Sign in
Sign in
Recover your password.
A password will be e-mailed to you.
ମୋ ସରକାରର କମାଲ : ପାଣ୍ଡିଆନଙ୍କ ଗସ୍ତର ପ୍ରଭାବ
ଡାକ୍ତରଙ୍କ ପାଇଁ ପୁରସ୍କାର ଘୋଷଣା :୩୨୭୮ ଡାକ୍ତର ପଦବୀ ପୂରଣ ଲାଗି ଉଦ୍ୟମ
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ଓ କିଛି ଡାକ୍ତରମାନଙ୍କ କାମରେ ଅବହେଳା ଏବେ ସ୍ୱାସ୍ଥ୍ୟସେବା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ବେଳେ ୫ ଟି ସଚିବ…
ସ୍ବେଚ୍ଛାସେବୀଙ୍କ ସହ ମିଶି ଅସହାୟା ବୃଦ୍ଧାଙ୍କ ଶବ ସତ୍କାର କଲେ ମନ୍ତ୍ରୀ ସୁଶାନ୍ତ
ବରଗଡ଼ (ଶାସକ ପ୍ରଶାସକ) : ଚୋର ଗ୍ରୀଣ୍ଡୋଲା,ଭଟଲି ବରଗଡ଼ର ଜଣେ ଅସହାୟ ବୃଦ୍ଧା ନୂଆଦେଇ ଭୁଏ | ବୟସ ୬୮ବର୍ଷ | ନିଷ୍ଠା ପରିବାରର ତତ୍ବାବଧାନରେ ବରଗଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ଥିଲେ । ତାଙ୍କ ପାଖରେ ତାଙ୍କର ଏକ ମାନସିକ ଅନଗ୍ରସର ଏକ ମାତ୍ର ପୁତ୍ର ରଂଜନ ଭୁଏ ଉପସ୍ଥିତ ଥିଲେ ।…
ନିରୋଳା ପ୍ରଚେଷ୍ଟା, ନିଆରା ଦିପାବଳୀ :ଦୀପ ବଦଳରେ ହୃଦୟର ଖୁସି ହେଲା ପ୍ରଜ୍ବଳିତ
ନବରଂଗପୁର (ଶାସକ ପ୍ରଶାସକ) : ଦୀପାବଳିରେ ଦୀପ ଜଳେ..ଆତସବାଜୀରେ ଚାରିଦିଗ ପ୍ରଜ୍ଜ୍ଵଳିତ ଆଉ ପ୍ରକମ୍ପିତ ହୁଏ | ହେଲେ ସେଠି ଦୀପାବଳି ପାଳିଥିଲେ କିଛି ଉଦ୍ଯୋଗୀ ଯୁବକ | ହେଲେ ସେମାନେ ଦୀପ ବଦଳରେ ଶ୍ରଦ୍ଧା ଆଉ ଆନ୍ତରିକତାର ପ୍ରଦୀପ ଜାଳି ସେଇ ଭିନ୍ନବର୍ଗର ଶିଶୁଙ୍କ ମନରେ ଖୁସିକୁ…
ଚୋରି ବା ଦୁର୍ନୀତି ନକରିବାକୁ ନେଲେ ଶପଥ
ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗର ଦୁର୍ନୀତି ନିର୍ବାରଣ ଉପଲକ୍ଷେ ଶପଥ ପାଠ ଗ୍ରହଣ
ଭୁବନେଶ୍ୱର(ଶାସକ ପ୍ରଶାସକ): ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଖାରବେଳ ଭବନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଦୁର୍ନୀତି ନିର୍ବାଣ ସପ୍ତାହ ପାଳନ ଅବସରରେ ଏକ ଶପଥ ପାଠ ଆୟୋଜିତ…
ଶ୍ରୀ ଶ୍ରୀ ଗିରିଗୋବର୍ଧନ ପୂଜା ପାଇଁ କଳସ ଯାତ୍ରା
ସିନାପାଲିରୁ ନିରାକାର ମେହେର -ନୂଆପଡା ଜ଼ିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡା ଯାଦବ ଗାଁ ରେ ପ୍ରଭୁ ଶ୍ରୀ ଶ୍ରୀ ଗିରିଗୋବର୍ଧନ ପୂଜା ର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | ପ୍ରଭୁ ଶ୍ରୀ ଗିରିଗୋବର୍ଧନ ପୂଜା 16ତମ ପୂଜାରେ କଳସ ଯାତ୍ରା ଯାଦବ ଝରଣରୁ ପାଣି ଉଠାଇ କଳସ ଯାତ୍ରା ଆରମ୍ଭ…
ଆହାରକେନ୍ଦ୍ରରେ ଭୋଜନ କଲେ, ମାନ ଓ ପରିଚ୍ଛନ୍ନତା ଯାଞ୍ଚ କଲେ (ଭିଡିଓ ଦେଖନ୍ତୁ)
ବରଗଡ :- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଓ ଅଧିକାରୀ ମାନେ ଗସ୍ତ ସମୟରେ ସ୍କୁଲ, ଆହାର କେନ୍ଦ୍ର କିମ୍ବା ସରକାରଙ୍କର ଦ୍ୱାରା ପରିଚାଳିତ ଆଶ୍ରମ ଗୁଡିକରେ ଭୋଜନ କରିବେ । ଯାହାଫଳରେ କି ସେହି ସବୁ ସ୍ଥାନ ମାନଙ୍କରେ ଖାଦ୍ୟର ମାନ ଠିକ ରହିବ। ଆଜି ରାଜ୍ୟ…
ଗ୍ରାମ୍ୟଉନ୍ନୟନ ବିଭାଗରେ ଠିକାଦାର-ଯନ୍ତ୍ରୀ ଗହନ ପୀରତି
ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣରେ ହେଉଛି ନଂଘା ଦୁର୍ନୀତି
ବାରିପଦା(ଦିଲ୍ଲୀପ ମହାନ୍ତି)- ଯେତେ ମୋ ସରକାର ଭେଳିକି ଦେଖା ବା ୫-ଟି, ଠିକାଦାର ଯନ୍ତ୍ରୀ ମଧୁଚନ୍ଦ୍ରିକାରେ ପୂର୍ଣ୍ଣଚ୍ଛେଦ ଖୋଦ ବ୍ରହ୍ମା ବି ଆସିଲେ ପକାଇ ପାରିବେନି | କାରଣ ସେତ ଧରା ବନ୍ଧା ପାଠ ଉପରୁ ତଳ…
ଗଙ୍ଗା ତୁଳସୀ ଜୀବନ ଦୃଷ୍ଟିହୀନ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ
କୁଚିଣ୍ଡା (ଅଜୟ କୁମାର ବାଘ) ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଠାରେ ଦୃଷ୍ଟିହୀନଙ୍କ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହୋ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦୃଷ୍ଟି ବାଧିତ କଳାକାର ମାନେ ମନଛୁଆଁ ଭଜନ ପରିବେଷଣ କରିଥିଲେ | କୁଚିଣ୍ଡା ବାସି ତାଙ୍କର ଗୀତ ଶୁଣି ତାଙ୍କର…
ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ
କୁଚିଣ୍ଡା (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଯୋଗଦେଇ ଥିଲେ l…