Sign in
Sign in
Recover your password.
A password will be e-mailed to you.
ଆନ୍ତଃ ଜିଲ୍ଲା ବାଇକ ଚୋରି ରାକେଟ ଠାବ : ୮ ବାଇକ ଜବତ, ଜଣେ ଗିରଫ
ନୂଆପଡ଼ା,(Amit Purohit): ଆନ୍ତଃ ଜିଲ୍ଲା ବାଇକ ଚୋରି ର୍ୟାକେଟ ଠାବ କରିବାରେ ଜୋଙ୍କ ପୁଲିସ ସଫଳ ହୋଇଛି । ଆଜି ଜୋଙ୍କ ପୁଲିସ ୮ଟି ବାଇକକୁ ଜବତ କରିଥିବା ବେଳେ ଜଣେ ଚୋରକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ବଲାଙ୍ଗୀର ଜିଲ୍ଲା କଣ୍ଟାବଂଜି ଥାନା ଚଟୁଅନକା ଗାଁର…
ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ଜ୍ଞାନବିଜ୍ଞାନ ମେଳାରେ ଓଡଗାଁର ଆର୍ଯ୍ୟନ ପ୍ରଥମ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ପଶ୍ଚିମ ମେଦିନିପୁରୁର ଯମୁନାବାଲି ଠାରେ ୨ଦିନ ଧରି ଶିକ୍ଷା ବିକାଶ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ଜ୍ଞାନବିଜ୍ଞାନ ମେଳାରେ ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୦ମ ଶ୍ରେଣୀ ଛାତ୍ର ଆର୍ୟନ୍ ବାଡତ୍ୟା ପ୍ରଥମ ସ୍ଥାନ ଅଧିକାର…
ଗୋବିନ୍ଦପୁର ପଞ୍ଚାୟତରେ ସମ୍ପୁର୍ଣ୍ଣ ଭାବେ ମଦ ବନ୍ଦ କରିବା ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଚାଲିଥିବା ମଦ କାରବାର ସମ୍ପୁର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଶନିବାର ଦିନ ସମ୍ପୃକ୍ତ ପଞ୍ଚାୟତ ବାସୀଙ୍କ ସମେତ ସରପଞ୍ଚ , ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ମାନେ ପାରଳାଖେମୁଣ୍ଡି ଠାରେ…
ମୁଁ ଜଙ୍ଗଲର ସମ୍ରାଟ , ମୁଁ ଯାହା ଚାହିଁବି ତାହା କରିବି I ମୋ ତେ ବାଧା ଦେବାକୁ କେହି ନାହାନ୍ତି I (see VIDEO)
ଡିଏଫଓଙ୍କ ଦବଙ୍ଗଗିରି ର ଭିଡିଓ ଭାଇରାଲ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢାଖୋଲ ଡିଏଫଓ ସଂଗ୍ରାମ କେଶରି ବେହେରା ଙ୍କ ଏଭଳି ଦବଙ୍ଗ ଗିରି ର ଭିଡିଓ ଭାଇରାଲ ହେଇଛି I
ନାକଟିଦେଉଳ ବନାଞ୍ଚଳରେ ଏକ ମ୍ରୁତ୍ୟୁ ମୁଖରେ ପଡିଥିବା ଦନ୍ତାହାତୀ ର ଖବର…
ବିଜେପୁରରେ ମତଦାନ ଜାରି
Baragarh : ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ଆଜି ଚାଲିଛି ମତଦାନ ସକାଳୁ ବିଭିନ୍ନ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବିଜେପୁର ନିର୍ବାଚନ ମଣ୍ଡଳୀ ର ମୋଟ 285 ଟି ଭୋଟ ଗ୍ରହଣ କେନ୍ଦ୍ର ରେ ବର୍ତ୍ତମାନ ସୁଧ୍ଯା ଶାନ୍ତି ଶୃଙ୍ଖଳା ର ସହିତ ମତଦାନ ଜାରି…
ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା ପ୍ରତିବାଦ : ବାମପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଭୀର ଆର୍ଥିକ ସଙ୍କଟ ଓ ଲୋକଙ୍କ ଦୁର୍ଦ୍ଦଶା ପ୍ରତିବାଦ ସହ ବିଭିନ୍ନ ୧୧ ଦଫା ଦାବୀ ନେଇ ଆଜି ଗଜପତି ଜିଲ୍ଲାର ବାମପନ୍ଥୀ ଦଳ ମାନଙ୍କ ମିଳିତ ଅଭିଯାନ କାର୍ଯାକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ମିଳିତ ଅଭିଯାନ କାର୍ଯ୍ୟକ୍ରମରେ ଜିଲ୍ଲାର…
ରକ୍ଷକ ” ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ପୌରପରିଷଦ କାର୍ଯ୍ୟାଳୟ ଓ ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ଠାରେ ସରକାରଙ୍କ ନୂତନ ସଡ଼କ ସୁରକ୍ଷା ଓ ଯାନବାହାନ ଚଳାଚଳ ଆଇନ-୨୦୧୯ ସମ୍ବନ୍ଧୀୟ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ "ରକ୍ଷକ" ଅନୁଷ୍ଠିତ ହୋଇଯାଇଛି ।…
ଗୁମ୍ମାରେ ଶନିବାର ଦିନ ନୂତନ ମୋଟର ଆଇନ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସଭାଗୃହ ଠାରେ ଶନିବାର ଦିନ ନୂତନ ମୋଟର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପାରଳାଖେମୁଣ୍ଡି ମୋଟର ଯାନ ନିରୀକ୍ଷକ ବସନ୍ତ କୁମାର ମହାପାତ୍ର ଯୋଗ ଦେଇ ନୂତନ ଆଇନ ବିଷୟରେ ଲୋକଙ୍କୁ ବୁଝାଇ…
ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ "ନାଲସା" ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ…
ଫୋନ ଚୋରକୁ ଧଇଲା ପୋଲିସ
ବରଗଡ :- ଅଶୋକ ଚାନ୍ଦ ନାମକ ଜଣେ ବ୍ୟକ୍ତି କୁ ଆଜି ପାଇକମାଲ ପୋଲିସ ଗିରଫ କରିଛି । ଘଟଣାଟି ହେଲା ପାଇକମାଲ ସରକାରୀ ଡାକ୍ତରଖାନାର ଡାକ୍ତର ଶ୍ରୀଧର ପ୍ରଧାନ ଆଜି ମଧ୍ୟାହ୍ନ ରେ ନିଜ ଘରେ ଥିବା ସମୟରେ ଅଶୋକ ଗୋଟେ ରୋଗୀର ପଛେ ପଛେ ଡାକ୍ତର ଙ୍କର ଘରକୁ ଯାଇଥିଲା । ଡାକ୍ତର ରୋଗୀଟିକୁ ଦେଖିବା…