ପୁରେନା ଗୋଁଡ କ୍ଷତ୍ରିୟ ସମାଜର ବାର୍ଷିକ ବୈଠକ 

ପଦ୍ମପୁର,(shasak prashasak): ପାଇକମାଲ ବ୍ଳକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ସର୍କଲ ଗୋଁଡ କ୍ଷତ୍ରିୟ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁରେନା ସର୍କଲ ଗୋଁଡ କ୍ଷତ୍ରିୟ ସମାଜର ସଭାପତି ବିଶ୍ବନାଥ ଧରୁଆଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।…

ବୋଡାସମ୍ବର କପ କ୍ରିକେଟ ଉଦଯାପିତ: ଆରୱାଇସିସି ରାଉରକେଲା ଚମ୍ପିଆନ

ପଦ୍ମପୁର,(ଶାସକ ପ୍ରଶାସକ): ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଅନୁଷ୍ଠିତ ହୋଇଥିବା ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚ ରେ ୟୁନିୟନ…

ଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବାରିପଦା/ ଦିଲ୍ଲୀପ ମହାନ୍ତି - ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ରାସ୍ତା ଅବରୋଧ କଲେ ସ୍ଥାନୀୟ ଅଞ୍ଚଳବାସୀ। ବାରିପଦା ସଦର ଥାନା ଅନ୍ତର୍ଗତ ବାରିପଦା-ଜଳେଶ୍ବର ମୁଖ୍ୟ ୬୧ନଂ ରାଜ୍ୟ ରାଜପଥର ଶଙ୍ଖାଭଙ୍ଗା ଛକ ନିକଟରେ ସଡକ ଦୁର୍ଘଟଣାରେ…

ଦେଖନ୍ତୁ 5 ଟି :ପୋଲିଓ ପ୍ରହସନ , ବାଜି ଲାଗିଲା ପିଲାଙ୍କ ଜୀବନ

5 ଟି ସଚିବ ନଜର ଦେବେ କି !!!!! http://www.youtube.com/watch?v=qnNiPBCFE78 ଜାମସେଠ:/ ରାଜେନ୍ଦ୍ର ପ୍ରଧାନ -ବରଗଡ଼ ଜିଲ୍ଲା  ପାଇକମାଲ ବ୍ଲକ ର ଜାମସେଠ ଓ  ବରତୁଣ୍ଡା ଗ୍ରାମପଞ୍ଚାୟତର ବିଭିନ୍ନ ପୋଲିଓ ଶିବିର କୁ ସକାଲ ୮ଟା ରୁ ସମସ୍ତେ ରେଡ଼ି ।  ଛୁଆ ରେଡ଼ି । ହେଲେ ଏ ଯାଏ ୯ଟା୪୫…

ଅମିତାଭ ସ୍ମାରକୀ କ୍ରିକେଟ୍: ଫୁଲବାଣୀ ସେମିରେ

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରାଠାରେ ଚାଲିଥିବା ଅମିତାଭ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଫୁଲବାଣୀ ଦଲ ସେମିଫାଇନାଲ କୁ ପ୍ରବେଶ କରିଛି ।  ଆଜି ପ୍ରଥମ ମ୍ୟାଚରେ ବାଗଡିଆ ଓ ଫୁଲବାଣୀ ମଧ୍ୟରେ ହୋଇଥିଲା ।…

ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ” ର ନାରା ନେଇ 10 ରାଜ୍ୟ-4600 କିମି ପଦଯାତ୍ରା ବୁଲି ସାରିଲେଣି ଧିଲୋନ

  ଭୁବନେଶ୍ୱର:  ''ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ'' ର ନାରା ଦେଇ ଉତ୍ତରାଖଣ୍ଡରୁ ଦୀର୍ଘ 6500 କିଲୋମିଟର ପଦଯାତ୍ରାରେ ବାହାରିଥିବା ଶ୍ରୀ ଓଁକାର ସିଂ ଧିଲୋନ 10 ଟି ରାଜ୍ୟ ଓ 4600 କିଲୋମିଟର ପଦଯାତ୍ରା ଶେଷକରି ଏବେ ଓଡିଶା ରାଜ୍ୟ ମଧ୍ୟରେ ତାଙ୍କର ପଦଯାତ୍ରା ଜାରିରଖିଛନ୍ତି । ଓଡିଶା…

ସଦଭାବନା ଓ ଭାତୃତ୍ୱ ଅତ୍ୟନ୍ତ ବଳିଷ୍ଠ  ହେବା ପାଇଁ ମହୋତ୍ସବ ଏକ ଅନନ୍ୟ ମାଧ୍ୟମ : ଡ଼ ଅରୁଣ 

ଜମିଲା ଶିଶୁପାଳଗଡ ମହୋତ୍ସବର ତୃତୀୟ ସଂଧ୍ୟା, ରବିବାର ଉଦ୍ଯାପନୀ ସନ୍ଧ୍ୟାରେ ଝଲସିବେ ଓଲିଉଡ଼ ତାରକା  -  ରିତୁରାଜ ମହାନ୍ତିଙ୍କ ସୁଫି ସଂଗୀତରେ ଝୁମିଲେ ଦର୍ଶକ  -  ଇଣ୍ଡିଆସ୍ ଗଟ ଟ୍ୟାଲେଣ୍ଟରେ ପ୍ରସିଦ୍ଧ ଲାଭ କରିଥିବା ନୃତ୍ୟ ନିର୍ଦ୍ଦେଶକ  ହରିହର ଦାଶଙ୍କ ଚିତ୍ତାକର୍ଷକ ନୃତ୍ୟ ।…

 ଆସାମର ବିଜେପି ଅଧ୍ୟକ୍ଷ ନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେଷକ ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଆସାମରେ ଦଳର ସଂଗଠନ ବୃଦ୍ଧି ଓ ଜନସମର୍ଥନ ଆହୁରି ବଢିବ -ଧର୍ମେନ୍ଦ୍ର ପ୍ରଧାନ  ରଞ୍ଜିତ୍ ଦାସ ବିଜେପିର ସଭାପତି ଭାବେ ମନୋନୀତ  ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ବିଭିନ୍ନ ତୈଳ ଓ ଗ୍ୟାସ ପ୍ରକଳ୍ପର ସମୀକ୍ଷା କଲେ ଆସାମ/ଭୁବନେଶ୍ୱର,  – କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ…

  ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ସଚେତନତା କାଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର "ୱାନ ଷ୍ଟପ କେନ୍ଦ୍ର" ସଖୀ ପକ୍ଷରୁ  ବିଭିନ୍ନ ନିର୍ଯ୍ୟାତନା ନେଇ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ…

 ପଲିଟେକ୍ନିକ ଅନୁଷ୍ଠାନରେ ଔଦ୍ୟୋଦିକତା  ବିକାଶ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠସ୍ଥରେ ଥିବା ବେତାଗୁଡା଼ ସ୍ଥିତ ସରକାରୀ ପୋଲିଟେକ୍ନିକ ଅନୁଷ୍ଠାନର ସ୍ମାର୍ଟ-କ୍ଳାସ କକ୍ଷଠାରେ ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଉଦ୍ୟୋଗୀକତା ବିକାଶ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କ "ଶିଳ୍ପ ନିର୍ଦ୍ଦେଶାଳୟ"'ର…