ଚାଷୀଙ୍କ ଯୋଗାଣ  ଅଫିସ ଘେରାଉ, ଚାଷୀ ଓ ସିଏସ୍ଓ ମଧ୍ୟରେ ଧସ୍ତାଧସ୍ତି

ନୂଆପଡ଼ା(ଅମିତ ପୁରୋହିତ): ନୂଆପଡ଼ା  ଜିଲ୍ଲାରେ ଧାନକିଣାରେ ଅବ୍ୟବସ୍ଥା ଲାଗି ରହିଛି । ଟୋକନ୍ ପାଇଥିବା ଚାଷୀଙ୍କ ଧାନ ମଣ୍ଡିରୁ ଉଠୁନାହିଁ । ଏ ସମ୍ପର୍କରେ ଚାଷୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁ ନଥିବାରୁ ଶେଷରେ ଚାଷୀମାନେ ଜିଲ୍ଲା ଯୋଗାଣ ଅଫିସ୍…

ମଉଜ ଡାକି ଆଣିଲା ମରଣ : ଅକାଳରେ ଝଡ଼ିଗଲା ଦୁଇଟି ଜୀବନ 

ଜଳ ପ୍ରପାତରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ସମ୍ବଲପୁର/ଯୁଯୁମୁରା,( ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ) : ମଉଜ ଡାକି ଆଣିଲା ମୃତ୍ୟୁ । ଜଳ ପ୍ରପାତରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର ।  ଆଜି ପିକନିକ୍ ପାଇଁ ଯାଇଥିବା ବେଳେ ସମ୍ବଲପୁର ଜିଲ୍ଲା …

ଆସନ୍ତୁ କିଛି ସମୟ ପାଇଁ ଚାଲିଯିବା ପ୍ରକୃତି କୋଳକୁ , ହଜିଯିବା  କାକାଲବାକିର ନୈସର୍ଗିକତା ଭିତରେ 

ସରକାରୀ ଦୃଷ୍ଟି ପଡିଲେ ଆହୁରି ଏହାର ରୂପ ହୋଇଯାଆନ୍ତା ଅଧିକ କମନୀୟ  ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ : ବ୍ୟସ୍ତ ବହୁଳ ଜୀବନ ଭିତରୁ ଆଉ  କଂକ୍ରିଟ ଜଙ୍ଗଲର ଭିଡଠୁ ଦୁରକୁ ଚାଲିଯିବା ପ୍ରକୃତି କୋଳକୁ ...ତାର ସ୍ନିଗ୍ଧତା ଭିତରକୁ | ଅପେକ୍ଷା କରିଛି ସେ, କୋଳେଇ ନେବ...ସାଉଁଟି ନେବ |…

ବୋଡାସମ୍ବର କପ କ୍ରିକେଟ: ଶିକ୍ଷକ ଏକାଦଶ ବିଜୟୀ

ୟୁନିୟନ ସ୍ପୋଟିଙ୍ଗ କଟକ-ୟୁଥ କ୍ରିକେଟ କ୍କବ ରାଉରକେଲା ମଧ୍ୟରେ କାଲି  ଅଂତିମ ଲଢେଇ  ପଦ୍ମପୁର(ଶାସକ ପ୍ରଶାସକ) : ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍  ପ୍ରତିଯୋଗିତା ଶନିବାର…

ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ 

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର ସ୍ଥାନୀୟ ପଞ୍ଚାୟତ ସମିତି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଗାଇସିଲେଟ ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମାଁ ସରସ୍ବତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚନା ପୂର୍ବକ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଶାନ୍ତ…

ରାସ୍ତା ପାର୍ଶ୍ୱ ଚାରାଗଛ ଉପୁଡ଼ାକୁ କେନ୍ଦ୍ର କରି ବନ କର୍ମଚାରୀଙ୍କୁ ଆକ୍ରମଣ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବନାଂଚଳ ବାହାଡ଼ାଝୋଲା ବନପାଳଙ୍କ ଅଧିନସ୍ଥ ଆମ୍ବପଡ଼ା ବିଟ୍ ହାଉସର କାର୍ଯ୍ୟରତ ଭାରପ୍ରାପ୍ତ ବନପାଳଙ୍କୁ ରାସ୍ତାପାଶ୍ୱର୍ସ୍ଥ ଚାରାଗଛ ଉପୁଡ଼ାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ବାହାଡ଼ାଝୋଲା ମହିପୁର ପିଡବ୍ଲୁଡି…

ଗଡ଼ିଲା ପାଣି ପଞ୍ଚାୟତ ସଚେତନତା ରଥ 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଜିକା ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥର  ଶୁଭାରମ୍ଭ ହୋଇଛିଯାଇଛି।    ଏହି ରଥକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତକା ଦେଖାଇ ଉଦ୍ ଘାଟନ କରିଥିଲେ।   ଏହି ରଥ ଆସନ୍ତା ୩୦ ତାରିଖ…

ବାରିପଦା ସହର ନିକଟସ୍ଥ ସ୍ପିନିଂମିଲ୍ ଜଙ୍ଗଲରେ ଦନ୍ତାହାତୀ ।

ବାରିପଦା,(Dillip Mohanty):  ଜାନୁଆରୀ ୧୭  ଅପରାହ୍ନ ୩ଟା ସମୟରେ ବାରିପଦା ସହରର ଉପକଣ୍ଠ ୧୮  ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ କାଠପାଳ  ସ୍ପିନିଂମିଲ୍ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଦନ୍ତାହାତୀ ବୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ହାତୀଟି ବାରିପଦା ଦେଇ…

ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପର ଚର୍ଚ୍ଚା’ରେ ଭାଗ ନେବେ ରାଇରଙ୍ଗପୁର କେଭି ଛାତ୍ର ସ୍ଵସ୍ତିକ 

ବାରିପଦା (ଦିଲ୍ଲୀପ ମହାନ୍ତି)--ନୟା ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ୨୦-ଜାନୁଆରୀ୨୦୨୦ ରେ ରାଷ୍ଟ୍ରୀୟ ସ୍ତରୀୟ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ'ପରୀକ୍ଷା ପର ଚର୍ଚ୍ଚା'ରେ ସାରା ଭାରତର ୨୨,୦୦୦ ହଜାର ଛାତ୍ରଛାତ୍ରୀ ଚୟନ ହୋଇଥିବା ବେଳେ ଓଡ଼ିଶାରୁ ୨୨ ଜଣ ଛାତ୍ରଛାତ୍ରୀ…

ଜେଇଇ ମେନ ପରୀକ୍ଷା ଫଳ : ସୌରଭ ସୌମ୍ୟକାନ୍ତ ଓଡିଶାରୁ  ଟପ 

ଭୁବନେଶ୍ୱର : ମାନବ ସମ୍ବଳ ମନ୍ତ୍ରଣାଳୟର ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି  ଦ୍ୱାରା ପ୍ରକାଶିତ ହୋଇଛି ଜେଇଇ ମେନ  ପରୀକ୍ଷା ଫଳ | ଓଡିଶାରୁ ସୌରଭ ସୌମ୍ୟକାନ୍ତ ଦାସ  ୯୯.୯୯% ମାର୍କ ରଖି ଓଡିଶାରୁ ଟପର ହୋଇଛନ୍ତି | ଫଳାଫଳ ଅନୁଯାୟୀ ଶ୍ରୀ ଦାସ ୯୯.୯୯% ରଖିଥିବା ବେଳେ ମାତ୍ର ୯ ଜଣ ୧୦୦%…