ପିଟିଦେଲା ଅଜଣା କାର: ତିନି ଗୁରୁତର

ବାରିପଦା(ଦିଲ୍ଲୀପ ମହାନ୍ତି )--ଅଜଣା କାର ଧକ୍କାରେ ୩ ଗୁରୁତ୍ତର। ଦୁର୍ଘଟଣା ଘଟାଇବା ପରେ  କାର ଚାଳକ ଦୃତ ବେଗରେ କାର ଚଳାଇ ଫେରାର ହୋଇଯାଇଥିଲା । ଘଟଣାଟି ବାରିପଦା ସଦର ଥାନା ଅନ୍ତର୍ଗତ ଜମ୍ଭୀରଡିହା ଛକ ନିକଟରେ ଘଟିଛି। ଦୁଇଟି ସାଇକେଲରେ ଶଙ୍ଖାଭଙ୍ଗା ହାଟରୁ ଫେରୁଥିବା ବେଳେ ଗୋଟିଏ…

ଅଟୋକୁ ସାମନା ପଟୁ ଧୋକା ଦେଲା ବୋଲେରୋ : ଜଣକ ପ୍ରାଣହାନୀ, ତିନି  ଆହତ 

ଘୁ.ଉଦୟଗିରି/ଗଗନ ପ୍ରଧାନ  : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଡୁଗୁଡି ଠାରେ ଅଟୋକୁ ସାମନା ପଟୁ ଧକ୍କା  ଦେଲା ବୋଲେରୋ I ଏହି ମର୍ମନ୍ଦୁତ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଗୁରୁତର ଆହତ ହୋଇଛନ୍ତି I ମୃତ ବ୍ୟକ୍ତି ଜଣକ ରାଇକିଆ ବ୍ଲକ…

ସଙ୍କଟରେ ଗଜରାଜ : ପୁଣି ଏକ ହାତୀଛୁଆାର ମୃତ୍ୟୁ

ରେଢାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ରେଢାଖୋଲ : ପୁଣି ଏକ ହାତୀ ଛୁଆାର ମୃତ୍ୟୁ ଘଟିଛି । ରେଢାଖୋଲ ବ୍ଲକ ବଡମାଳ ରେଞ୍ଜ ଅଧିନସ୍ଥ ଶାଗଝୁରି ବିଟ୍‌ରେ ଏହି ଦୁର୍ଘଟଣା ଘଟିଛି । ବଡମାଳ ନିକଟସ୍ଥ କଉଡିଆପାଲି ଖସଡା ଜଙ୍ଗଲରେ ଏହି ହାତୀ ଛୁଆର ମୃତଦେହ ଜଙ୍ଗଲ ବିଭାଗ ଜବତ…

ଅଢେଇମାସ ପରେ ଶେଷରେ ଚୋରକୁ ଧଇଲା ପୋଲିସ 

ସାମ୍ବାଦିକଙ୍କ ଚୋରି ବାଇକ ଉଦ୍ଧାର , ଅଭିଯୁକ୍ତ ଗିରଫ  ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକର ସାମ୍ବାଦିକ ପ୍ରସନ୍ନ କୁମାର ପ୍ରଧାନଙ୍କ ବାଇକ୍ ରେଢାଖୋଲ ଉପଖଣ୍ତ ଡାକ୍ତରଖାନା ପରିସସରୁ ଗତ ନଭେମ୍ବର ୨ ତାରିଖ ସଂନ୍ଧ୍ୟା ରେ…

ଶିକ୍ଷା କେବଳ ଡିଗ୍ରୀ ହାସଲ ପାଇଁ ଉଦ୍ଧିଷ୍ଟ ନୁହେଁ:  ଲୋକପାଳ ଜଷ୍ଟିସ୍ ଘୋଷ

ଶିକ୍ଷିତ ମଣିଷ ନିଃସ୍ୱାର୍ଥପର ହେବା ଆବଶ୍ୟକ, ଯାହା ସମାଜରେ ଦେଖିବାକୁ ମିଳୁନି  ବାପା ମା’ ମାନେ ହିଁ ନିଜ ପିଲାମାନଙ୍କୁ ସ୍ୱାର୍ଥପରତା ଶିଖାଉଛନ୍ତି ପିଲାକୁ ଗଢିବାରେ ଶିକ୍ଷକ ହେଉଛନ୍ତି ଜଣେ ସାମାଜିକ ବିନ୍ଧାଣୀ ପିଲା ଭିତରେ  ନୈତିକ ଏବଂ ମାନବିକ ମୂଲ୍ୟବୋଧ ଉଦ୍ରେକ…

ମୁନିସିପାଲ ପ୍ରିମିୟର ଲିଗ ଓ  ଅନଲାଇନ ଟାକ୍ସ ମୋଡ୍ୟୁଲ ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ 

ଭୁବନେଶ୍ୱର (ଶାସକ ପ୍ରଶାସକ) ; ସହରାଂଚଳ ପ୍ରଶାସନରେ ୫ଟି ଲକ୍ଷ୍ୟକୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଉଚିତ ସ୍ୱରୂପ ଦେବାପାଇଁ ଏକ ପ୍ରପର୍ଟି ଅନଲାଇନ ଟାକ୍ସ ମୋଡ୍ୟୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଲୋକାର୍ପିତ କରିଛନ୍ତି |ଏହି ମୋଡ୍ୟୁଲ ମାଧ୍ୟମରେ ଜଣେ ବ୍ୟକ୍ତି କୌଣସି ଠାରେ କୌଣସି ବି ସମୟରେ…

ରୋଗୀଣା ଶିଶୁକୁ ନେଇ ଯାଉଥିଲା ଆମ୍ବୁଲାନ୍ସ ,ଗଛରେ ପିଟିଲା 

ହରଭଙ୍ଗା /ପ୍ରତାପ ମେହେର : ହରଭଙ୍ଗା  ବ୍ଲକ୍ ପୁରୁଣାକଟକ ପଞ୍ଚାୟତ ୫୭ ନମ୍ୱର୍ ଜାତୀୟ ରାଜପଥ ଛତ୍ରପୁର ନିକଟରେ ଲକ୍ଷ୍ମଣପୁରର ଏକ ଶିଶୁ କୁ ବୌଦ୍ଧ ମେଡିକାଲ୍ ନେଇ ଯାଉଥିବା ୧୦୨ ଆମ୍ବୁଲାନ୍ସ ଗାଡି ନମ୍ୱର୍ OD 27 B 2221  ଆଜି ବେଳା ସମୟ ୧:୪୦ ରେ ଏକ ଗଛରେ ପିଟି ଦେଇଛି । ଗାଡ଼ିରେ  ୯…

କାଲିର ଅପହରଣ-ଦୁଷ୍କର୍ମ ଅଭିଯୋଗ ଆଜି ସାଜିଲା ବରଣ ମାଳା

ଜେଲ ଭିତରେ ବାହାଘର।                          ବାରିପଦା (ଦିଲ୍ଲୀପ ମହାନ୍ତି )- ଜେଲ ଭିତରେ ହେଲା ବାହାଘର। ନଥିଲା  ବରଯାତ୍ରୀ ଅଥବା  ବାଣ ରୋଷଣୀ ଶବ୍ଦ ଶୁଣା ଯାଇନଥିଲା। ନିରାଡ଼ମ୍ବର ଭାବେ ଶେଷ ହୋଇଛି ବାହାଘର। କିନ୍ତୁ ଘଟଣାଟି ସତ। ତେବେ ଘଟଣାଟି ଏମିତି ଦୀର୍ଘ ୧୦ମାସ ହେଲା ଏକ…