Sign in
Sign in
Recover your password.
A password will be e-mailed to you.
ଆରମ୍ଭ ହେଲା ସର୍ବଭାରତୀୟ ହକି ଟୁର୍ଣ୍ଣାମେଂଟ
ନୟାଗଡ( ବିଶ୍ୱଜିତ ନାୟକ)ନୟାଗଡ଼ ଜିଲ୍ଲା ଖେଳପଡ଼ିଆ ପ୍ରାଙ୍ଗଣରେ ଆୟୋଜିତ ହେଇଯାଉଛି ସର୍ବଭାରତୀୟ ହକି ଟୁର୍ଣ୍ଣାମେଂଟ । ପ୍ରଥମ କରି ନୟାଗଡ଼ ଜିଲ୍ଲା ହକି ଆସୋସିଏସନ ଏହାକୁ ଆୟୋଜିତ କରିଛି । ହକି ଆସୋସିଏସନର ସଭାପତି ମିତାଲୀ ପ୍ରିୟଦର୍ଶନୀ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସର୍ବ…
ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି |
ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ସଂଘର ସମସ୍ତ…
ଗଜପତି ଜିଲ୍ଲାରେ ଲାଗିଲା ତାପ-ମାପକ ଯନ୍ତ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଣିକି ବାୟୁ ମଣ୍ଡଳର ତାପମାତ୍ରା ଜାଣିବା ପାଇଁ ଆଉ ମୋବାଇଲ ଉପରେ ନିର୍ଭର କରିବାକୁ ପଡିବନି। ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଭାରତୀୟ ପାଣିପାଗ ବିଭାଗ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର…
ତତ୍ପରତା ଦେଖାଇଲା ଆରପିଏଫ : ମାତ୍ର ୨୦ ମିନିଟ୍ ମିଳିଗଲା ହଜି ଯାଇଥିବା ସାଢେ ଚାରିଲକ୍ଷ
ରାୟଗଡ (ସରୋଜ ସାହୁ): ତତ୍ପରତା ଦେଖାଇଲା ରେଲୱେ ପ୍ରୋଟେକ୍ସନ ଫୋର୍ସ | ତତ୍କାଳ ପଦକ୍ଷେପ ଦ୍ୱାରା ମାତ୍ର ୨୦ ମିନିଟ୍ ମିଳିଗଲା ଜଣେ ଯାତ୍ରୀଙ୍କ ହଜି ଯାଇଥିବା ସାଢେ ଚାରିଲକ୍ଷ |
ସୂଚନାଯୋଗ୍ୟ ଯେ ଶେଖ ୟେଏସଦାନି ନାମକ ଜଣେ ବ୍ୟକ୍ତି ସମତା ଏକ୍ସପ୍ରେସ ଟ୍ରେନ ଯୋଗ ବିଶାଖାାପାଟଣା ଠାରୁ…
କରପା ପଂଚାୟତର ପ୍ରାୟ ୫୦୦ରୁ ଉର୍ଧ୍ଵ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ
ରାୟଗଡ(ସରୋଜ ସାହୁ) ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ କରପା ପଂଚାୟତର ପ୍ରାୟ ୫୦୦ରୁ ଉର୍ଧ୍ଵ ବିଜେଡି ଓ କଂଗ୍ରେସ କର୍ମୀ ଆଜି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ରାୟଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କ…
ଜେ. କେ. କାଗଜ କଳର ସାମାଜିକ ଅନୁଷ୍ଠାନ ସ୍ୱର୍ଶ ମାଧ୍ୟମରେ କେରିଅର କାଉନସିଲିଙ୍ଗ କାର୍ଯ୍ୟକ୍ରମ
ରାୟଗଡ (ସରୋଜ ସାହୁ) : ଗ୍ରାମାଚଂଳରେ ବସବାସ କରୁଥିବା ଅଣ୍ଡର ମାଟ୍ରିକ, ଯୁକ୍ତ ଦୁଇ, ଗ୍ରାଜୁଏସନ ଓ ଡିପ୍ଲୋମା କରିଥିବା ଯୁବକ ଯୁବତୀ ମାନଙ୍କୁ ତାଲିମ ତଥା କର୍ମସଂସ୍ଥାନ ଉପଲବଧି କରାଇବା ପାଇଁ ସ୍ପର୍ଶ ଜେକେ କାଗଜ କଳର ସାମାଜିକ କାର୍ଯ୍ୟ ନିର୍ବାହ କରୁଥିବା ଅନୁଷ୍ଠାନ ମାଧ୍ୟମରେ…
କି ହୀନ ମାନସିକତା : ଭଲ ପଢିଲେ ବି ଆକ୍ରୋଶ, ହୋଇପାରେ ଆକ୍ରମଣ
ଦଶମ ଶ୍ରେଣୀ ଛାତ୍ରୀଙ୍କ ଘରେ ପଶି ଆକ୍ରମଣ ଘଟଣାରେ ଥାନାରେ ଏତଲା
ରାୟଗଡ(ସରୋଜ ସାହୁ) : ଦଶମ ଶ୍ରେଣୀର ଜଣେ ମେଧାବୀ ଛାତ୍ରୀ ବିଦ୍ୟାଳୟରେ ଭଲ ପାଠ ପଢୁଥିବା ସହ ସମସ୍ତ କ୍ଷେତ୍ରରେ ଆଗୁଆ ରହୁଥିବାରୁ ଆକ୍ରୋଶମୂଳକ ଭାବେ ଛାତ୍ରୀଙ୍କୁ ଆକ୍ରମଣ କରିଛନ୍ତି ମୁଖାପିନ୍ଧା ୩ଜଣ ଦୁର୍ବୁତମାନେ ।…
ଲଭ….ସେକ୍ସ ……ଧୋକା….
ବିବାହର ପ୍ରତିଶୃତି ଦେଇ ପ୍ରେମିକାକୁ ପ୍ରତାରଣା ଅଭିଯୋଗରେ ପ୍ରେମିକ ଗିରଫ
ରାୟଗଡ(ସରୋଜ ସାହୁ) : ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଗ୍ରାମର ଜଣେ ଯୁବତୀ ସହ ୧୦ବର୍ଷ ପ୍ରେମ ସଂପର୍କ ରଖିବା ପରେ ଜଣେ ଯୁବକ ବିବାହ ପାଇଁ ମନା କରିଦେବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି…
ପଲସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ
ପଦ୍ମପୁର,(ଶାସକ ପ୍ରଶାସକ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପଲସ ପୋଲିଓ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ଶୁଭାରମ୍ଭ ହୋଇଛି। ସି.ଏଚ୍.ସିର କାର୍ଯ୍ୟରତ ମେଡିକାଲ ଅଫିସର୍ ଡାକ୍ତର ମନସ୍ମିତା ଦଲେଇ…
ଗଜପତି ଜିଲ୍ଲା ସ୍ତରୀୟ ୩ ଦିନିଆ “ପଲସ୍-ପୋଲିଓ” କାର୍ଯ୍ୟକ୍ରମର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ଦିନ ଜିଲ୍ଲା ବ୍ୟାପି ୩ ଦିନିଆ "ପଲସ୍-ପୋଲିଓ" କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।
ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜିତ…