Sign in
Sign in
Recover your password.
A password will be e-mailed to you.
ପାରମ୍ପରିକ କଳାକାର ରମେଶଙ୍କ ପରିବାର ଉପରେ ପଡ଼ନ୍ତାନି ପ୍ରଶାସନର ନଜର
ପଦ୍ମପୁର/ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମର ରମେଶ ବରିହା । ବୟସ ପାଖାପାଖି ୩୫ ହେବ। ସେ ମାତ୍ର ଦ୍ବିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ସ୍ତ୍ରୀ, ପୁଅ ୪ଟାଏ, ଝିଅ ୧ଟାଏ, ମୋଟ ସାତଜଣ ପରିବାର ପେଟ…
ବରଗଡ଼ ଚିନିକଳ ଉପରେ ସରକାରଙ୍କ ନଜର ପଡିଲା
ଭୁବନେଶ୍ବର : ଅଚଳ ହୋଇ ପଡିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ ଅଂଟା ଭିଡିଛନ୍ତି ସରକାର | ସାମ୍ପ୍ରତିକ ସ୍ଥିତିରେ ଏହି ଚିନିକଳର ସ୍ଥିତିସମ୍ପର୍କରେ ସବିଶେଷ ଅନୁଧ୍ୟାନ ପାଇଁ ରାଷ ସରକାର ଏକ ଉଚସ୍ତରୀୟ କମିଟି ଗଠନ କରିଛନ୍ତି | ଏହି କମିଟି ସଵିସ୍ତୃତ ଅନୁଧ୍ୟାନ କରି ରିପୋର୍ଟ…
“ଗୁରୁ ମା’ ସୁନନ୍ଦା ପଟ୍ଟନାୟକଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ସ୍ମୃତିଚାରଣ, ଗାୟନ ଓ ବୃତ୍ତଚିତ୍ର ପ୍ରଦର୍ଶନରେ ପ୍ରଣାମୀ
ଭୁବନେଶ୍ୱର,(ଶାସକ ପ୍ରଶାସକ)-ପ୍ରସିଦ୍ଧ ଶାସ୍ତ୍ରୀୟ ସଂଗୀତ ଗାୟିକା ଡ. ସୁନନ୍ଦା ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଶା ସରକାର ଏକ ଗବେଷଣା ଚେୟାର ପ୍ରତିଷ୍ଠା କରିବା ସହିତ ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ବୋଲି…
ଗଛ ସାରେ ବୁଲି ବୁଲି ଶିଖାଉଛନ୍ତି ପରିବେଶ ସୁରକ୍ଷା ଆଉ ବଳକା ଖାଦ୍ୟର ସୁବିନିଯୋଗ
ମଧ୍ୟାନ୍ନ ଭୋଜନ ବଳକା ଖାଦ୍ୟର ସଦୁପଯୋଗ ପାଇଁ ସଚେତନତା
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର): ଦୃତ ଜନସଂଖ୍ୟା ବୃଦ୍ଧି ଜଙ୍ଗଲ କ୍ଷୟର ଅନ୍ୟତମ ପ୍ରମୁଖ କାରଣ ଭାବେ ଉଭା ହୋଇଥିବା ବେଳେ ଯନ୍ତ୍ରର ବହୁଳ ବ୍ୟବହାର ଯୋଗୁ ମାଟି, ଜଳ, ବାୟୁ ବହୁଳ ପରିମାଣରେ ପ୍ରଦୂଷଣ ହେଉଥିବା ବେଳେ ଏହାକୁ ନିୟନ୍ତ୍ରଣ…
ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୦
http://www.youtube.com/watch?v=xcv4lvnbtC0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିଷରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ବୃଷକେତୁ ଦାଶଙ୍କ ଅଧ୍ୟକ୍ଷତାରେ…
ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ ଉଦଘାଟିତ : ମହାସମୁଦ ଦଳ ପ୍ରଥମେ ସେମି ଫାଇନାଲରେ
ପଦ୍ମପୁର(ଶାସକ ପ୍ରଶାସକ)-ଗୋଲ୍ଡେନ ଷ୍ଟାର କ୍ରିକେଟ କ୍ଳବ ଆନୁକୂଲ୍ୟରେ ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ ଉଦଘାଟିତ ହୋଇଯାଇଛି । ପ୍ରଥମ ଲିଗ ମ୍ଯାଚ ବୁକାଝୁଲା ଓ ମହା ସମୁଦ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସଜିତି ବୁକାଝୁଲା ୧୦ ଓଭରରେ ୩୮ ରନ ସଂଗ୍ରହ କରିଥିଲେ ତାର ଜବାବରେ ମହା…
ହାତୀ ଆକ୍ରମଣରେ ମହିଳା ଙ୍କ ମୃତ୍ୟୁ
ଦେବଗଡ଼ (ଶାସକ ପ୍ରଶାସକ)ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଡ଼କୁଦର ଗ୍ରାମ ର ଜଣେ ମହିଳା ଶୌଚ ପାଇଁ ଘର ପଛକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି।ଆଜି ଭୋର ସମୟରେ ଗ୍ରାମ ର କୁବେର ନଏକ ଙ୍କ ସ୍ତ୍ରୀ ରମ୍ଭା ନାଏକ(45)ଶୌଚ ପାଇଁ ଯାଇଥିବା ବେଳେ ଏକ ହାତୀ…
ବାର କାଉନସିଲର ଚରମ ନିଷ୍ପତ୍ତିକୁ ନେଇ ବଲାଙ୍ଗୀର ଓକିଲଙ୍କ ଅସନ୍ତୋଷ : ଚାଲିବ ଆନ୍ଦୋଳନ, ଆବଶ୍ୟକ ପଡ଼ିଲେ ସମୂହ…
ବଲାଙ୍ଗୀର( ନିରୋଜ ମିଶ୍ର): ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଆନ୍ଦୋଳନରତ ଓକିଲ ମାନଙ୍କ ବିରୁଦ୍ଧରେ ରାଜ୍ୟ ଆଇନଜୀବୀ ପରିଷଦ(ରାଜ୍ୟ ବାର କାଉନସିଲ)ର ଚରମ ନିଷ୍ପତ୍ତି ପରେ ମଧ୍ୟ ବଲାଙ୍ଗୀରରେ ଓକିଲ ମାନଙ୍କ ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ…
ଚାନ୍ଦିନୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଚତୁର୍ଥ ଦିବସ ଖଇରା ଦଳ ଗଲା ସେମି ଫାଇନାଲକୁ
ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବୁକୁରାମୁଣ୍ତା ୨୦ତମ ଚାନ୍ଦିନୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ ଥିଲା। ଆଜିର ମୁଖ୍ୟ ଅତିଥି ଭାବରେ ବରଗଡ ଜିଲ୍ଲା କଂଗ୍ରେସ ଉପ ସଭାପତି ସୁନୀଲ କୁମାର ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭ୍ୟ…
ଗରିଆମୁଣ୍ଡା ଭାରତୀୟ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :- ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଗରିଆମୁଣ୍ଡା ଗ୍ରାମରେ ଜନସେବା ସଂସ୍ଥାନ ଦ୍ଵାରା ପରିଚାଳିତ ଭାରତୀୟ ଶିଶୁ ବିଦ୍ୟା ମନ୍ଦିରର 5ମ ବାର୍ଷିକୋତ୍ସବ ଆଜି ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ…