Sign in
Sign in
Recover your password.
A password will be e-mailed to you.
ଗୋଦରା କୋଡେ ଯେତେ ମାଡ଼େ ସେତେ : ଲୌହ ଦାନବ ଉଜାଡୁଛି ରାସ୍ତା, ନିରବ ପ୍ରଶାସନ
ବରଗଡ଼ :- ବରଗଡ ଜିଲ୍ଲା ବିଭିନ୍ନ ଗ୍ରାମରେ ସରକାର ଗମନାଗମନ ସୁବିଧା ପାଇଁ ବହୁ ରାସ୍ତା ତିଆରି କରିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ନିର୍ମାଣର କିଛି ସମୟ ଭିତରେ ରାସ୍ତା ବର୍ବାଦ ହେଇ ମରଣଯନ୍ତାରେ ପରିଣତ ହେଇଯାଇଛି । ବହୁ ଦାବି ପରେ ରାସ୍ତାଟିଏ ପାଇଥିବା ଗ୍ରାମବାସୀ ମାନେ ରାସ୍ତାଟି…
ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ ପ୍ରସଙ୍ଗରେ ତାତିଲେ ଜନତା
ଜଳସେଚନ ପ୍ରକଳ୍ପକୁ ପୂର୍ଣ୍ଣକାର୍ଯ୍ୟକ୍ଷମ କରିବା ଦାବିରେ ବ୍ଲକ ଅଫିସ ସମ୍ମୁଖରେ ଅହୋରାତ୍ର ଗଣଧାରଣା
କିଶୋରନଗର /ସୁଶାନ୍ତ ମହାନନ୍ଦିଆ: ଦୀର୍ଘ ଦିନରୁ ଉପେକ୍ଷିତ ସୁରେଶ୍ୱରୀ ଜଳଭଣ୍ଡାର ନିର୍ମାଣ କରି ପ୍ରକଳ୍ପକୁ ପୁର୍ନକାର୍ଯ୍ୟକ୍ଷମ କରିବା ଦାବିରେ ଜୀବନ ଜୀବିକା ଓ କୃଷି ଜମି…
ହାତୀ ଉଜାଡିଲେ ଧାନ ଫସଲ
କିଶୋରନଗର /ସୁଶାନ୍ତ ମହାନନ୍ଦିଆ): କିଶୋରନଗର ବ୍ଲକ ଓସ୍କାପାଲି ପଂଚାୟତ ଚଟିଆ ମାଳ ଗ୍ରାମର ପୁରୀ ବେହେରା ଓ ଭାସ୍କର ବେହେରା ଙ୍କର ବିଲରେ ଗତ ୧୯ ତାରିଖ ଶନିବାର ଦିନ ରାତିରେ ପ୍ରାୟ ୩/୪ଟି ଵିଲରେ ହାତୀ ଧାନ ଫସଲ ଖାଇବା ସହିତ ନଷ୍ଟ କରିଛନ୍ତି। ଏନେଇ କିଶୋରନଗର ବନଅଧିକାରୀ ମାନସ୍ମିତା…
ରେଢାଖୋଲ ଡିଏଫ୍ଓଙ୍କ ଦ୍ୱାରା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦ : ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ…
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଏକ ହାତୀ ମୃତ୍ୟୁବରଣ କରିଥିବା ସଂବାଦ ସଂଗ୍ରହ ପାଇଁ ।ଇଥିବା ବେଳେ ରେଢାଖୋଲ ଡିଏଫ୍ଓ ସାମ୍ବାଦିକ ମାନଙ୍କୁ ଦୁଃବ୍ୟବହାର କରିବା ପ୍ରତିବାଦରେ ରେଢାଖୋଲ ଉପଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ରେଢାଖୋଲ ସାମ୍ବାଦିକ…
ସୁନ୍ଦରଗଡରେ ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି
ସୁନ୍ଦରଗଡ଼( ହୋରାଚାନ୍ଦ ଦେହୁରୀଆ) : ସୁନ୍ଦରଗଡ଼ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ପାଳିତ ହୋଇଛି ସହିତ ଦିବସ | ଏହି ଅବସରରେ ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପ୍ରଥମେ ରିଜର୍ଭ ପୋଲିସ ମାନେ ପାରେଡ଼ କରିଥିଲେ| ତାପରେ ଆରକ୍ଷୀ ଅଧିକ୍ଷକ ସୌମ୍ୟା ମିଶ୍ର ଦେଶରେ ତଥା…
ସିନାପାଲି ମହାବିଦ୍ୟାଳୟରେ ଓଡିଶା ସାହିତ୍ୟ ଏକାଡେମୀ ଓ ପାଠ ଉତ୍ସବ
ସିନାପାଲି(ନିରାକାର ମେହେର) ସିନାପାଲି କଲେଜ ର ସଭା ଗୃହ ରେ ଓଡିଶା ସାହିତ୍ୟ ଏକାଡେମୀ ଓ ସ୍ଥାନୀୟ ସାହିତ୍ୟ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ର ମିଳିତ ଅନୁକୂଲ୍ୟରେ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ! ଉକ୍ତ କାର୍ଯ୍ୟକ୍ରମର ଉଦଘାଟନି ଅଧିବେଶନ ରେ ଓଡିଶା ସାହିତ୍ୟ ଏକାଡେମୀ…
ମୃତ୍ୟୁ ଆସେ ଏମିତି : କାହାପାଇଁ ଥିଲା, କାହାର ପ୍ରାଣ ଗଲା !!!
ନୟାଗଡ (ବିଶ୍ୱଜିତ ନାୟକ) - ବାରହା ଶିକାର କରିବାପାଇଁ ବିଦ୍ୟୁତ ତାର ଲଗାଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । ଏଭଳି ଏକ ଘଟଣା ଘଟିଛି ଖଣ୍ଡପଡ଼ା ଥାନା ଦତପୋଖରୀ ଗ୍ରାମରେ । ବେଣାଗାଡ଼ିଆ ପଞ୍ଚାୟତ ବରକୋଳି ଗ୍ରାମର ଆଲୋକ ଖଟୁଆ ଭୋରୁ ବିଲକୁ କାମକରିବାକୁ ଯାଇଥିଲେ | …
ବାସିବ ଅବଢ଼ା, ହସିବ ଶ୍ରୀକ୍ଷେତ୍ର :୩ ବର୍ଷରେ ଖର୍ଚ ହେବ ୩୨୦୮କୋଟି
ସ୍ୱାଧୀନ ହେଲା ଗୋବର୍ଧନ ପୀଠ
୭ଟି ବ୍ଲକକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ
ଆୟ, ଜାତିଗତ ପ୍ରମାଣ ପତ୍ର ଲାଗିବନି ଫି
ଭୁବନେଶ୍ବର : ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୩୨୦୮ କୋଟି ଟଙ୍କା । ଆଉ ଏହି ଯୋଜନା ଖର୍ଚ ହେବ ଅବଢା ଯୋଜନା ଅନ୍ତର୍ଗତ | ଆସନ୍ତା ୩…
ବାବୁ ପଢୁଛନ୍ତି ଓଡ଼ିଆ ଭାଷା, କରିବେ ଓଡ଼ିଆରେ ଫାଇଲ କାମ
ଭୁବନେଶ୍ୱର : ସରକାରୀ ବାବୁମାନେ ପାଠ ପଢ଼ିବେ ଓଡ଼ିଆ ଭାଷାରୋ ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଏବଂ ରାଜ୍ୟର ସାଧାରଣ ଲୋକଙ୍କୁ ବୁଝାଇପାରୁଥିବା ଓଡ଼ିଆ ଭାଷାରେ ସେମାନଙ୍କ ଜ୍ଞାନ ରହିବା ଜରୁରୀା ଏହି ମର୍ମରେ ସରକାରୀ କର୍ମଚାରୀମାନଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ…
ସରିଲା ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କର ଭାଗ୍ୟ
78.96%ମତଦାନ, 24ରେ ହେବ ମତ ଗଣନା
ବରଗଡ :- ବିଜେପୁର ଉପନିର୍ବାଚନ କୁ ନେଇ କେବଳ ବିଜେପୁର ନୁହେଁ ସାରା ରାଜ୍ୟରେ ଥିଲା ଉତ୍କଣ୍ଠା । ତେବେ ବର୍ତ୍ତମାନ ସାରିଯାଇଛି ମତଦାନ । ଆଜି ସକାଳ 7 ଘଣ୍ଟା ସମୟରୁ ଆରମ୍ଭ ହେଇଥିଲା ମତଦାନ ପ୍ରକ୍ରିୟା । ଏହି ଉପନିର୍ବାଚନ ରେ ଆଜି ବହୁ ସଂଖ୍ୟାରେ…