Sign in
Sign in
Recover your password.
A password will be e-mailed to you.
ବିଜେପି ନଗର କମିଟି ଗଠିତ : ବନ୍ଧୁ ମିଳନ ପର୍ବ
ବରଗଡ଼(ଶାସକ ପ୍ରଶାସକ): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର ଠାରେ ପର୍ଥଲା ଗ୍ରାମର ଯୁବନେତା ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ନଗର କମିଟି ଗଠିତ ହୋଇଥିଲା । ଏହି ଅବସରରେ ଶତ୍ରୁଘ୍ନ…
ଛୁଆ ହାତୀର ମୃତ ଦେହ ଉଦ୍ଧାର ,ଛୁଆ ହାତୀକୁ ଜଗି ବସିଥିଲା ମାଆ ହାତୀ
କାମାକ୍ଷାନଗର(ଶାସକ ପ୍ରଶାସକ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ତୁମୁସିଙ୍ଗା ଖୁଦଖାଇ ନାଳ ନିକଟରୁ ଏକ ଛୁଆ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି ।ମୃତ ଛୁଆ ହାତୀଟିର ବୟସ ପ୍ରାୟ ୧ ମାସ ହେବ ବୋଲି ଜଣାପଡିଛି । ତେବେ ସୂଚନା…
UTKAL ALUMINA ORGANIZES BLOCK LEVEL RURAL VOLLEY BALL TOURNAMENT
Bhubaneswar : As a part of its CSR initiative, to promote rural sports and culture in the periphery, a block level rural volley ball tournament was organized by Utkal Alumina International Limited (UAIL), a fully owned unit of Hindalco, the…
ଉତ୍କଳ ଆଲୁମିନା ପକ୍ଷରୁ ବ୍ଲକ୍ ସ୍ତରୀୟ ଗ୍ରାମୀଣ ଭଲିବଲ୍ ଟୁର୍ଣ୍ଣାମେଂଟ୍ ଆୟୋଜିତ
ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍ର ପ୍ରମୁଖ ଧାତବ କଂପାନି ତଥା ହିଣ୍ଡାଲ୍କୋର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପକ୍ଷରୁ ପାରିପାଶ୍ୱିର୍କ ଅଂଚଳର ଗ୍ରାମୀଣ କ୍ରୀଡ଼ା ଓ ସଂସ୍କୃତିର ପ୍ରସାର କରିବା ଲାଗି ରାୟଗଡ଼ା ଜିଲ୍ଲାର କାଶିପୁର…
ଦଶମ ଚାଲେଞ୍ଜର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : କୁଚିପାଲି ଦଳ ଚଂପିଆନ
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ ଆଥେଲେଟିକ କ୍ଳବ ଅନୁକୁଲ୍ୟରେ ପାଂଚ ଦିନ ବ୍ୟାପି ଚାଲିଥିବା ଦଶମ ଚାଲେଞ୍ଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟରେ କଚିପାଲି ଦଳ ଚଂପିଆନ ହୋଇଥିବା ବେଳେ…
ମେଲଛାମୁଣ୍ଡାରେ ସାମୁହିକ ସାଧାରଣତନ୍ତ୍ର ଦିବସ
ମେଲଛାମୁଣ୍ଡା,(ମନୋଜ ଭୋଇ ) ମେଲଛାମୁଣ୍ଡାସ୍ଥିତ ଖେଳପଡିଆ ପରିସରରେ ଜୟ ହନୁମାନ କ୍ଳବ ଅନୁକୁଲ୍ୟରେ ୭୧ ତମ ସାମୁହିକ ସାଧାରଣତନ୍ତ୍ର ଦିବସ ଓ ପ୍ୟାରେଡ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ…
“ଯେବେ ସ୍ପର୍ଶ କରିବୁ ତୁହି ଯମୁନାର ଜଳ, ମୂର୍ଦ୍ଧନା ଫାଟି ମରିଯିବୁ ତୁହି”
ଆରମ୍ଭ ହେଲା ପ୍ରବଳ ପ୍ରତାପୀ କଂସଙ୍କ ଦୌରାତ୍ମ୍ୟ , ସ୍ତନେ ବିଷ ଭରି ପୁତନା ଗୋପ ମୁହାଁ
ଗାଇସିଲେଟ/କେଦାର ନାଥ ସାହୁ ବରଗଡ଼ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବର ଆଜି ଚତୁର୍ଥ ଦିବସରେ ମହାରାଜ କଂସାସୁର କୃଷ୍ଣଙ୍କୁ ନିଧନ…
“ଦେଶର ସାର୍ବଭୌମତ୍ୱ ରକ୍ଷା କରିବା ସମସ୍ତ ନାଗରିକଙ୍କ ଅଧିକାର ” ।
ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ , ସମ୍ବର୍ଦ୍ଧିତ ହେଲେ ଶ୍ରେଷ୍ଠ ସାମ୍ବାଦିକ
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରେ ଉପଖଣ୍ଡ ସ୍ତରୀୟ ଜାନୁଆରୀ ୨୬ତାରିଖ ଦିନ ୭୧ ତମ ସାଧାରଣତନ୍ତ୍ର…
ଖଣ୍ଡହତା ହାଇସ୍କୁଲର ୩୪ ତମ ବାର୍ଷିକ ଉତ୍ସବ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଇନ୍ଦିରାଗାନ୍ଧୀ ହାଇସ୍କୁଲ ର ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନ ଶିକ୍ଷକ ଅଖୋଜ ପଧାନ ଙ୍କ ଅଧ୍ୟକ୍ଷତାରେ ସୁବର୍ଣ୍ଣପୁର ଜିଲା ଶିକ୍ଷା…
ସୁବଳୟା ରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ୭୧ ତମ ସାଧାରଣତନ୍ତ୍ର ଦିବସ ସୁବଳୟା କଲେଜ ପଡିଆରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ବୀରମହାରାଜପୁର ତହସିଲଦାର ସୂର୍ଯ୍ୟୋଶୁଂ ରୁଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ…