ଓଡିଶା ସରକାରଙ୍କ କୋବିଦ ବିରୋଧୀ ଲଢେଇରେ ଟାଟା ଷ୍ଟିଲ ସାମିଲ 

0

ତିନୋଟି ଜିଲ୍ଲାରେ ପ୍ରତିଷ୍ଠା କଲା ୪୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋବିଦ ହସ୍ପିଟାଲ

ଭୁବନେଶ୍ୱର( ଶାସକ ପ୍ରଶାସକ)  ଟାଟା ଷ୍ଟିଲ ସହାୟତାରେ ତିନୋଟି କୋବିଦ ହସପିଟାଲ କାର୍ଯ୍ୟକ୍ଷମ ହୋଇଛି | ଓଡିଶା ସରକାରଙ୍କ କରୋନା ବିରୋଧୀ ଲଢେଇରେ ନିଜର ସାମାଜିକ ଦାୟିତ୍ୱବୋଧତାକୁ ପ୍ରତିପାଦିତ କରିବାକୁ ଯାଇ ମୋଟ ୪୦୦ ଶଯ୍ୟା ବିଶିଷ୍ଟ ତିନି ହସ୍ପିଟାଲ ନିର୍ମାଣ କରିଛି |  ବ୍ରହ୍ମପୁରଠାରେ ୨୦୦ ଶଯ୍ୟା ଓ ୧୫ ଆଇସିୟୁ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିିଟାଲ ରେକର୍ଡ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତିା ସେହିପରି ଯାଜପୁରରେ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଟାଟା ତରଫରୁ ପ୍ରସ୍ତୁତ କରାଯାଇଥିବା ବେଳେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ୫୦ ଶଯ୍ୟା ବିଶିଷ୍ଟ କୋବିଦ ହସ୍ପିଟାଲ ପ୍ରସ୍ତୁତ କରିଛି ଷ୍ଟିଲ ଜିଆଣ୍ଟ ଟାଟା | 

Leave A Reply

Your email address will not be published.