed to you.
“ଶିକ୍ଷା ମଣିଷ ଜୀବନର ମାର୍ଗ ଦର୍ଶନ କରିଥାଏ “
କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଘାଟିତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବିଶ୍ୱ ବରେଣ୍ୟ ସନ୍ଥ କବି ଭୀମ ଭୋଇ ଙ୍କ ସ୍ରୁତି ପୀଠ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ କଦଳୀଗଡ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ…
ପାତାଳୀ ଶ୍ରୀକ୍ଷେତ୍ରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୀରମହାରାଜପୁର (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଠାରେ ଥିବା ପାତାଳୀ କ୍ଷେତ୍ରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିନ୍ଦ୍ରିଆବାହାଲ ଏମ୍ଇ ସ୍କୁଲ ପୁରାତନ ଛାତ୍ର ରିଲୁ ପୁରୋହିତ, କାଳିଆ ବେହେରା, କିଶୋର ବଘାର, ସଂଜୀବ…
ନିସ୍ୱାର୍ଥପର ସମଷ୍ଟିିଗତ ଜୀବନ ଜିଇଁଲେ ଜରା ଏବଂ ବାର୍ଦ୍ଧକ୍ୟ ଛୁଇଁ ପାରିବ ନାହିଁ : ଅରୁଣ
ଓଡ଼ଗାଁ ଏନଏସି ବରିଷ୍ଠ ନାଗରିକ ବୈଠକ
ଓଡଗାଁ, (ଶ୍ରୀକାନ୍ତ ମିଶ୍ର) ବ୍ୟକ୍ତି କୈନ୍ଦ୍ରିକ ସମାଜର ଗତି ସର୍ବଦା ପଛକୁ ହୋଇଥାଏ । ଆତ୍ମ କୈନ୍ଦ୍ରିକ ଜୀବନଧାରା ଭବିଷ୍ୟତରେ ବିପଦ ସୃଷ୍ଟି କରିପାରେ । ହେଲେ ନିସ୍ୱାର୍ଥପର ସମଷ୍ଟିିଗତ ଜୀବନ ଜିଇଁଲେ ଜରା ଏବଂ ବାର୍ଦ୍ଧକ୍ୟ ଛୁଇଁ ପାରିବ ନାହିଁ…
ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ସହିତ ବ୍ୟବହାରିକ ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯିବ ଉଚିତ୍ : ମନ୍ତ୍ରୀ ଡ. ଅରୁଣ
ଓଡ଼ଗାଁ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ
ଓଡଗାଁ(ଶ୍ରୀକାନ୍ତ ମିଶ୍ର) : : ଶିକ୍ଷକ ଅଭିଭାବକଙ୍କ ମଧ୍ୟରେ ଉତମ ସମନ୍ୱୟ ରଖି ଉଭୟ ଯତ୍ନବାନ ହେଲେ ଛାତ୍ରଛାତ୍ରୀମାନେ ସବୁକ୍ଷେତ୍ରରେ ପାରଦର୍ଶୀ ହୋଇପାରିବେ । ଗ୍ରାମାଂଚଳରେ ମଧ୍ୟ ଅଭିଭାବକମାନେ ପିଲାମାନଙ୍କ ଦାୟିତ୍ୱ ନେବା…
ଓଡ଼ିଶାରେ ପଂଚାୟତ ବ୍ୟବସ୍ଥାର ଗୁରୁତ୍ୱକୁ ଗୌଣ କରି ଦେଇଥିବା କ୍ଷୋଭର ବିଷୟ: ମିନାକ୍ଷୀ ନଟରାଜନ
ଭୁବନେଶ୍ୱର(ଶାସକ ପ୍ରଶାସକ)- ଦେଶର ବିକାଶ ପ୍ରକ୍ରିୟାରେ କେନ୍ଦ୍ରବିନ୍ଦୁ ହେଉଛି ପଂଚାୟତ ବ୍ୟବସ୍ଥା । ପଂଚାୟତ ବ୍ୟବସ୍ଥା ସୁଦୃଢ଼ ନହେଲେ କ୍ଷମତାର ବିକେନ୍ଦ୍ରି କରଣ ସମ୍ଭବ ନୁହେଁ । କ୍ଷମତା ବିକେନ୍ଦ୍ରିତ ନହେଲେ ବିକାଶ ପ୍ରକ୍ରିୟାମଧ୍ୟ ବାଧାପ୍ରାପ୍ତ ହୁଏ । ଏହି କଥାକୁ କଂଗ୍ରେସ ସର୍ବଦା…
ଜେଏନୟୁ ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲା ଏଓବିଏସଓ ଛାତ୍ରସଂଘ
ପ୍ରତିବାଦରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ମହମବତୀ ଶୋଭାଯାତ୍ରା
Bhubaneswar(shasak prashasak) : ଜେଏନୟୁ ଛାତ୍ରଛାତ୍ରୀ ଏବଂ ପ୍ରଧ୍ୟାପକଙ୍କଉପରେ ଆକ୍ରମଣକୁ ନିନ୍ଦା କରିଛି ଅଲ୍ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଛାତ୍ରସଂଘ | ଗଣତାନ୍ତ୍ରିକ…
ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଭଦ୍ରକରେ ସ୍ୱାସ୍ଥ୍ୟସେବାକୁ ଅଧିକ ଉନ୍ନତ କରିବ : ବିଧାୟକ ଶ୍ରୀ ମଲ୍ଲିକ
ଭଦ୍ରକ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ହେବ ୩ଶହ ଶଯ୍ୟା
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ମୁଖ୍ୟମନ୍ତ୍ରୀ ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଳାରେ ସ୍ୱାସ୍ଥ୍ୟ ସେବା ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କେତେକ ନିଷ୍ପତି ନେଇଥିବା ଜଣାଯାଇଛି । ମୋ ସରକାର ଟିମ୍ ଭଦ୍ରକ ଗସ୍ତ ପରେ ରୋଗୀମାନଙ୍କ ମତାମତ ଓ…
ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତ ବୈଠକ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦରମହକୁମା ଠାରେ ୭୧ ତମ ସାଧାରଣତନ୍ତ୍ର ଦିବସ ୨୦୨୦ ଜାତୀୟ ସାଧାରଣତନ୍ତ୍ର ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ର ସମାରୋହରେ ପାଳନ କରାଯିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ୩…
ଦେବଦଳାଗୁଡା ଗ୍ରାମକୁ ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ ଦାବି : କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…
ରାୟଗଡ(ସରୋଜ ସାହୁ ) ରାୟଗଡ ଜିଲ୍ଲା କୁମୁଟୁପେଣ୍ଠ ପଂଚାୟତ ଅନ୍ତର୍ଗତ ଦେବଦଳଗୁଡା ଗ୍ରାମବାସୀ ରାୟଗଡ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ସାକ୍ଷାତ କରି ଏକ ସ୍ମାରକ ପତ୍ର ମାନ୍ୟବର କେନ୍ଦ୍ର ରେଳବାଇ ମନ୍ତ୍ରୀ ଶ୍ର୍ରୀ ପିୟୁଷ ଗୋଏଲଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକ…
ଏମବିସି ଟିଭି ପକ୍ଷରୁ ଶାରଳା ବିଶ୍ୱ ଭାଷା ପଦଯାତ୍ରା
ରାୟଗଡା (ସରୋଜ ସାହୁ): ପାଶ୍ଚାତ ସଂସ୍କୃତିରେ ଆଜିର ଯୁବ ଗୋଷ୍ଠୀ ଯେପରି ଦିଗହରା ନ ହୁଅନ୍ତି ଏବଂ ଓଡିଶାର ଭାଷା, ସାହିତ୍ୟ, ସଂସ୍କୃତି ଯେପରି ଆକୃଷ୍ଟ ହେବେ ସେ ନେଇ ଏମବିସି ଟିଭି ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ଜାନୁୟାରୀ ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଭୁବନେଶ୍ୱର ସ୍ଥିତ ଗୁରୁ…