Sign in
Sign in
Recover your password.
A password will be e-mailed to you.
ଚନ୍ଦ୍ରମଣୀ ତୋଟାରୁ ମୃତ ଶରୀର ଉଦ୍ଧାର
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବିଜୟ ମଣ୍ଡପ ସାହି ଶେଷରେ ଏବଂ ଭାଲୁ ମୁଣ୍ଡିଆ ତଳେଥିବା ଚନ୍ଦ୍ରମଣୀ ତୋଟାରୁ ଏକ ମୃତ ଶରୀର ଅପରାହ୍ନ ପ୍ରାୟ ୪ ଟାବେଳେ ଓଡ଼ଗାଁ ପୋଲିସ ଉଦ୍ଧାର କରି ଡାକ୍ତରଖାନା ପରିସରରେ ଥିବା ବ୍ୟବଛେଦ ଗୃହରେ ରଖିଛନ୍ତି । ମୃତ ବ୍ୟକ୍ତି ଜଣକ ଓଡ଼ଗାଁ ହରିଜନ…
ଓଡ଼ଗାଁରେ ସଡ଼କ ସୁରକ୍ଷା ସପ୍ତାହ ପାଳନ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ର/ଛାତ୍ରୀ ଏବଂ ଓଡ଼ଗାଁ ପୋଲିସ ସହାୟତାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ପ୍ରାୟ ୧୫୦ଜଣ ଛାତ୍ର/ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷାକେନ୍ଦ୍ରରର ଅଧ୍ୟକ୍ଷ ସତ୍ୟବାଦୀ ମିଶ୍ର ଏବଂ…
ପେଟ୍ରୋଲ ପମ୍ପ ଲୁଣ୍ଠନ ମାମଲାର ରାୟ ପ୍ରକାଶ: ଦୋଷୀକୁ ୧୦ମାସ ଜେଲ ଦଣ୍ଡାଦେଶ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନାର ଜାମୁସାହି ଠାରେ ଥିବା ବନବିହାରୀ ପେଟ୍ରୋଲ ପମ୍ପରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରୁଥିବା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ଖମାରସାହିର ସୁରେନ୍ଦ୍ର ସେଠୀ(୫୫)କୁ ପେଟ୍ରୋଲପମ୍ପରୁ ୯୦ହଜାର ଟଙ୍କା…
ପଣ୍ଡାପାଲୀ ସ୍କୁଲରେ ସଡକ ସୁରକ୍ଷା ସପ୍ତାହ ପାଳନ ।
ବୀରମହାରାଜପୁର (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ପଣ୍ଡାପାଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୩୧ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ସ୍କୁଲ ସମସ୍ତ ଛାତ୍ରଛାତ୍ରୀ, ଅଙ୍ଗନୱାଡି କର୍ମୀ, ଗ୍ରାମବାସୀ ମାନେ ହାତରେ…
କୋଟସମଲାଇ ଗ୍ରାମରେ ମହାମାୟୀ ପୂଜା ଉଦଯାପିତ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗ୍ରାମରେ ଦୀର୍ଘ ଦିନ ହେବ ମହିଳା ମାନେ ମା ମହାମାୟୀ ଙ୍କୁ ଭକ୍ତି ଓ ନିଷ୍ଠାପର ସହ ପୂଜା କରି ଆସୁଥିଲେ । ଆଜି ମହିଳାଙ୍କ ବ୍ରତ ସମାପନ ହେବାରୁ ଏହି ପୂଜାକୁ ମହାଆଡମ୍ବର ସହ ସମାପନ…
ଡିକି ଭାଙ୍ଗି ୪୯ ହଜାର ଲୁଟ
ନୂଆପଡା/ ଅମିତ ପୁରୋହିତ : ବ୍ୟାଙ୍କ ସାମନାରୁ ଡିକି ଭାଙ୍ଗି ଲୁଟିନେଲେ ୪୯ ହଜାର ଟଙ୍କା । ନୂଆପଡା ଥାନାରେ ମାମଲା ରୁଜୁପରେ ପୋଲିସର ତନାଘନା ଜାରି ରହିଛି ।
ଆଜି ଦିନ ୧୨ ସମୟରେ ସ୍ଥାନିୟ ନୂଆପଡା ପଞ୍ଜାବ ନେସନାଲ ବ୍ୟାଙ୍କ ରୁ ୪୯ ହଜାର ଟଙ୍କା ଉଠାଇଥିଲେ ବେଲଟୁକୁରି ଥାନା ଭୋଥା ଗ୍ରାମର…
ମେଣ୍ଟିବ ହଂସ ପରିବାରର ଦୁର୍ଦ୍ଦଶା : “ଶାସକ ପ୍ରଶାସକ” ଖବର ଉପରେ ତତ୍ପରତା ଦେଖାଇଲେ ସିଏମଓ ଏବଂ…
ସିନପାଲିରୁ ନିରାକାର ମେହେର : ଦୟନୀୟ ସ୍ଥିତିରେ ଜୀବନ ବିତାଉଥିବା ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଗାଁ ର ହଂସ ପରିବାରର ଦୁର୍ଦ୍ଦଶା କିନ୍ତୁ ଦୂର ହେବାକୁ ଯାଇଛି ସିଏମଓ ଏବଂ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ | ହଂସ ପରିବାରର ଦୟନୀୟ ସ୍ଥିତି…
ପ୍ରଭାଗସ୍ତରୀୟ ପାଣି ପଂଚାୟତ ପକ୍ଷ: ପାଣିର ସୁବିନିଯୋଗରେ ଚାଷୀ ଉପକୃତ ହେବେ
ନୂଆପଡ଼ା(ଅମିତ ପୁରୋହିତ):; ପାଣିର ସୁବଣ୍ଟନ ପାଇଁ ପାଣି ପଂଚାୟତ ଗଠନ ହୋଇଛି । ଚାଷୀ କେମିତି ସୁରୁଖରୁରେ ପାଣି ପାଇବେ ତାହା ପାଣି ପଂଚାୟତର ଦାୟିତ୍ୱ । ପାଣିର ସୁବିନିଯୋଗରେ ଚାଷୀ ଉପକୃତ ହେବେ । ସ୍ଥାନୀୟ ପାଣି ପଂଚାୟତ ଅଫିସ ଠାରେ ଡୁମେରବାହାଲ, ସାଇପଲା, ଝାରବନ୍ଧ ପାଣି ପଂଚାୟତକୁ ନେଇ…
୩୧ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ : ଅନ୍ୟମାନଙ୍କ ସହ ରକ୍ତଦାନ କଲେ ଏସପି
ନୂଆପଡ଼ା(ଅମିତ ପୁରୋହିତ): ସ୍ଥାନୀୟ ଆଚଂଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ୩୧ତମ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଗତ ୧୧ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଛାତ୍ରଛାତ୍ରୀ ଙ୍କ ଏକ ସଚେତନତା ଶୋଭା ଯାତ୍ରାକୁ ଜିଲ୍ଲାପାଳ ମଧୁସ୍ମିତା ସାହୁ ଓ ଜିଲ୍ଲାଆରକ୍ଷୀ ଅଧିକ୍ଷକ ବିନୀତ…
ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଦାବି ପତ୍ର ପ୍ରଦାନ
ପଦ୍ମପୁର,(ଶାସକ ପ୍ରଶାସକ): ପଦ୍ମପୁର ଉପ ଜିଲ୍ଲାପାଳଙ୍କର ମାଧ୍ୟମରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବରଗଡ ଜିଲ୍ଲାପାଳ ଙ୍କ ଠାରେ ଦାବି ପତ୍ର ପ୍ରଦାନ କରାଯାଇଛି। ୨୦୧୮ ଖରଫ ଫସଲରେ ପଦ୍ମପୁର ଅଞ୍ଚଳରେ ଉୟଙ୍କର ମରୁଡି ଦେଖା ଦେଇଥିଲା । ବୀମା କମ୍ପାନୀ ଏବଂ…