Sign in
Sign in
Recover your password.
A password will be e-mailed to you.
ଯାଜପୁର ଜିଲ୍ଲାରେ ବିଜେପିର ୧୨ ଘଂଟିଆ ଜିଲ୍ଲା ବନ୍ଦ
ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହ ଏସପିଙ୍କ ବିରୁଦ୍ଧରେ ଦୃଢ କାର୍ୟନୁଷ୍ଠାନ ନିଆଯାଉ:ବିଜେପି
ଯାଜପୁର/ଭୁବନେଶ୍ୱର(ଶାସକ ପ୍ରଶାସକ): ସ୍ମିତାରାଣୀର ଗଣଦୁର୍ଷ୍କମ ଏବଂ ହତ୍ୟା ସ୍ଥଳୀରେ ରଙ୍ଗଶାଳା ସାଜିଥିବା ଗେଷ୍ଟ ହାଉସରେ ମୁଖ୍ୟ ଅଭିଯୁକ୍ତ ବିଜେଡି…
୬୦ ତମ ପୋଲିସ ସହିଦ ଦିବସ ପାଳିତ
ନୂଆପଡା.(ଅମିତ ପୁରୋହିତ) ; ନୂଆପଡା ପୋଲିସ ତରଫରୁ ଆଜି ସିଲଦା ଗ୍ରାମ ନିକଟସ୍ଥ ରିଜର୍ଭ ପୋଲିସ ପଡିଆରେ ୬୦ ତମ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ନୂଆପଡା ଏସ୍.ପି ବିନିତ କୁମାର ଅଗ୍ରୱାଲ ମୂଖ୍ୟ ଅତିଥି ରୂପେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଦିବସ ପାଳନ ଅବସରରେ ସକାଳ ୬…
ଭାରତ-ଆମେରିକା ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କକୁ ମଜବୁତ୍ କରିଛି ଉର୍ଜା କ୍ଷେତ୍ର – ଧର୍ମେନ୍ଦ୍ର ପ୍ରଧାନ
ୟୁଏସ୍ଆଇଏସପିଏଫ୍ ବାର୍ଷିକ ନେତୃତ୍ୱ ସମ୍ମିଳନୀରେ ଆମେରିକା ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବାର୍ତାଳାପ
୨୦୧୪ ପରେ ଭାରତ ଓ ଆମେରିକା ମଧ୍ୟରେ ପାରସ୍ପରିକ ବାଣିଜି୍ୟକ ବ୍ୟବସାୟ କ୍ରମାଗତ ବୃଦ୍ଧି
୨୦୧୮-୧୯ରେ ଆମେରିକା ଠାରୁ ଭାରତ ୩.୫୮ ବିଲିୟନର ଅଶୋଧିତ ତୈଳ ଆମଦାନୀ କରିଛି…
ଭୋଟର ତାଲିକା ସଂଶୋଧନ ନିମନ୍ତେ ସମୟସୀମା ବୃଦ୍ଧି
ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ନିମନ୍ତେ ସମୟସୀମା ବୃଦ୍ଧି ସମ୍ପର୍କୀୟ ଏକ ବୈଠକ ରାଜନୈତିକ ଦଳମାନଙ୍କର ପ୍ରତିନିଧି ମାନଙ୍କ ସହିତ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର…
ଝଙ୍କଡ ଶାରଳାଙ୍କ ମନ୍ଦିର ମୁଖ୍ୟ ଦ୍ୱାରରେ ନୂତନ କବାଟ ପ୍ରତିଷ୍ଠା ଉତ୍ସବ
ଜଗତସିଂହପୁର:(ରମେଶ ମହାନ୍ତି):-ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡର ଅଧିଷ୍ଠାତ୍ରୀ ମା" ଶାରଳା ଠାକୁରାଣୀ ଙ୍କ ମନ୍ଦିରର ମୁଖ୍ୟ ଦ୍ୱାରରେ ନୂତନ କବାଟ ପ୍ରତିଷ୍ଠା ମହୋତ୍ସବ ଉଦାସ ଆଶ୍ରମ ଶୋଲର ଛତିଆ ଯାଜପୁରର ମଠାଧିଶ ବ୍ରହ୍ମଚାରୀ ରବିନ୍ଦ୍ର ନାଥ ଦାସଙ୍କ ଅଧ୍ୟକ୍ଷତାରେ ରବିବାର ମହାସମାରୋହରେ…
ଦୁଇଟି ଭିନ୍ନ ମାମଲାରେ 5 ଜଣ କୁ କୋର୍ଟ ଚାଲାଣ
ବରଗଡ :- ବରଗଡ ଜିଲ୍ଲା ଜଗଦଲପୁର ଥାନାରେ ଗତକାଲି ଦୁଇଗୋଟି ମାମଲା ରୁଜୁ ହେଇଥିଲା । ଜଗଦଲପୁର ଥାନା ଅନ୍ତର୍ଗତ ପୁଟକା ଗ୍ରାମର ମୋତିଲାଲ ସାହୁ ଥାନାରେ କରିଥିବା ଅଭିଯୋଗ ଅନୁସାରେ ଅକ୍ଷୟ ବାଗ , ରାଜ କୁମାର ଦୀପ ଓ ଅନ୍ୟ କିଛି ଲୋକ ତାଙ୍କ ଓ ତାଙ୍କ ସହଯୋଗୀ ମାନଙ୍କୁ ମାରପିଟ କରି ବନ୍ଧୁକ…
ବିଜେପୁର ଉପନିର୍ବାଚନ: 5ଟା ସୁଦ୍ଧା 72% ମତଦାନ
ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଆଜି ହେଉଥିବା ମତଦାନରେ ସନ୍ଧ୍ୟା 5ଟା ସୁଦ୍ଧା 72% ମତଦାନ ହେଇଛି । ସମ୍ପୁର୍ଣ୍ଣ ଶାନ୍ତି ପୂର୍ଣ ଭାବରେ ହେଇଥିବା ମତଦାନ ରେ ସକାଳୁ କିଛି ଭିଭିପାଟ ମେସିନରେ ତ୍ରୁଟି ପରିଲକ୍ଷିତ ହେବାରୁ ତୁରନ୍ତ ସେଗୁଡିକୁ ବଦଳାଇ ଦିଆଯାଇଥିଲା । କିଛି ମତଦାନ…
କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ “ସୁରଭି”
ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବେହେରାପାଲିସ୍ଥିତ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୧୯ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମେହେରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ ସଭାରେ ସ୍କୁଲ ପରିଚାଲନା କମିଟି ସଭାପତୀ…
ନୟାଗଡ ଜିଲ୍ଲା ବାଳବିକାଶ ମହୋତ୍ସବ ଓ ଅବତାର ଦିବସ ପାଳିତ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର( : ନୟାଗଡ ଜିଲ୍ଲା ସତ୍ୟସାଇ ସେବା ସମିତି ତରଫରୁ ଆଜି ସ୍ଥାନୀୟ ସରକାରୀ କଲ୍ୟାଣ ମଣ୍ଡପ ଓଡଗାଁ ଠାରେ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ବାଳବିକାଶ ମହୋତ୍ସବ ଓ ଅବତାର ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡଗାଁ ସମେତ କୁରାଳ, ନୟାଗଡ, ଖଣ୍ଡପଡା, ଦଶପଲ୍ଲା,…
ରଘୁନାଥ ହସକ୍ଲବ ପକ୍ଷରୁ ମନ୍ଦିର ସଫେଇ
ଓଡ଼ଗଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ହସକ୍ଲବ ତରଫରୁ ଆଜି ଶ୍ରୀରଘୁନାଥଜିଉଙ୍କ ମନ୍ଦିର ସଫେଇ କରାଯାଇଛି । କ୍ଲବର ସଭାପତି ବସନ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତା ମନ୍ଦିର ବେଢା, ଗର୍ଭଗୃହ ଓ ନାଟ୍ୟମଣ୍ଡପ ଆଦି ସଫେଇ କରିଥିଲେ ଓ ବେଢାରେ କୈାଣସି ସାମଗ୍ରୀ…